Daily Archives

September 6, 2020

ରାଜ୍ୟରେ ବଢୁଛି ‘କରୋନା’ର କାୟା : ଦିନକରେ ୩୮୧୦ ଆକ୍ରାନ୍ତ, ୮ମୃତ ; ଖୋର୍ଦ୍ଧାରୁ ସର୍ବାଧିକ ୭୯୭, ବରଗଡରୁ ୩୯୬ କରୋନା…

କନକ ବ୍ୟୁରୋ :ରାଜ୍ୟରେ ଉପରମୁହାଁ କରୋନାଗ୍ରାଫ । ରାଜ୍ୟରେ ଆଜି ଆଉ ୩୮ଶହ ୧୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨୨ ଶହ ୮୬ ସଙ୍ଗରୋଧ କେନ୍ଦ୍ରରୁ ଥିବାବେଳେ ୧୫ ଶହ ୨୪ ସ୍ଥାନୀୟ ସଂକ୍ରମଣ ରହିଛନ୍ତି । ଖୋର୍ଦ୍ଧାରେ ସର୍ବାଧିକ ୭୯୭ ପଜିଟିଭ ଚିହ୍ନଟ ହୋଇଥିବାବେଳେ…

ବନ୍ୟା ଉଜାଡିଦେଲା ଫସଲ : ଆଠଗଡରେ ଏକର ଏକର ଜମିରେ ପନିପରିବା ଓ ଧାନ ଚାଷ ନଷ୍ଟ, କଂଟାପଡା ଓ ବାରଙ୍ଗ ବ୍ଲକରେ ବି ଏକା…

କନକ ବ୍ୟୁରୋ : ମହାନଦୀ ବନ୍ୟା ଚାଷୀଙ୍କ ପାଇଁ ଆଣିଦେଇଛି ଦୁଃଖ ।  ବନ୍ୟା ସିନା ଚାଲିଯାଇଛି, କିନ୍ତୁ ନଷ୍ଟ ହୋଇଯାଇଛି  ଏକର ଏକର ପରିବା ଓ ଧାନ ଫସଲ ।ଆଠଗଡର କିଛି ନଦୀ ତଳିଆ ଅଂଚଳରେ ଏଭଳି ପରିସ୍ଥିତି ଦେଖାଦେଇଛି । ବର୍ଷକର ରୋଜଗାର ପନ୍ଥା ଚାଲିଯାଇଥିବାରୁ  ଚିନ୍ତାରେ ଆଠଗଡର ଚାଷୀ ।  କରଜ…

ଏଟିଏମଧାରୀଙ୍କ ପାଇଁ ଆସିଲା ବଡ ଖବର : ଏଣିକି ପାଖରେ ଡେବିଟ୍ କାର୍ଡ ନଥିଲେ ବି ଏଟିଏମରୁ ଉଠାଇ ପାରିବେ ଟଙ୍କା ;…

କନକ ବ୍ୟୁରୋ : ଏଟିଏମଧାରୀଙ୍କ ପାଇଁ ଆସିଲା ବଡ ଖବର । ଏଣିକି ଟଙ୍କା ଉଠାଣରେ ହେବନି କୌଣସି ଅସୁବିଧା, ପାଖରେ କାର୍ଡ ନଥିଲେ ବି ଏଟିଏମରୁ ଟଙ୍କା ଉଠାଇ ପାରିବେ ଲୋକେ । ସାଧାରଣତଃ ଅନେକ ସମୟରେ ଏପରି ଦେଖିବାକୁ ମିଳିଥାଏ କି, କୌଣସି ଗୁରୁତ୍ୱପୂର୍ଣ୍ଣ କାମରେ ଗଲାବେଳେ ଏଟିଏମ୍ କାର୍ଡକୁ…

ମାଲକାନଗିରିରେ ପୁଲିସ୍-ଗଞ୍ଜେଇ ମାଫିଆ ରକ୍ତାକ୍ତ ସଂଘର୍ଷ । ପୁଲିସ୍ ହୋମଗାର୍ଡକୁ ଟାଙ୍ଗିଆରେ ହାଣି ଦେଲେ ଗଞ୍ଜେଇ…

କନକ ବ୍ୟୁରୋ: ମାଲକାନଗିରିରେ ପୁଲିସ୍-ଗଞ୍ଜେଇ ମାଫିଆ ରକ୍ତାକ୍ତ ସଂଘର୍ଷ । ପୁଲିସ୍ ହୋମଗାର୍ଡକୁ ଟାଙ୍ଗିଆରେ ହାଣି ଦେଲେ ଗଞ୍ଜେଇ ଚାଲାଣ କରୁଥିବା ମାଫିଆ । ମାଥିଲି ନୂଆଗୁଡ଼ା ଜଙ୍ଗଲ ନିକଟରେ ଘଟିଛି ଏଭଳି ଏକ ଘଟଣା ।   ସୂଚନା ଅନୁସାରେ ଗତକାଲି ରାତିରେ ଖବର ପାଇ ଏକ ସ୍ୱତନ୍ତ୍ର ଟିମ୍…

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୧ ଲକ୍ଷ ଟପିଲା : ୨୪ ଘଂଟାରେ ୯୦ ହଜାର ୬୩୩ ଆକ୍ରାନ୍ତ ଓ ହଜାରେ ୬୫ ମୃତ ; ସେପଟେ…

କନକ ବ୍ୟୁରୋ : ଦେଶରେ ସବୁ ଦିନର ରେକର୍ଡ ଟପିଲା କରୋନା ମିଟର । ଗତ ୨୪ ଘଂଟାରେ ଦେଶରେ ସର୍ବାଧକ ୯୦ ହଜାର ୬୩୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  ଗୋଟିଏ ଦିନରେ ଏକ ହଜାର ୬୫ ଜଣଙ୍କ ମୃତ୍ୟୁ ହୋଇଛି । ଏହା ସହ ଦେଶରେ କରୋନା ରୋଗୀଙ୍କ ମୃତ୍ୟୁ ସଂଖ୍ୟା ୭୦ ହଜାର ୬ଶହ ୨୬ରେ ପହଂଚିଛି…

କରୋନକୁ ନେଇ ମାଲକାନଗିରିରୁ ଆସିଲା ଭଲ ଖବର । ମହାମାରୀ ଭୂତାଣୁକୁ  ମାତ ଦେଲେ ୭୫ ବର୍ଷିୟ ମହିଳା, ୧୧ ଦିନ ଆଇସିୟୁରେ…

କନକ ବ୍ୟୁରୋ: ରାଜ୍ୟରେ କରୋନା ଦିନକୁ ଦିନ କାୟା ବିସ୍ତାର କରୁଥିବା ବେଳେ ମାଲକାନଗିରିରୁ ଆସିଲା ଖୁସି ଖବର । କରୋନାକୁ ମାତ ଦେଲେ ଜଣେ ୭୫ ବର୍ଷିୟ ବୃଦ୍ଧା ।  ସୂଚନା ଅନୁଯାୟୀ, ମାଲକାନଗିରି ଗତ କିଛି ଦିନ ପୂର୍ବରୁ ଜଣେ ବୃଦ୍ଧାଙ୍କ କରୋନା ପଜିଟିଭ୍ ବାହାରିଥିଲା । ଛାତିରେ ଯନ୍ତ୍ରଣା…