ଚିନ୍ତା ବଢ଼ାଉଛି ସେପ୍ଟେମ୍ବର, ଖୋର୍ଦ୍ଧାରେ ଉପରମୁହାଁ କରୋନା ମିଟର: ନିୟନ୍ତ୍ରଣକୁ ଆଣିବା ପାଇଁ ବସିଲା ବୈଠକ, ସଂକ୍ରମଣ…
କନକ ବ୍ୟୁରୋ: ରାଜ୍ୟରେ ଉପରମୁହାଁ କରୋନାଗ୍ରାଫ । ରାଜ୍ୟରେ ଗତ ୨୪ଘଂଟାରେ ଆଉ ୩ ହଜାର ୮୧୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨୨ ଶହ ୮୬ ସଙ୍ଗରୋଧ କେନ୍ଦ୍ରରୁ ଥିବାବେଳେ ୧୫ ଶହ ୨୪ ସ୍ଥାନୀୟ ସଂକ୍ରମଣ ରହିଛନ୍ତି । ଖୋର୍ଦ୍ଧାରେ ସର୍ବାଧିକ ୭୯୭ ପଜିଟିଭ ଚିହ୍ନଟ…