Daily Archives

January 1, 2020

ସୀମାରେ ନବବର୍ଷ ସେଲିବ୍ରେସନ୍ : ନାଚିଗାଇ ନୂଆବର୍ଷକୁ ସ୍ୱାଗତ କଲେ ଆଇଟିବିପି ଓ ସିଆରପିଏଫର ଯବାନ

ବହୁ ଧୁମଧାମରେ ନୂଆବର୍ଷକୁ ପାଳନ କରୁଛନ୍ତି ଦେଶବାସୀ । ଏହି ଅବସରରେ ଯବାନମାନଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଗୀତର ତାଳେ ତାଳେ ଝୁମୁଛନ୍ତି ଯବାନ । ଯବାନମାନଙ୍କ ମଧ୍ୟରେ ନୂଆବର୍ଷର ଜୋଶ୍ ଦେଖିବାକୁ ମିଳୁଛି । #WATCH Uttarakhand:…

ମାଲକାନଗିରି ଜିଲ୍ଲାପାଳଙ୍କ ବିରୋଧରେ ଅଫିସ କାନ୍ଥରେ ଲେଖା । ବ୍ୟକ୍ତିଗତ ସହାୟକଙ୍କ ମୃତ୍ୟୁ ପାଇଁ ଦାୟୀ କରି କଳାରେ…

କନକ ବ୍ୟୁରୋ : ମାଲକାନଗିରି ଜିଲ୍ଲାପାଳଙ୍କ ବିରୋଧରେ ଅଫିସର କାଂଥରେ ଲେଖା । ବ୍ୟକ୍ତିଗତ ସହାୟକଙ୍କ ମୃତ୍ୟୁ ପାଇଁ ଜିଲ୍ଲାପାଳଙ୍କୁ ଦାୟୀ କରି କଳାରେ ଏମିତି କିଛି ଲେଖିଛନ୍ତି ଦୁର୍ବୃତ । ଦୁର୍ବୃତଙ୍କ ଅଭିଯୋଗ ଜିଲ୍ଲାପାଳ ମନିଷ ଅଗ୍ରୱାଲ ଦୁର୍ନୀତିଗ୍ରସ୍ତ । ତାଙ୍କ ପାଇଁ ହିଁ ବ୍ୟକ୍ତିଗତ…

ନୌସେରା ସେକ୍ଟରରେ ୨ଯବାନ ସହିଦ । ସର୍ଚ୍ଚ ଅପରେସନ ବେଳେ ଆତଙ୍କବାଦୀଙ୍କ ଗୁଳିରେ ଯବାନ ସହିଦ

ବୁଧବାର ପ୍ରତ୍ୟୁଷରେ ଜମ୍ମୁ ଓ କଶ୍ମୀରର ରାଜୌରି ଜିଲ୍ଲା ଅନ୍ତର୍ଗତ ନୌସେରା ଅଞ୍ଚଳର ନିୟନ୍ତ୍ରଣ ରେଖା ଠାରେ ନିରାପତ୍ତା ବଳ ଓ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କ ମଧ୍ୟରେ ଚାଲିଥିବା ଭୟାବହ ଗୁଳି ବିନିମୟ ଘଟଣାରେ ସେନାବହିନୀର ଦୁଇ ଜଣ ଯବାନ ସହିଦ ହୋଇଛନ୍ତି। ସରକାରୀ ଅଧିକାରୀମାନେ କହିଛନ୍ତି…

ନୂଆ ବର୍ଷର ପହିଲି ଦିନରେ ମହଙ୍ଗା ମାଡ଼ : ୧୯ ଟଙ୍କା ବୃଦ୍ଧି ପାଇଲା ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ

କନକ ବ୍ୟୁରୋ : ନୂଆବର୍ଷର ପହିଲି ଦିନରେ ରୋଷେଇ ଘରେ ମହଙ୍ଗା ମାଡ଼ । ରୋଷେଇ ଘରେ ବ୍ୟବହାର କରୁଥିବା ଗ୍ୟାସ ସିଲିଣ୍ଡର ଉପରେ ୧୯ ଟଙ୍କାର ଦର ବୃଦ୍ଧି ଘଟିଛି । ଗ୍ୟାସ କମ୍ପାନୀମାନେ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟକୁ ୧୯ ଟଙ୍କା ବଢ଼ାଇଦେଇଛନ୍ତି ଜ୍ଝ ନୂଆଦିଲ୍ଲୀରେ ଗ୍ୟାସ ସିଲିଣ୍ଡରର…

ସିଡ଼ିଏସ୍ ରୂପେ ଦାୟିତ୍ୱ ଗ୍ରହଣ କଲେ ବିପିନ୍ ରାୱତ୍ : ତିନି ସେନା ପକ୍ଷରୁ ବିପିନ ରାୱତଙ୍କୁ ଦିଆଗଲା ଗାର୍ଡ ଅଫ୍ ଅନର

ସିଡ଼ିଏସ ଭାବେ କାର୍ଯ୍ୟଭାର ସମ୍ଭାଳିଲେ ବିପିନ୍ ରାୱତ୍ ମଙ୍ଗଳବାର ସେନା ମୁଖ୍ୟ ପଦରୁ ଅବସର ନେଇଥିଲେ ଦେଶର ପ୍ରଥମ ସିଡ଼ିଏସ୍ ହେଲେ ବିପିନ୍ ରାୱତ୍ ନୂଆ ବର୍ଷା ପ୍ରଥମ ଦିନରେ ଦେଶର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ରୂପେ ଦାୟିତ୍ୱ ନେଲେ ବିପିନ୍ ରାୱତ୍ । ଗତ ମଙ୍ଗଳବାର…

ରାଜଧାନୀରେ ଗଡ଼ିବ ସ୍ମାର୍ଟ ଅଟୋ : ଅନଲାଇ ରେ ବୁକିଂ ହେବାସହ ଚାଳକଙ୍କ ପାଇଁ ପରିଚୟପତ୍ର ଓ ଡ୍ରେସ୍ କୋଡ୍ ବାଧ୍ୟତାମୂଳକ

କନକ ବ୍ୟୁରୋ :  ସ୍ମାର୍ଟ ହେବେ ରାଜଧାନୀର ଅଟୋ ଚାଳକ। ସ୍ବତନ୍ତ୍ର ପରିଚୟପତ୍ର ସହ ଡ୍ରେସକୋଡ୍‌ ବାଧ୍ୟତାମୂଳକ ହେବ। ସବୁ ଅଟୋ ଚାଳକଙ୍କ ପାଇଁ ହେବ ବୀମା । ପ୍ରଥମଥର ପଇଁ ୱେବ୍‌ସାଇଟ୍‌ ଓ ଆପ୍‌ ଜରିଆରେ ବୁକ୍‌ କରି ହେବ ଅଟୋ । ଏଭଳି ଏକ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରିଛି କମିସନରେଟ୍‌…