Daily Archives

August 5, 2020

ଆହୁରି ୨୪ ଘଂଟା ଛେଚିବ ! ଲଘୁଚାପ ପ୍ରଭାବରେ ରାଜ୍ୟର ୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା । ଅରେଂଜ ୱାର୍ଣ୍ଣିଂ ଜାରି…

କନକ ବ୍ୟୁରୋ: ଉତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟର ୫ ଜିଲ୍ଲାରେ ଆଜି ପ୍ରବଳ ବର୍ଷିବ । ସଂବଲପୁର, ଦେବଗଡ, ଝାରସୁଗୁଡା, ବରଗଡ ଏବଂ ସୁନ୍ଦରଗଡ ଜିଲ୍ଲାରେ ଆସନ୍ତା ୨୪ ଘଂଟା ଜାରି ରହିବ ବର୍ଷା । ଏହି ଜିଲ୍ଲା ଗୁଡିକୁ ଅରେଂଜ ୱାର୍ଣ୍ଣିଂ ଜାରି କରିଛି ଆଂଚଳିକ…

୫ଶହ ବର୍ଷ ଅପେକ୍ଷାର ଅନ୍ତ, ଅଯୋଧ୍ୟାରେ ହେଲା ଭବ୍ୟ, ଦିବ୍ୟ ରାମମନ୍ଦିରର ନିର୍ମାଣର ଭୂମିପୁଜା ଓ ଶିଳାନ୍ୟାସ: ଭୂମି…

କନକ ବ୍ୟୁରୋ: ଅଯୋଧ୍ୟାରେ ରାମ ମନ୍ଦିରର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ । ଭୂମିପୂଜନ କରିବା ଆଗରୁ ଅଯୋଧ୍ୟା ନରେଶଙ୍କ ସାମ୍ନାରେ ସାଷ୍ଟାଙ୍ଗ ପ୍ରଣିପାତ କରିଥିଲେ ନରେନ୍ଦ୍ର ମୋଦି । ଶ୍ରୀରାମଙ୍କ ଦର୍ଶନ କରିବା ପରେ ଭୂମୀ ପୂଜନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ମୋଦି । ଯଜ୍ଞରେ ଆହୁତି…

ପୁରା ବିଶ୍ୱରେ ଗୁଞ୍ଜରିତ ହେଉଛି ଜୟ ସିୟା ରାମ୍ । ଦୀର୍ଘ ୫ ଶହ ବର୍ଷ ଅପେକ୍ଷାର ଅନ୍ତ । ଅଯୋଧ୍ୟାରେ ସୃଷ୍ଟି ହେଲା ନୂଆ…

କନକ ବ୍ୟୁରୋ : ୫ଶହ ବର୍ଷ ଅପେକ୍ଷାର ଅନ୍ତ ଘଟିଛି । ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ହୋଇଛି ଶିଳାନ୍ୟାସ । ପ୍ରଭୁ ଶ୍ରୀରାମଙ୍କ ଜନ୍ମଭୂମି ଅଯୋଧ୍ୟାରେ ଭବ୍ୟ, ଦିବ୍ୟ ରାମମନ୍ଦିରର ନିର୍ମାଣର ଭୂମିପୁଜା ଓ ଶିଳାନ୍ୟାସ କରାଯାଇଛି । ଅଯୋଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂମି ପୁଜା…

ରାମ ମନ୍ଦିର ଭୂମି ପୂଜନରେ ପ୍ରଧାନମନ୍ତ୍ରୀଙ୍କୁ କଣ ଦକ୍ଷିଣା ମାଗିଲେ ପୁରୋହିତ ? ଜାଣନ୍ତୁ

କନକ ବ୍ୟୁରୋ: ୫ଶହ ବର୍ଷ ଅପେକ୍ଷାର ଅନ୍ତ ଘଟିଛି । ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ହୋଇଛି ଶିଳାନ୍ୟାସ । ପ୍ରଭୁ ଶ୍ରୀରାମଙ୍କ ଜନ୍ମଭୂମି ଅଯୋଧ୍ୟାରେ ଭବ୍ୟ, ଦିବ୍ୟ ରାମମନ୍ଦିରର ନିର୍ମାଣର ଭୂମିପୁଜା ଓ ଶିଳାନ୍ୟାସ କରାଯାଇଛି । ଅଯୋଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂମି ପୁଜା…

ଔଷଧୀୟ ପତ୍ରରେ ମାସ୍କ । ଭୂତାଣୁ ଦାଉରୁ ବନବାସୀଙ୍କୁ ରକ୍ଷା କରିଛି ଔଷଧୀୟ ପତ୍ର ତିଆରି ମାସ୍କ୍‌

କନକ ବ୍ୟୁରୋ : କୋଭିଡ୍‌-୧୯କୁ ଦୂରେଇ ରଖିବାକୁ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାର ଜନଜାତି ସମ୍ପ୍ରଦାୟ ଔଷଧୀୟ ଗୁଣ ଥିବା ପତ୍ର ତିଆରି ମାସ୍କ୍ ପିନ୍ଧୁଛନ୍ତି । ଦାରିଦ୍ର୍ୟ ପ୍ରପୀଡ଼ିତ ବନବାସୀ ଏଥିଯୋଗୁଁ ଉପକୃତ ମଧ୍ୟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ପ୍ରାୟ କେହି କରୋନାଭାଇରସ୍ ଦ୍ବାରା…

ଇତିହାସରେ ଯୋଡି ହେଲା ଆଉ ଏକ ନୂଆ ଅଧ୍ୟାୟ: ଭବ୍ୟ ରାମ ମନ୍ଦିରର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ; ବୈଦିକ ରୀତିନୀତିରେ…

କନକ ବ୍ୟୁରୋ: ବେଦ ମନ୍ତ୍ର ଗାନ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ଆଜି ଦିନ ୧୨:୫୫:୦୮ରେ ପଡ଼ିଥିବା ମାହେନ୍ଦ୍ର ବେଳାରେ ୪୦ କିଲୋଗ୍ରାମ ଓଜନର ରୂପା ଇଟାରେ ମନ୍ଦିର ନିର୍ମାଣ ଲାଗି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ସମୟରେ ଭୁମି ପୂଜନ କରୁଥିବା ମୁଖ୍ୟ ପୁରୋହିତ କହିଛନ୍ତି ଯେ ଭୂମି…