Daily Archives

January 31, 2020

ସରକାରଙ୍କ ‘ଥାଳି’ ଅର୍ଥନୀତି । ଖାଇବା ପାଇଁ ବୃଦ୍ଧି ପାଇଛି ଲୋକଙ୍କ କ୍ରୟକ୍ଷମତା, ଅର୍ଥନୈତିକ ସର୍ଭେ ରିପୋର୍ଟର ଆକଳନ,…

କନକ ବ୍ୟୁରୋ : ସଂସଦରେ ଉପସ୍ଥାପିତ ହୋଇଛି ଅର୍ଥନୈତିକ ସର୍ଭେ ରିପୋର୍ଟ । ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଏହି ରିପୋର୍ଟ ଉପସ୍ଥାପନ କରିଛନ୍ତି । ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବିକାଶ ହାର ୬ରୁ ୬ ଦଶମିକ ୫ ପ୍ରତିଶତ ଭିତରେ ରହିବ ବୋଲି ଅର୍ଥନୈତିକ ସର୍ଭେ ରିପୋର୍ଟରୁ ଆକଳନ କରାଯାଇଛି ।…

ମୁଁ ଫାଶୀ ଦଉଡ଼ିି… । ନିର୍ଭୟା ନରପିଶାଚଙ୍କୁ ନିପାତ କରିବାକୁ ମୁଁ ଚାହିଁ ବସିଛି, ସମୟ ଆସିଲେ କଲବଲ କରି ଗଳା…

କନକ ବ୍ୟୁରୋ : ମୁଁ ଫାଶୀ ଦଉଡ଼ି । ବିହାର ବକ୍ସର ଜେଲରେ ଥିବା କଏଦୀମାନେ ମୋତେ ତିଆରି କରିଛନ୍ତି । ସେମାନେ ବର୍ଷବର୍ଷ ଧରି ଏମିତି ଫାଶୀ ଦଉଡି ତିଆରି କରନ୍ତି । ସାରା ଦେଶରେ ଦୋଷୀଙ୍କୁ ଦିଆଯାଉଥିବା ଫାଶୀକୁ କାର୍ଯ୍ୟକାରୀ କରିବା ପାଇଁ ବକ୍ସର ଜେଲରୁ ହିଁ ମୋର ଜନ୍ମ । ମୋର ଉଦ୍ଦେଶ୍ୟ…

ଆସନ୍ତାକାଲି ମିଳିବନି ଫାଶୀ, କାନ୍ଦି କାନ୍ଦି ନିର୍ଭୟାର ମା’ କହିଲେ ଏଥିପାଇଁ କେଜ୍ରିୱାଲ ସରକାର ଦାୟୀ ।

କନକ ବ୍ୟୁରୋ : ଆସନ୍ତାକାଲି ନିର୍ଭୟା ଗଣଦୁଷ୍କର୍ମକାରୀଙ୍କୁ ଫାଶୀ ଦିଆଯିବନି । ପରବର୍ତୀ ନିଷ୍ପତି ଯାଏଁ ଦୋଷୀଙ୍କ ଡେଥ୍ ୱାରେଣ୍ଟ ଉପରେ ରୋକ ଲଗାଇଛନ୍ତି କୋର୍ଟ । ଦୋଷୀଙ୍କ ଆଇନଗତ ପ୍ରକ୍ରିୟା ବାକି ରହିଥିବାରୁ ଏବେ ସେମାନଙ୍କୁ ଫାଶୀ ଦିଆଯାଇପାରିବ ନାହିଁ ବୋଲି ପଟିଆଲା ହାଉସ କୋର୍ଟ…

ଘାଟିରେ ଜୋରଦାର ହେଲା ଅପରେସନ । ସେନା-ଆତଙ୍କବାଦୀ ମୁହାମୁହିଁ, ଟ୍ରକରେ ଲୁଚି ଖସି ଯାଉଥିବା ବେଳେ ସୁରକ୍ଷାକର୍ମୀଙ୍କ…

କନକ ବ୍ୟୁରୋ : ଏନକାଉଂଟରରେ ନିପାତ ହେଲେ ଆତଙ୍କବାଦୀ । ଜାମ୍ମୁ କାଶ୍ମୀରର ନଗରୋଟାରେ ଯାଂଚ ବେଳେ ଏକ ଟ୍ରକରେ ସେନା ପୋଷାକରେ ଲୁଚି ଖସି ଯାଉଥିବା ଆତଙ୍କବାଦୀ ସେନା ହାବୁଡରେ ଧରାପଡିଥିଲେ । ସେଠାରୁ ଫେରାର ହେବାକୁ ଉଦ୍ୟମ କରି ଆତଙ୍କବାଦୀ ଯବାନଙ୍କ ଉପରେ ଗୁଳି ଚଳାଇଥିଲେ ।…

ସାତ ବର୍ଷ ପରେ ବି ସୈତାନଙ୍କୁ ମିଳୁନି ସଜ୍ଜା ! ୧୬ ଡିସେମ୍ବର ୨୦୧୨ରୁ ୩୧ ଜାନୁୟାରୀ ୨୦୨୦, ଜାଣନ୍ତୁ ନିର୍ଭୟାକାଣ୍ଡର…

କନକ ବ୍ୟୁରୋ : ତାରିଖ ପରେ ତାରିଖ ବଦଳୁଛି, ନ୍ୟାୟ ପାଇଁ ବର୍ଷ ବର୍ଷ ଗଡିଚାଲିଛି । ୧୬ ଡିସେମ୍ବର ୨୦୧୨ରୁ ୩୧ ଜାନୁଆରୀ ୨୦୨୦ । ନିର୍ଭୟାର ସର୍ବନାଶ କରିଥିବା ସୈତାନଙ୍କୁ ସଜ୍ଜା ଦେବାକୁ ୭ ବର୍ଷ ବିତିସାରିଲାଣି । ହେେଲେ ଏବେବି ନ୍ୟାୟ ପାଇଁ କେବଳ ଅପେକ୍ଷା ହିଁ କରିବାକୁ ପଡୁଛି । ଆଜି ବି…

ବଜେଟ୍ ପୂର୍ବରୁ ବଢୁଛି ଓଡ଼ିଶାର ଆଶା । ରେଳବାଇ, ଜିଏସଟି ଭରଣା ଏବଂ କ୍ଲିନ୍ ଏନର୍ଜି ସେସ୍ ଉପରେ ଓଡ଼ିଶାର ନଜର, ନୂଆ…

କନକ ବ୍ୟୁରୋ : ସାଧାରଣ ବଜେଟ୍ ଉପରେ ଅନେକ ଆଶା ରଖିଛି ଓଡିଶା । ରେଳବାଇର ଆୟ ତୁଳନାରେ ଅନୁଦାନ, ଜିଏସଟି ଭରଣା ପାଇଁ କ୍ଷତିପୂରଣ, କ୍ଲିନ୍ ଏନର୍ଜି ସେସ୍, କେନ୍ଦ୍ରୀୟ ଯୋଜନାରେ ମିଳୁଥିବା ଅର୍ଥରେ ଅଭିବୃଦ୍ଧି ଏବଂ ନୂଆ ଯୋଜନାରେ ଟଙ୍କା ଭଳି ପ୍ରମୁଖ ଦାବି ରହିଛି । ଆଉ ଏସବୁ ଏଥରର ବଜେଟରେ…