Daily Archives

January 24, 2020

ବିବାହର ନିଆରା ଦୃଶ୍ୟ । ଘୋଡାରେ ବସି ବର ଘରେ ପହଞ୍ଚିଲେ ୨ କନ୍ୟା, ପୂରା ସହରରେ ହେଲା ଚର୍ଚ୍ଚା ।

ଯୁବକ ହୁଅନ୍ତୁ ବା ଯୁବତୀ, ନିଜ ନିଜର ବିବାହ ଦିନକୁ ନେଇ ସମସ୍ତେ ଉତ୍ସାହିତ ଥାଆନ୍ତି। ଘୋଡ଼ାରେ ବସି ସ୍ୱପ୍ନର ରାଜକୁମାର ନେବାକୁ ଆସିବାର ସ୍ୱପ୍ନ କେଉଁ ଯୁବତୀ ବା ଦେଖିନଥାନ୍ତି । କିନ୍ତୁ ମଧ୍ୟପ୍ରଦେଶର ଏହାର ଠିକ୍ ଓଲଟା ଦେଖିବାକୁ ମିଳିଛି । ବର ନୁହେଁ ବରଂ କନ୍ୟା ଘୋଡ଼ାରେ ଚଢ଼ି ବର ଘରେ…

‘ବାଦୁଡି ସୁପ’ରୁ ବ୍ୟାପୁଛି ଭାଇରସ ! ଚୀନରେ ବ୍ୟାପୁଥିବା କୋରୋନା ଭୂତାଣୁ ପଛରେ ମୁଖ୍ୟ କାରଣ କି ବାଦୁଡି ସୁପ୍ ?…

କନକ ବ୍ୟୁରୋ: ଚୀନରୁ ବ୍ୟାପୁଥିବା କୋରୋନା ଭାଇରସ୍ ଏବେ ପୂରା ବିଶ୍ବ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଏହି ଭାଇରାସର ସୃଷ୍ଟି କେଉଁଠୁ? ସୋସିଆଲ୍ ମିଡିଆରେ ବୁଲୁଥିବା ତଥ୍ୟ ଯଦି ସତ ହୋଇଥାଏ ତେବେ ଚୀନର ଉହ୍ବାନ ଠାରେ ଥିବା ସ୍ଥାନୀୟ ବଜାରରେ ମିଳୁଥିବା ବାଦୁଡ଼ି ସୁପ୍ ଏହି ଭାଇରସ୍…

କାହିଁକି ଚମକୁଛି ମୋଦିଙ୍କ ମୁହଁ । କୁନି କୁନି ପିଲାଙ୍କୁ ନିଜ ଉଜ୍ଜ୍ୱଳ ମୁହଁର ରହସ୍ୟ କହିଲେ ପ୍ରଧାନମନ୍ତ୍ରୀ ମୋଦି

କନକ ବ୍ୟୁରୋ: ମୋଦି କାହିଁକି ଦିଶନ୍ତି ଏତେ ଉଜ୍ଜଳ ? ଏତେ ବୟସ ହୋଇଥିଲେ ବି ଉଜ୍ୱଳତା ପଛର ରହସ୍ୟ କଣ ? ନିଜ ମୁହଁର ଔଜ୍ଜଲ୍ୟକୁ ନେଇ ଏକ କୌତୁହଳପ୍ରଦ କଥା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଜାନୁଆରି ୨୬ ତାରଖ(ଗଣତନ୍ତ୍ର ଦିବସ) ଅବସରରେ ରାଷ୍ଟ୍ରୀୟ ବାଳ ପୁରସ୍କାର ପାଇବାକୁ ଯାଉଥିବା…

ବୁହାନରୁ ବ୍ୟାପୁଛି କରୋନା ଭୂତାଣୁ । ଚୀନରୁ ୨ ଭାରତୀୟ ଭାଇରସ ନେଇ ଫେରିଥିବା ଆଶଙ୍କା । ସାରା ଦେଶରେ ଛନକା

କନକ ବ୍ୟୁରୋ: ଚୀନରୁ ବ୍ୟାପିଥିବା କରୋନା ଭାଇରସ ସାରା ବିଶ୍ୱରେ କୋକୁଆ ଭୟ ସୃଷ୍ଟି କରିଛି । ବୁହାନ ସହରରୁ ଏହା ଦେଶରୁ ଦେଶକୁ ଡେଇଁବାରେ ଲାଗିଛି । ଏହାରି ଭିତରେ ଚୀନରୁ ଫେରିଥିବା ଦୁଇଜଣ ଭାରତୀୟ, ସାଙ୍ଗରେ ଏହି ମାରାତ୍ମକ ଭୂତାଣୁ ନେଇ ଆସିଥିବା ଆଶଙ୍କା କରାଯାଉଛି । ତେଣୁ ଏମାନଙ୍କୁ…

ବିଷକନ୍ୟା ବିକୁଥିଲା ଧଳାଜହର ! ୭ ଲକ୍ଷ ଟଙ୍କାର ବ୍ରାଉନସୁଗାର ବିକ୍ରି ପାଇଁ ନେଉଥିବା ବେଳେ ପଡିଲା ପୋଲିସ ପଞ୍ଝାରେ ।

କନକ ବ୍ୟୁରୋ : ସୁନ୍ଦରୀ ବିକୁଛି ଧଳାଜହର । ଏହା ଏଭଳି ଏକ ଖବର ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । କାରଣ ସ୍ମାର୍ଟସିଟିର ଏହି ବ୍ୟୁଟିଙ୍କ କୁଇନଙ୍କ ପଛରେ ଲୁଚି ରହିଛି ବ୍ରାଉନସୁଗାର ଚାଲାଣର କଳାକାହାଣୀ । ଯାହାର ଆଜି ପର୍ଦ୍ଦାଫାଶ କରିଛି କମିଶନରେଟ ପୋଲିସ । ସୁନ୍ଦର ଚେହେରା ପଛରେ ଯେ…

କଣ ଏହି କରୋନା ଭାଇରସ ? ଯାହା ସାରା ବିଶ୍ୱ ଛାତିରେ କୋକୁଆ ଭୟ ଖେଳାଇଛି । ଜାଣନ୍ତୁ ଭାଇରସର ଭିତିରି କଥା

କନକ ବ୍ୟୁରୋ: ସାରା ବିଶ୍ୱରେ ଚୀନ ଭାଇରସକୁ ନେଇ ଚିନ୍ତା । ଖାଲି ଚୀନରେ ନୁହେଁ ବରଂ ଭାରତରେ ବି କରୋନା ଭାଇରସ ପାଇଁ କୋକୁଆ ଭୟ ଖେଳି ଯାଇଛି । ତେବେ କଣ ଏହି କରୋନା ଭାଇରସ ? କେଉଁଠୁ ଆସିଛି ଏ ଭାଇରସ? ଜାଣନ୍ତୁ ଭାଇରସର ଭିତିରି କଥା ।କେଉଁଠୁ ଆସିଲା କରୋନା ଭାଇରସ ? ଘାତକ କରୋନା…