Daily Archives

January 4, 2020

ଖଟିଖବର… ଅବିବାହିତଙ୍କ ମିଶନ ‘ରୋଷେଇ’ ! ପେଜୁଆ ଭାତ ହେଉ କି ପାଣିଆ ଡାଲି… ହାତଗଣ୍ଠି ପୂର୍ବରୁ ହାତରେ…

କନକ ବ୍ୟୁରୋ: “ଆରେ ଭାଇ ! ରୋଷେଇ କରିବା ଶିଖରେ... ବହୁତ ହୋଇଗଲା ହୋଟେଲ ଖାଇବା । ଏବେ ରୁମରେ ପାଞ୍ଚ କେଜିଆ ଗ୍ୟାସଟେ କିଣି ରୋଷେଇ ଆରମ୍ଭ କରିଦିଅ... ସେ ଭାତ ପେଜୁଆ ହେଉ କି ଡାଲି ପାଣିଆ ହେଉ କିନ୍ତୁ ମିଶନ ରୋଷେଇ ଜାରି ରହୁ । ନହେଲେ ଆଗକୁ ବାଡୁଅ ରହିବାଟା ଥୟ... । ରାନ୍ଧି ଜାଣିନ ତ…

ତେଲ ପାଇଁ ସୃଷ୍ଟି ହେବ ‘ହାହାକାର’ ପରିସ୍ଥିତି । ମହଙ୍ଗା ହେବ ତେଲ ଦର, ଭାରତ ଉପରେ ପଡିବ ସାଙ୍ଘାତିକ ପ୍ରଭାବ ।

କନକ ବ୍ୟୁରୋ : ବାଗଦାଦ ଉପରେ ଆମେରିକାର ଆକ୍ରମଣ ପରେ ଉଭୟ ରାଷ୍ଟ୍ର ମଧ୍ୟରେ ଉତେଜନା ବଢିବାକୁ ଲାଗିଛି । କୁହାଯାଉଛି ପ୍ରତିଶୋଧ ପରାୟଣ ହୋଇ ଷ୍ଟ୍ରେଟ ଅଫ ହାର୍ମୁଜ ବା ହୋର୍ମୁଜ ଜଳ ପ୍ରଣାଳୀକୁ ବନ୍ଦ କରିଦେଇପାରେ ଇରାନ । ସମୁଦ୍ର ମଧ୍ୟରେ ଥିବା ଏହି ଅଣ ଓସାରିଆ ଜଳପଥ ଦେଇ ଅଧିକାଂଶ ତୈଳ…

କ୍ରିକେଟକୁ ଇରଫାନଙ୍କ ଅଲବିଦା । ସବୁ ଫର୍ମାଟରୁ ଅବସର ଘୋଷଣା କଲେ ଇରଫାନ୍ ପଠାନ ।

କନକ ବ୍ୟୁରୋ : ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଲରାଉଣ୍ଡର ଇରଫାନ ପଠାନ ସବୁ ପ୍ରକାରର କ୍ରିକେଟରୁ ଅବସର ଗ୍ରହଣ କରିଛନ୍ତି । ଗତ କିଛି ବର୍ଷ ଧରି ସେ ଆହତଜନିତ କାରଣରୁ ଅନ୍ତର୍ଜାତୀୟ ତ ଦୂରର କଥା, ପ୍ରଥମ ଶ୍ରେଣୀ କ୍ରିକେଟରୁ ମଧ୍ୟ ଦୂରେଇ ରହିଥିଲେ । ୨୦୦୩ରେ ନିଜର କ୍ୟାରିୟର ଆରମ୍ଭ…

ରାଜନୀତିରେ ‘ରୋଷେଇ’ ତାତି: ଯିଏ ଶିଖିଛି ସେ ସିପିଙ୍କ ସପକ୍ଷରେ ଯାଉଛି, ଯିଏ ଶିଖିନି ସିଏ ରାଜନୀତି ଛୁଙ୍କ ମାରୁଛି ।…

କନକ ବ୍ୟୁରୋ: ଯେଉଁ ପୁରୁଷଙ୍କୁ ରୋଷେଇ ଜଣାନାହିଁ, ତାଙ୍କୁ ବିବାହ କରିବାକୁ ଯୁବତୀମାନେ ସିଧା ମନା କରିଦେବା ଉଚିତ । ପୋଲିସ କମିଶନରଙ୍କ ଏଭଳି ମନ୍ତବ୍ୟ ପରେ ତାକୁ ନେଇ ଚାରିଆଡେ ଚାଲିଛି ଚର୍ଚ୍ଚା । ଯେଉଁଠି ଦେଖିବ ସେହି ପ୍ରସଙ୍ଗ ଉଠାଇ ସମସ୍ତେ ଚର୍ଚ୍ଚା ଆଲୋଚନା କରୁଛନ୍ତି । ତେବେ…

ମନେ ପଡିଲା ପୁରୁଣା ବନ୍ଧୁ । ପୁଣି ପାକିସ୍ତାନକୁ ସାମରିକ ତାଲିମ ଦେବ ଆମେରିକା ।

କନକ ବ୍ୟୁରୋ : ମଧ୍ୟ ପ୍ରାଚ୍ୟରେ ଇରାନ ଓ ଆମରିକା ମଧ୍ୟରେ ଉତ୍ତେଜନା ବଢୁଥିବାବେଳେ ନିଜର ପୁରୁଣା ବନ୍ଧୁ ପାକିସ୍ତାନକୁ ମନେପକାଇଛି ଆମେରିକା । ଶୁକ୍ରବାରଦିନ ଇରାନର କମାଣ୍ଡର କାସିମ ସୁଲେମାନୀଙ୍କୁ ହତ୍ୟା କରିବାପରେ ଆମେରିକାର ପରରାଷ୍ଟ୍ର ସଚିବ ମାଇକ ପମ୍ପେଓ ପାକିସ୍ତାନର ସେନାମୁଖ୍ୟ…

ପାକିସ୍ତାନରେ ଗୁରୁଦ୍ୱାର ଉପରେ ଆକ୍ରମଣ । ନନକାନା ଗୁରୁଦ୍ୱାର ଉପରେ ପଥର ମାଡ ସହ ଭଙ୍ଗାରୁଜା, ଗସ୍ତ କରି ସମୀକ୍ଷା…

କନକ ବ୍ୟୁରୋ: ପାକିସ୍ତାନରେ ପୁଣି ଥରେ ସାମ୍ନାକୁ ଆସିଛି ହିନ୍ଦୁଙ୍କ ଉପରେ ଅତ୍ୟାଚାର ଘଟଣା । ଏଥର ଏହାର ଶିକାର ହୋଇଛନ୍ତି ପାକିସ୍ତାନର ନାନକାନ ଅଂଚଳରେ ଥିବା ଶିଖ ହିନ୍ଦୁ । ପାକିସ୍ତାନରେ ନାନକାନରେ ଥିବା ଗୁରୁଦ୍ୱାର ଉପରେ ଏକ ସଂଘବଦ୍ଧ ମୁସଲିମ୍ ଗୋଷ୍ଠୀ ଏକାଠି ହୋଇ ଆକ୍ରମଣ କରିଛନ୍ତି ।…