Daily Archives

January 23, 2020

ଜାମିନ ମିଳିଲାନି, ଜେଲ ଗଲେ ପୂର୍ବତନ ବିଜେଡି ବିଧାୟକ? ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଆଜି ଭବାନୀପାଟଣାର…

କନକ ବ୍ୟୁରୋ : ଜେଲ ଗଲେ ପୂର୍ବତନ ବିଜେଡି ବିଧାୟକ ଅନାମ ନାଏକ । ଜାମିନ ନାମଞ୍ଜୁର ହେବା କାରଣରୁ ଅନାମଙ୍କୁ ଜେଲ ପଠାଯାଇଛି । ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଜାମିନ ଆବେଦନ ଖାରଜ ହେବା ପରେ ଜିଲ୍ଲା ମୁଖ୍ୟ କାରାଗାରକୁ ଅନାମଙ୍କୁ ପଠାଯାଉଛି । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଆଜି…

ନେତାଜୀଙ୍କ ମୃତ୍ୟୁ ମିଷ୍ଟ୍ରି: କେମିତି ହୋଇଥିଲା ସୁଭାଷ ବୋଷଙ୍କ ମୃତ୍ୟୁ ? ଜୟନ୍ତୀରେ ମନେ ପଡ଼ିଲା ନେତାଜୀଙ୍କ ନିଖୋଜ…

କନକ ବ୍ୟୁରୋ: ନେତାଜୀ ସୁଭାଷ ଚନ୍ଦ୍ର ବୋଷ । ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଏପରି ଏକ ନାଁ, ଯାହାକୁ ଶୁଣିଲେ ଆଜି ବି ପ୍ରତ୍ୟେକ ଭାରତୀୟଙ୍କ ମନରେ ଶିହରଣ ସୃଷ୍ଟି ହୁଏ । ୭୫ ବର୍ଷ ତଳେ ତାଇୱାନରେ ଏକ ବିମାନ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିବା ଘୋଷଣା କରିଥିଲା ଜାପାନ । ନେତାଜୀଙ୍କ…

ସମୟ ବଢୁଛି, ସୈତାନଙ୍କ ଆୟୁ ସରୁଛି । ନିର୍ଭୟା ଦୋଷୀଙ୍କ ଉପରେ ୩୨ ସୁରକ୍ଷାକର୍ମୀ ୨୪ ଘଣ୍ଟା ରଖିଛନ୍ତି ନଜର, ଫାଶୀ…

କନକ ବ୍ୟୁରୋ : ଗୋଟିଏ ପଟେ ନ୍ୟାୟିକ ଜଟିଳତା ଭିତରେ ଫଶି ରହିଛି ନିର୍ଭୟା ଦୋଷୀଙ୍କ ଫାଶୀ । ଆଉ ଅନ୍ୟପଟେ ଫାଶୀକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି ତିହାର ଜେଲ କର୍ତୃପକ୍ଷ । ଫାଶୀ ପୂର୍ବରୁ ସେମାନଙ୍କ ଶେଷ ଇଚ୍ଛା କଣ ବୋଲି ପଚରା ଯାଇଛି । ତେବେ ଶେଷ ଇଚ୍ଛା…

ଫାଶୀ ପୂର୍ବରୁ ନିର୍ଭୟା ଦୋଷୀଙ୍କୁ ପଚରାଗଲା ଶେଷ ଇଚ୍ଛା । ଜାଣନ୍ତୁ କେଉଁ ପ୍ରଶ୍ନ ପଚାରିଲେ ଜେଲ ଅଧିକାରୀ?

ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀଙ୍କୁ ନେଇ ଏହା ଏଭଳି ଏକ ଖବର, ଯାହା ତାଙ୍କୁ ଫାଶୀ ଖୁଂଟର ଆହୁରି ନିକଟତର କରିଛି । ନିର୍ଭୟା ମାମଲାର ୪ ଦୋଷୀ- ବିନୟ ଶର୍ମା, ମୁକେଶ ସିଂହ, ପବନ ଗୁପ୍ତା ଓ ଅକ୍ଷୟ ଠାକୁରକୁ ଶେଷ ଇଚ୍ଛା ପଚାରିଛନ୍ତି ତିହାର ଜେଲ କର୍ତୃପକ୍ଷ ।…

ସର୍ବକ୍ଷମା ପରେ ଆଉ ମିଳିବ ନାହିଁ କ୍ଷମା । ୫ ତାରିଖ ଯାଏଁ ଡେଡଲାଇନ୍, କେରଳ ଷ୍ଟାଇଲରେ ଭଙ୍ଗାଯିବ କି ଓଡିଶାର ବେଆଇନ…

କନକ ବ୍ୟୁରୋ : ବେଆଇନ ନିର୍ମାଣକାରୀଙ୍କୁ ନିସ୍ତାର ନାହିଁ । ସର୍ବକ୍ଷମା ଯୋଜନାରେ ସଂଶୋଧନ କରିନଥିବା ମାଲିକମାନଙ୍କୁ ଆଉ ମିଳିବନି କ୍ଷମା । ଆଇନ ଉଲଘଂନକାରୀଙ୍କ ବିରୋଧରେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ଏଭଳି କଡା ଆଭିମୁଖ୍ୟ ଦେଖାଇଛି ଗୃହ ଓ ନଗର ଉନ୍ନୟନ ବିଭାଗ । ଫେବ୍ରୁଆରୀ ପାଂଚ…

କୋରୋନା ପାଇଁ କୋକୁଆ ଭୟ । ଚୀନରେ ବ୍ୟାପୁଛି, ସାରା ବିଶ୍ୱର ଚିନ୍ତା ବଢୁଛି । ଭାଇରସ ପାଇଁ ଭାରତରେ ଜାରି ହେଲା ସତର୍କ…

କନକ ବ୍ୟୁରୋ: ଚୀନରେ ବ୍ୟାପୁଛି, ସାରା ବିଶ୍ୱର ଚିନ୍ତା ବଢୁଛି । ଚୀନରେ ବ୍ୟାପୁଥିବା କୋରୋନା ଭାଇରସ ସାରା ବିଶ୍ୱ ସମେତ ଭାରତ ପାଇଁ ମଧ୍ୟ ଚିନ୍ତାର ବିଷୟ ପାଲଟିଛି । ଚୀନର ଉହାନ ସହରରେ ଏହି ଭୂତାଣୁ ଯୋଗୁଁ ପ୍ରାୟ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୦୦ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି…