Daily Archives

January 1, 2020

ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ପାଇଁ ଉଠୁଛି ପଡୁଛି ବରଗଡ । ଆରମ୍ଭ ହେଲା ପ୍ରବଳ ପ୍ରତାପୀ ମହାରାଜ କଂସଙ୍କ ରାଜୁତି । ଆଜି…

କନକ ବ୍ୟୁରୋ : ଉଦଘାଟିତ ହୋଇଯାଇଛି ୭୧ ତମ ବରଗଡ଼ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା । ମଥୁରାରେ ଆରମ୍ଭ ହୋଇଛି ମହାପ୍ରତାପୀ ମହାରାଜ କଂସଙ୍କ ରାଜୁତି । ଦ୍ୱିତୀୟ ଦିନରେ ରଙ୍ଗମହଲ ଉଦଘାଟନ କରିବେ ମହାରାଜ କଂସ । ଏବଂ ଦେବକୀଙ୍କ ଅଷ୍ଟମ ଗର୍ଭରୁ ଶ୍ରୀକୃଷ୍ଣଙ୍କ ଜନ୍ମ ଦୃଶ୍ୟ ଅଭିନୀତ ହେବ । ଆରମ୍ଭ…

ଦେଶରେ ପ୍ରଥମ, ଏକାସଙ୍ଗରେ ଫାଶୀଖୁଣ୍ଟରେ ଝୁଲିବେ ୪ ଯୌନରାକ୍ଷସ । ତିହାର ଜେଲରେ ପ୍ରସ୍ତୁତ ହୋଇ ସାରିଲାଣି ଫାଶୀ…

ଖୁବଶୀଘ୍ର ନିର୍ଭୟା ଗଣଦୁଷ୍କର୍ମକାରୀଙ୍କୁ ମିଳିବ ଫାଶୀ । ଏକାସାଙ୍ଗରେ ଫାଶୀ ପାଇବେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡର ୪ ଅଭିଯୁକ୍ତ । ଏଥିପାଇଁ ତିହାର ଜେଲରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ୪ଜଣ ହତ୍ୟାକାରୀଙ୍କ ପାଇଁ ୪ଟି କାଠଫଳକ ତିଆରି କରାଯାଇଥିବା ବେଳେ ୪ଟି ସୁଡ଼ଙ୍ଗର ନିର୍ମାଣ…

ବ୍ୟାନ୍ ହେଲା TikTok । ଜାତୀୟ ସୁରକ୍ଷା ଉପରେ ବିପଦ ଥିବା ଦର୍ଶାଇ ଏହି ଭିଡିଓ ଆପକୁ ବ୍ୟାନ୍ କଲା ଆମେରିକା ଆର୍ମି ।

କନକ ବ୍ୟୁରୋ : ବ୍ୟାନ୍ ହେଲା ଟିକଟକ୍ । ଦେଶର ସୁରକ୍ଷା ଉପରେ ବିପଦ ଦର୍ଶାଇ ସବୁଠାରୁ ଲୋକପ୍ରିୟ ଚାଇନିଜ୍ ଭିଡିଓ ଆପ୍ ଟିକଟକକୁ ବ୍ୟାନ କଲା ଆମେରିକା ଆର୍ମି । ଏଣିକି ଆମେରିକାର ଆର୍ମି ସୋଲଜର୍ସ ଏହାକୁ ବ୍ୟବହାର କରିପାରିବେ ନାହିଁ । ତେବେ ଏହା ପଛରେ ରହିଛି ଏକ ବଡ କାରଣ । ଆମେରିକା…

ଚନ୍ଦ୍ରାୟନ ଓ ଗଗନ ଯାନର ବର୍ଷ ହେବ ୨୦୨୦ : ନୂଆବର୍ଷ ଅବସରରେ ଘୋଷଣା କଲେ ଇସ୍ରୋ ମୁଖ୍ୟ କେ.ଶିବନ । କହିଲେ, ସରକାର…

ମିଶନ ଚନ୍ଦ୍ରାୟନ -୩କୁ କେନ୍ଦ୍ର ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏଥିପାଇଁ ୬୧୫ କୋଟି ଟଙ୍କା ଖର୍ଚ୍ଚ ହେବ । ଚନ୍ଦ୍ରାୟନ-୩ ପାଇଁ କାମ ମଧ୍ୟ ଆରମ୍ଭ ହୋଇଛି । ଇସ୍ରୋ ଅଧ୍ୟକ୍ଷ କେ. ଶିବନ କହିଛନ୍ତି, ଏହି ମିଶନ ପାଇଁ ଏକ ଟିମ ଗଠନ କରାଯାଇଛି । ଶ୍ରୀହରିକୋଟା ସହ ତାମିଲନାଡୁରେ ବି…

ଫଟୋରେ ଫଟୋରେ ଫେମସ୍ ହୋଇଥିଲେ ପ୍ରଧାନମନ୍ତ୍ରୀ : ୨୦୧୯ ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗୁରୁତ୍ୱପୁର୍ଣ୍ଣ ସମୟର ଫଟୋ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଜନୀତି କ୍ୟାରିୟରକୁ ବାଦ୍ ଦେଲେ ବ୍ୟକ୍ତିଗତ ତଥା ନିଜର ଫଟୋ ଓ ଭିଡିଓ ପାଇଁ ମଧ୍ୟ ସେ ଚର୍ଚ୍ଚାର ଶୀର୍ଶକ ପାଲଟିଥାନ୍ତି । ୨୦୧୯ ମସିହାରେ ତାଙ୍କର ସେହିପରି ୧୦ଟି ଗୁରୁତ୍ୱପୁର୍ଣ୍ଣ ଫଟୋ ରହିଛି । ଏହି ସମସ୍ତ ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ…

ଲୋକସେବା ଭବନରେ ପ୍ରଶାସନିକ ଅଧିକାରୀଙ୍କ ନୂଆବର୍ଷ ପାଳନ । ସାମିଲ ହେଲେ ମୁଖ୍ୟ ଶାସନ ସଚିବ, ଜେଲ ଡିଜି ଏବଂ ଅନ୍ୟ…

କନକ ବ୍ୟୁରୋ : ନୂଆବର୍ଷର ଉତ୍ସବ ଦେଖିବାକୁ ମିଳିଛି ଲୋକସେବା ଭବନରେ । ମୁଖ୍ୟଶାସନ ସଚିବ ଅସିତ ତ୍ରିପାଠୀ, ଜେଲ ଡିଜି ସନ୍ତୋଷ ଉପାଧ୍ୟାୟ ଏବଂ ଉନୟନ କମିଶନର ସୁରେଶ ମହାପାତ୍ର ପ୍ରମୁଖ ପରସ୍ପରକୁ ନବବର୍ଷର ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ ଲୋକସେବା ଭବନର ଅନ୍ୟ ଅଧିକାରୀମାନେ ମଧ୍ୟ…