Daily Archives

January 30, 2020

ବିଦ୍ୟାଳୟ ଉଦଘାଟନ ପୂର୍ବରୁ ନାମଫଳକ ଭାଙ୍ଗି ଚୂନା କରିଦେଲେ । ଧାମନଗରରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ, ଜାଣନ୍ତୁ କଣ…

କନକ ବ୍ୟୁରୋ : ଧାମନଗର ବ୍ଲକରେ ନବନିର୍ମିତ ଆଦର୍ଶ ବିଦ୍ୟାଳୟ ଶୁକ୍ରବାର ଉଦଘାଟନ ହେବା ପୂର୍ବରୁ ଏଠାରେ ବିବାଦ ଦେଖାଯାଇଛି। ଉତ୍ତେଜିତ ଲୋକେ ନାମଫଳକ ଭାଙ୍ଗି ଦେଇଛନ୍ତି। ନାମଫଳକରେ ସ୍ଥାନୀୟ ବିଜେପି ବିଧାୟକ ତଥା ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀଙ୍କ ନାମ ତଳକୁ ରହିବାକୁ ନେଇ ବିବାଦ…

ଡ୍ରାଇଭିଂ ଲାଇସେନ୍ସ ଆବେଦନକାରୀଙ୍କ ପାଇଁ ବଡ ଖବର । ଫେବ୍ରୁଆରୀ ୧ରୁ ବଦଳିବ ନିୟମ, ଜାଣନ୍ତୁ ଆପଣଙ୍କୁ ମିଳିବ କଣ…

କନକ ବ୍ୟୁରୋ : ଫେବ୍ରୁଆରୀ ପହିଲାରୁ ନୂଆ ନିୟମ । ଲର୍ଣ୍ଣିଙ୍ଗ ଲାଇସେନ୍ସ ହେଉ ବା ଡ୍ରାଇଭିଂ ଲାଇସେନ୍ସ ଆବେଦନ, ଏଣିକି ଆଉ ଆପଣଙ୍କୁ ଏଥିପାଇଁ ଆବଶ୍ୟକ ଥିବା କାଗଜପତ୍ର ସାଙ୍ଗରେ ବୋହିବାକୁ ପଡିବ ନାହିଁ । କାରଣ ଫେବ୍ରୁଆରୀ ୧ରୁ ଡ୍ରାଇଭିଂ ଲାଇସେନ୍ସ ଆବେଦନ ପାଇଁ ଲାଗୁ ହେବାକୁ ଯାଉଛି ନୂଆ…

ସନ୍ଧ୍ୟା ୫ଟାରୁ ୧୫ରୁ ୨୦ ଶିଶୁଙ୍କୁ ବନ୍ଧକ ରଖିଛି ଯୁବକ, ଉଦ୍ଧାର କରିବାକୁ ଯାଉଥିବା ପୋଲିସଙ୍କ ଉପରକୁ ଫିଙ୍ଗୁଛି…

ଉତ୍ତରପ୍ରଦେଶର ଜଣେ ବ୍ୟକ୍ତି ପ୍ରାୟ ୧୫ରୁ ୨୦ ଜଣ ଶିଶୁ ଓ ୨ ମହିଳାଙ୍କୁ ଏକ ଘରେ ବନ୍ଦ କରି ବନ୍ଧକ ରଖିଛି । ସନ୍ଧ୍ୟା ୫ଟାରୁ ସମସ୍ତଙ୍କୁ ନିଜ ଘରେ ବନ୍ଧକ ରଖିଛି । ଏପରିକି ଉଦ୍ଧାର କରିବାକୁ କେହି ଗଲେ ଯୁବକ ଜଣକ ଗୁଳି ଚଳାଉଛି । । ମିଳିଥିବା ସୂଚନା ଅନୁଯାୟୀ, ଉଦ୍ଧାର କରିବାକୁ ଯାଇଥିବା…

ଜନ୍ମଦିନ ଭୋଜିକୁ ଡାକି ୧୫ ଜଣଙ୍କୁ ଶିଶୁଙ୍କୁ ବନ୍ଧକ ରଖିଲା ଦୃବୁର୍ତ୍ତ । ଉଦ୍ଧାର କରିବାକୁ ପହଞ୍ଚିଲେ କମାଣ୍ଡୋ ।

ଉତ୍ତରପ୍ରଦେଶର ଜଣେ ବ୍ୟକ୍ତି ପ୍ରାୟ ୧୫କୁ ଅଧିକ ଶିଶୁ ଓ କେତେକ ମହିଳାଙ୍କୁ ଏକ ଘରେ ବନ୍ଦ କରି ରଖିଛି । ଏପରିକି ଉଦ୍ଧାର କରିବାକୁ କେହି ଗଲେ ଗୁଳି ଚଲାଉଛି ଦୃବୁର୍ତ୍ତ । ନିଶାଗ୍ରସ୍ତ ଅବସ୍ଥାରେ ଥିବା ଏହି ଯୁବକ ଜଣକ ବନ୍ଧୁକ ଦେଖାଇ ଧମକ ଦେଉଛି । ଏପରିକି ପୋଲିସ ମଧ୍ୟ ବନ୍ଧକଙ୍କୁ ଉଦ୍ଧାର…

ବିମାନରେ ବସିବେନି, ମୋ ବସରେ ବସିବେ । କାମରାଙ୍କ ପାଇଁ କବାଟ ଖୋଲିଲା ମୋ ବସ, କହିଲା ଆମ ହୃଦୟ ବହୁତ ବଡ ।

ଯେତେବେଳେ ବିମାନରେ ଯାତ୍ରା କରିବା ଉପରେ ରୋକ ଲାଗିଲା, ସେତେବେଳେ ମୋ ବସ ତାର ଦ୍ୱାର ଖୋଲିଲା । ଆମେ କହୁଛୁ କମେଡିଆନ୍ କୁନାଲ କାମ୍ରାଙ୍କୁ ନେଇ ମୋ ବସ୍ ଏମଡି ଅରୁଣ ବୋଥ୍ରା କରିଥିବା ଟ୍ୱିଟ୍ କଥା । ।ଜାତୀୟ ଗଣମାଧ୍ୟମର ବରିଷ୍ଠ ସାମ୍ବାଦିକ ଅର୍ଣ୍ଣବ ଗୌସ୍ୱାମୀଙ୍କୁ ଦୁର୍ବବ୍ୟହାର କାରଣରୁ…

ଭାରତ ଛାତିରେ ଭାଇରସ ଭୟ । କେରଳରେ ଦେଶର ପ୍ରଥମ ଆକ୍ରାନ୍ତ ଚିହ୍ନଟ ହେବା ପରେ ଦେଶ ସାରା କରୋନା ଆତଙ୍କ । କେନ୍ଦ୍ର…

କନକ ବ୍ୟୁରୋ: ଭାରତରେ କରୋନାର ପ୍ରଥମ ଠିକଣା । କେରଳରେ କରୋନା, ଦେଶରେ ଆତଙ୍କ । ମାରାତ୍ମକ ରୂପ ଧାରଣ କରିସାରିଥିବା କରୋନା ଭୂତାଣୁରେ ସଂକ୍ରମିତ ପ୍ରଥମ ରୋଗୀ ଭାରତର କେରଳରେ ଠାବ ହୋଇଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ଏହି ସଂକ୍ରମିତ ଛାତ୍ରୀ ଜଣଙ୍କ ମାଲାୟାଲାମ ଡାକ୍ତରୀ…