Daily Archives

January 2, 2020

ଅନ୍ୟର ଜୀବନ ବଞ୍ଚାଇବାକୁ ବାଜିରେ ଲଗାଇ ଦେଲେ ନିଜ ଜୀବନ । ନିଆଁରେ ଫସି ଆଖି ବୁଜିଲେ ବର୍ଷେ ତଳେ ଚାକିରିରେ ଯୋଗ…

କନକ ବ୍ୟୁରୋ: ଚାକିରି ବେଳେ ଚାଲିଗଲା ଜୀବନ । କର୍ତ୍ତବ୍ୟ କଲାବେଳେ ଆଖି ବୁଜିଲେ ଅଗ୍ନିଶମ କର୍ମଚାରୀ । ବର୍ଷକ ତଳେ ନୂଆ ଚାକିରି ଜୀବନ ଆରମ୍ଭ କରିଥିବା ଅମିତ ବର୍ଷକ ପରେ ଚାକିରି ବେଳେ ହିଁ ଆଖି ବୁଜିଛନ୍ତି । ଏଭଳି ଆଖିଭିଜା ଖବର ଆସିଛି ରାଜଧାନୀ ଦିଲ୍ଲୀରୁ । ସକାଳେ ଦିଲ୍ଲୀର ଉଦ୍ୟୋଗ…

ସଂକଟରେ ଫ୍ଲାଏଆସ୍ ଇଟା କାରଖାନା ! ପାଉଁଶ ଯୋଗାଇବା ବନ୍ଦ କରିଦେଲା ଜିନ୍ଦଲ, ଚିନ୍ତାରେ ଶ୍ରମିକ ଓ କାରଖାନା ମାଲିକ ।

କନକ ବ୍ୟୁରୋ: ଯାଜପୁର ଜିଲ୍ଲାରେ ଗଢିଉଠଥିôବା ଫ୍ଲାଏଆସ୍ ଇଟା ଶିଳ୍ପ ଏବେ ସଂକଟରେ । ପାଉଁଶ ଅଭାବରୁ ବନ୍ଦ ହେବାକୁ ବସିଛି ସମସ୍ତ ଫ୍ଲାଏଆସ୍ ଇଟା କାରଖାନା । ଫଳରେ ଜୀବିକା ହରାଇବା ଚିନ୍ତାରେ ଶ୍ରମିକ ଓ କାରଖାନା ମାଲିକ । ଫ୍ଲାଇଆସ ଇଟା ତିଆରି ପାଇଁ ଯେଉଁ କଂଚା ମାଲ ଆବଶ୍ୟକ ହୁଏ,…

ବୌଦ୍ଧବାସୀଙ୍କୁ ନବୀନଙ୍କ ନୂଆବର୍ଷ ଭେଟି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିର୍ମାଣ ସହ ୧୪୪ କୋଟି ଟଙ୍କାର ୨୭ଟି ପ୍ରକଳ୍ପ…

କନକ ବ୍ୟୁରୋ: ବୌଦ୍ଧବାସୀଙ୍କୁ ନୂଆବର୍ଷ ଭେଟି ଦେଲେ ରାଜ୍ୟ ସରକାର । ବଡ ଘୋଷଣା କରି ବୌଦ୍ଧବାସୀଙ୍କୁ ୧୧୪ କୋଟି ଟଙ୍କାର ନୂଆବର୍ଷ ଉପହାର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅର୍ଥରେ ବୌଦ୍ଧ ଜିଲ୍ଲାର ୨୭ଟି ପ୍ରକଳ୍ପ ନିର୍ମାଣ ହେବ। ମୁଖ୍ୟମନ୍ତ୍ରୀ ଆଜି ଲୋକସେବା ଭବନରେ ଭିଡିଓ…

ମାତାଲ ଗାଡ଼ି ଚାଳକ ସାବଧାନ! କଡ଼ା ଆଭିମୁଖ୍ୟ ଦେଖାଇଲେ ସରକାର, ମଦ ପିଇ ଗାଡ଼ି ଚଳାଇଲେ ଜରିମାନା ସହ ବାତିଲ ହେବ ଡ୍ରାଇଭିଂ…

କନକ ବ୍ୟୁରୋ: ମଦ ପିଇ ଗାଡ଼ି ଚଳାଇଛନ୍ତି କି? ଗାଡ଼ି ଚଳାଇବା ବେଳେ ମୋବାଇଲ ବ୍ୟବହାର କରୁଛନ୍ତି କି? ତେବେ ତୁରନ୍ତ ଏଥିରୁ ନିବୃତ ରୁହନ୍ତୁ । ନହେଲେ ଜରିମାନା ସହ ସାମୟିକ ଭାବେ ବାତିଲ ହୋଇଯିବ ଡ୍ରାଇଭିଂ ଲାଇସେନ୍ସ । ଦେଶରେ ୫ ନମ୍ବର ଦୁର୍ଘଟଣାପ୍ରବଣ ରାଜ୍ୟ ଭାବେ ଓଡ଼ିଶା ଚିହ୍ନଟ ହେବା ପରେ…

ବନ୍ଦ କୋଠରୀରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ପ୍ରେମ ବ୍ୟାପାରକୁ ନେଇ ଆତ୍ମହତ୍ୟା ସନ୍ଦେହ । ପୁରୁଷ ବନ୍ଧୁ…

କନକ ବ୍ୟୁରୋ: ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ । ବନ୍ଦ ଘର ଭିତରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଯୁବତୀ ରହୁଥିବା ଭଡା ଘର ଭିତରୁ ମିଳିଲା ମୃତଦେହ । ମୃତ ଯୁବତୀ ଜଣଙ୍କ ଇଫୋସିଟି ଅଞ୍ଚଳର ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଶେଷ ବର୍ଷର ଛାତ୍ରୀ ସୂଚନା । ତେବେ ଇଫୋସିଟି ଅଞ୍ଚଳର ଏକ…

ଗ୍ୟାଙ୍ଗଷ୍ଟର ଗର୍ଲଫ୍ରେଣ୍ଡର ଭିତିରି କଥା । କଳା କଠୋରୀ ଚାରି କାନ୍ଥ ଭିତରେ ଗ୍ୟାଙ୍ଗଷ୍ଟର, କ୍ରାଇମ ସିଣ୍ଡିକେଟ…

କନକ ବ୍ୟୁରୋ: ଜେଲର ଚାରିକାନ୍ଥ ଭିତରେ ଗ୍ୟାଙ୍ଗଷ୍ଟର । କିନ୍ତୁ ବାହାରେ କ୍ରାଇମ ସିଣ୍ଡିକେଟ ଚଳାଉଛି ଗାର୍ଲଫ୍ରେଣ୍ଡ । ଦାଦାବଟି ଆଦାୟର ପୁରା ଅପରେସନ କରୁଥିଲା ଗ୍ୟାଙ୍ଗଷ୍ଟର ସକିଲକ ଗାର୍ଲଫ୍ରେଣ୍ଡ ନସରିନ । ଜେଲ ଭିତରୁ ତିଆରି ହେଉଥିବା ଅପରାଧର ନକ୍ସା । ଆଉ ଜେଲ ବାହାରେ ତାକୁ ପରିଣାମ…