Daily Archives

August 5, 2020

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାର ହେବ ସିବିଆଇ ତଦନ୍ତ : ବିହାର ସରକାରଙ୍କ ସୁପାରିଶ ଗ୍ରହଣ କଲେ କେନ୍ଦ୍ର…

କନକ ବ୍ୟୁରୋ : ବଲିଉଡ ଅଭିନେତା ସୁଶାନ୍ତ ସିଂହ ମୃତ୍ୟୁ ମାମଲାର ତଦନ୍ତ କରିବ ସିବିଆଇ । ବିହାର ସରକାରଙ୍କ ଆବେଦନକୁ ଗ୍ରହଣ କରିଛି କେନ୍ଦ୍ର । ଏବେ ସିବିଆଇ ଏହି ଘଟଣାର ତଦନ୍ତ କରିବ । ପୂର୍ବରୁ ମଧ୍ୟ ସୁଶାନ୍ତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ହେଉ ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର…

ଆଉ ଆତ୍ମହତ୍ୟା କରିବେନି ଚାଷୀ ! ମୋଦି ସରକାର ଦେବେ ଋଣ , ସଙ୍କଟ କାଳରେ କୃଷକଙ୍କୁ ଶସ୍ତାରେ ଋଣ ଦେବେ କେନ୍ଦ୍ର ସରକାର…

କନକ ବ୍ୟୁରୋ : ଚାଷୀଙ୍କ ପାଇଁ ପୁଣି ଏକ ବଡ ଯୋଜନା କରିଛନ୍ତି ମୋଦି ସରକାର । ଶହଶହ ସଂଖ୍ୟାରେ ଉପକୃତ ହେବେ ଚାଷୀ । ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଓ କିଷାନ କ୍ରେଡିଟ କାର୍ଡ ଯୋଜନାରେ ଦେଶର ପାଖାପାଖି ଅଢେଇ କୋଟି ଚାଷୀଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି । ପ୍ରଧାନମନ୍ତ୍ରୀ…

ପ୍ରଭୁ ଶ୍ରୀରାମଙ୍କ ଭୂମିପୂଜନ ପାଇଁ ଅଯୋଧ୍ୟାରେ ପ୍ରଧାନମନ୍ତ୍ରୀ: ଭୂମିପୂଜନ କରିବା ପୂର୍ବରୁ ପ୍ରଥମେ ହନୁମାନଗଡ଼ିରେ…

କନକ ବ୍ୟୁରୋ: ଆଜି ରାମ ମନ୍ଦିର ଭୂମିପୂଜନ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇ ଅଯୋଧ୍ୟାରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସର୍ବପ୍ରଥମେ ହନୁମାନଗଡ଼ି ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଛନ୍ତି। #WATCH Prime Minister Narendra Modi offers prayers at Hanuman…

ଦିନକରେ ରାଜ୍ୟରେ ୧୩୩୭ ପଜିଟିଭ, ୯ ମୃତ: ଗଂଜାମରୁ ୫, ଖୋର୍ଦ୍ଧା, ଗଜପତି, କେନ୍ଦୁଝର ଏବଂ ସୁନ୍ଦରଗଡରୁ ଜଣେ ଲେଖାଏଁ…

କନକ ବ୍ୟୁରୋ: ରାଜ୍ୟରେ କରୋନାର ବିସ୍ଫୋରକ ସ୍ଥିତି । ଗତ ୨୪ ଘଂଟାରେ ୧୩୩୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୯ଜଣଙ୍କ ଜୀବନ ନେଇଛି କରୋନା ମହାମାରୀ । ଫଳରେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୯ ହଜାର ୧୮କୁ ବୃଦ୍ଧି ପାଇଥିବା ବେଳେ ମୋଟ୍ ମୃତ୍ୟୁ ସଂଖ୍ୟା ୨୨୫ରେ ପହଂଚିଛି ।…

ସୁନ୍ଦରଗଡରେ ଆତଙ୍କ ଖେଳାଇଥିବା ବାଘକୁ ପିଟି ପିଟି ମାରିଲେ ଲୋକ : ପାଂଚ ଜଣଙ୍କୁ ଗୁରୁତର ଆହତ କରିବା ପରେ ଖୋଜୁଥିଲେ…

କନକ ବ୍ୟୁରୋ : ସୁନ୍ଦରଗଡରେ ବାଘ ଆତଙ୍କ । ହେମଗିରି ବନଖଣ୍ଡ ଅଂଚଳରେ ବାଘ ୫ ଜଣଙ୍କୁ ଆକ୍ରମଣ କରି ଘାଇଲା କରିଛି । ହେମିଗିରି ରେଂଜର ରାମ୍ପିଆ ଗାଁକୁ ପଶିଆସିଛି ବାଘ । ଜଣେ ମହିଳାଙ୍କୁ ଆକ୍ରମଣ କରୁଥିବା ବେଳେ ଘରର ଅନ୍ୟ ପୁରୁଷ ସଦସ୍ୟ ମହିଳାଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ । ବାଘ…

ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୯ ହଜାର ପାର: ୨୮ ଜିଲ୍ଲାରୁ ଆଜି ଆଉ ୧୩୩୭ ନୂଆ ପଜିଟିଭ; ଗଂଜାମରୁ ସର୍ବାଧିକ ୨୦୧,…

କନକ ବ୍ୟୁରୋ: ରାଜ୍ୟରେ ମାଡି ଚାଲିଛି ମହାମାରୀ । ଗତ ୨୪ ଘଂଟା ଭିତରେ ରାଜ୍ୟରେ ୧୩ ଶହ ୩୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଆଜି ୨୮ ଜିଲ୍ଲାରୁ ୧୩୩୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୯ ହଜାର ୧୮କୁ ବୃଦ୍ଧି ପାଇଛି । ତେବେ ଆଜି…