Daily Archives

January 21, 2020

ଖୁବଶୀଘ୍ର ଓଡ଼ିଶା ଆସିବ ବିଜୁଙ୍କ ଡାକୋଟା ! ଏଏଆଇକୁ ଚିଠି ଲେଖିଲେ ରାଜ୍ୟ ସରକାର ।

କନକ ବ୍ୟୁରୋ : ଖୁବଶୀଘ୍ର ଓଡିଶା ଆସିବ ବିଜୁ ପଟ୍ଟନାୟକଙ୍କ ଡାକୋଟା ବିମାନ । ଆଉ ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏନେଇ ଏଏଆଇକୁ ଚିଠି ଲେଖିଛନ୍ତି ରାଜ୍ୟ ସରକାର । ଗତ ୧୬ରେ ଏନେଇ ଲୋକସେବା ଭବନରେ ବୈଠକ ବସିଥିଲା । ୧୯୪୭ ମସିହାରେ ଏହି ବିମାନରେ ପ୍ରବାଦ ପୁରୁଷ ବିଜୁପଟ୍ଟନାୟକ ଏହି…

କ’ଣ କହୁଛି ତିହାର ଜେଲ୍ ମାନୁଆଲ୍ ? ଅନ୍ୟ ୩ ଦୋଷୀଙ୍କ ଭିତରୁ କେହି ରାଜକ୍ଷମା ଆବେଦନ କଲେ କ’ଣ ହେବ?

କନକ ବ୍ୟୁରୋ: ଦିଲ୍ଲୀ ତିହାର ଜେଲ ମାନୁଆଲ କହୁଛି- ଯଦି ଗୋଟିଏ ଅପରାଧ ପାଇଁ ଏକାଧିକ ଅପରାଧୀ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଏବଂ ଏଥିପାଇଁ ଏମାନଙ୍କୁ ମୃତ୍ୟୁ ଦଣ୍ଡାଦେଶ ହୋଇଛି, ତେବେ ସମସ୍ତଙ୍କୁ ଏକାଠି ଫାଶୀ ଦିଆଯିବ । ଏମାନଙ୍କୁ ଅଲଗା ଅଲଗା ଫାଶୀ ଖୁଂଟରେ ଝୁଲା ଯାଇପାରିବ ନାହିଁ । ବାସ ଜେଲ…

ଏଣିକି ବିନା ଏଟିଏମ କାର୍ଡରେ ଉଠିବ ଟଙ୍କା । ICICI ବ୍ୟାଙ୍କ ଆଣିଲା ନୂଆ ସୁବିଧା, ଜାଣନ୍ତୁ କେମିତି ଉଠାଇବେ ଏହାର…

କନକ ବ୍ୟୁରୋ : ଏଣିକି ଟଙ୍କା ଉଠାଇବା ପାଇଁ ଆଉ ଏଟିଏମ କାର୍ଡର ଆବଶ୍ୟକତା ପଡିବ ନାହିଁ । ବିନା ଡେବିଟ କାର୍ଡରେ ଉଠିବ ଟଙ୍କା । ନୂଆବର୍ଷରେ ନିଜ ଗ୍ରାହକ ମାନଙ୍କୁ ଏଭଳି ଏକ ସୁବିଧା ଭେଟି ଦେଇଛି ଆଇସିଆଇସିଆଇ  ବ୍ୟାଙ୍କ । ମଙ୍ଗଳବାର ଏହି ସୁବିଧାର ଆରମ୍ଭ କରିଛି ଆଇସିଆଇସିଆଇ ବ୍ୟାଙ୍କ ।…

ନିର୍ଭୟା ଦୋଷୀଙ୍କ ନଅ ଲାଇଫଲାଇନ୍ । ପଢ଼ନ୍ତୁ…ଏବେବି ଏମାନଙ୍କ ମୃତ୍ୟୁର ରାସ୍ତାରେ କଣସବୁ ବାଧା ରହିଛି ?

କନକ ବ୍ୟୁରୋ: ନିର୍ଭୟା ଦୋଷୀଙ୍କ ପ୍ରଥମ ଫାଶୀ ତିରାଖ ଅର୍ଥାତ ଜାନୁଆରୀ ୨୨ ଟଳିଗଲା । ଏବେ ମୃତ୍ୟୁର ନୂଆ ତାରିଖ ଫେବ୍ରୁଆରୀ- ୧ । ୨୨ ଜାନୁଆରୀରେ ସକାଳ ୭ଟାରେ ଦିଆଯିବାର ଥିଲା ଫାଶୀ । ହେଲେ ୧ ଫେବ୍ରୁଆରୀରେ ସାକଳ ୬ଟାରେ ଦିଆଯିବ ଫାଶୀ । ନିର୍ଭୟା ଦୋଷୀଙ୍କ ଫାଶୀ ତାରିଖକୁ ଦୁଇଥର ବଦଳାଇ…

କେରଳରୁ ଯାଇ ନେପାଳରେ ମୃତ । ରୁମ୍ ହିଟରରେ ଶ୍ୱାସ ରୁଦ୍ଧ ହୋଇ ନେପାଳର ରିସର୍ଟରେ ୮ପର୍ଯ୍ୟଟକଙ୍କ ମୃତ୍ୟୁ, ପୋଷ୍ଟମର୍ଟମ…

କନକ ବ୍ୟୁରୋ: କେରଳର ୮ପର୍ଯ୍ୟଟକଙ୍କ ମୃତଦେହ ନେପାଳରୁ ଉଦ୍ଧାର । ନେପାଳର ଦମନରେ ଥିବା ଏକ ରିସର୍ଟରୁ ତାଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ଅତ୍ୟଧିକ ଥଣ୍ଡା କାରଣରୁ ଗ୍ୟାସ ହିଟର ଚଳାଇ ଶୋଇଥିବା ବେଳେ ଶ୍ୱାସରୁଦ୍ଧ ହୋଇ ତାଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ମୃତକଙ୍କ ମଧ୍ୟରେ ଦୁଇ…

ଆତଙ୍କୀ ଛାତିରେ ସେନାର ଗୁଳି । ଅବନ୍ତିପୁରାରେ ଏନକାଉଣ୍ଟର, ଦୁଇ ଆତଙ୍କୀ ନିପାତ । ମାଟି ମା’ର ସୁରକ୍ଷା ପାଇଁ ସାହସ…

କନକ ବ୍ୟୁରୋ: ଜାମ୍ମୁକାଶ୍ମୀର ଅବନ୍ତିପୁରାରେ ସେନା ଯବାନ ଓ ଆତଙ୍କବାଦୀଙ୍କ ଭିତରେ ଏନକାଉଂଟର ହୋଇଛି । ଏଥିରେ ଦୁଇ ଯବାନ ସହିଦ ହୋଇଛନ୍ତି । ଜଣେ ଏସଓପି ଓ ଜଣେ ସେନାର ଯବାନ ସହିଦ ହୋଇଛନ୍ତି । ଏନକାଉଂଟର ଚାଲିଥିବା ବେଳେ ଦୁଇ ଜଣ ଆତଙ୍କବାଦୀ ନିହତ ହେବା ନେଇ ଖବର ଆସିଥିଲା କିନ୍ତୁ ସେହି…