Daily Archives

January 22, 2020

ହୁଣ୍ଡିରୁ ମିଳିଲା ପ୍ରେମଭରା ଚିଠି । ସମଲେଶ୍ୱରୀଙ୍କ ଭରଷାରେ ପ୍ରେମିକା ! ଟଙ୍କା ଗଣାଯାଉଥିବା ବେଳେ ବାହାରିଲା ପ୍ରେମର…

କନକ ବ୍ୟୁରୋ : ଶୁଭ ମନାସୀ ଲୋକ ମନ୍ଦିର ଯାଆନ୍ତି । ଦାନ-ଧର୍ମକରି ପୂର୍ଣ୍ଣ କରିବାର ଅଭିଳାଷା ରଖନ୍ତି । ଆଉ ଏହି କ୍ରମରେ କିଏ ହୁଣ୍ଡିରେ ଦାନ କରେ, ତ ଆଉ କିଏ ଠାକୁର-ଠାକୁରାଣୀଙ୍କ ନିକଟରେ ମାନସିକ ଚଢ଼ାଏ । ଆଜି କିନ୍ତୁ ସମ୍ବଲପୁର ସମ୍ବଲେଶ୍ୱରୀ ମନ୍ଦିରରୁ ଆସିଛି ଭିନ୍ନ ଏକ ଚିତ୍ର । ଏହି…

ଦିଲ୍ଲୀ ଲଢ଼େଇ: ୨୦୧୫ର ପ୍ରତିଶୋଧ ନେବାକୁ ପ୍ରଚାର ମୈଦାନକୁ ଓହ୍ଲାଇବେ ‘ପଦ୍ମ’ ଦଳର ୪୦ ଷ୍ଟାର ପ୍ରଚାରକ । ଓଡ଼ିଆ ଭୋଟ୍…

କନକ ବ୍ୟୁରୋ: ଦିଲ୍ଲୀ ଦଖଲ ପାଇଁ ଗେରୁଆ କ୍ୟାମ୍ପର କସରତ । କ୍ରେଜିୱାଲ୍ ସରକାରକୁ ମାତ୍ ଦେବାପାଇଁ ବିଜେପି ଜାରିକରିଛି ଷ୍ଟାର ପ୍ରଚାରକ ତାଲିକା । ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ଦଳର ଶୀର୍ଷ ନେତାଙ୍କ ସହ ସାମିଲ ଅଛନ୍ତି ଅନେକ ଜଣାଶୁଣା ମୁହଁ । ହେଲେ ଏଥର ଦିଲ୍ଲୀରେ ପଦ୍ମ ଫୁଟାଇବା…

ଇସ୍ରୋର ମିଶନ ଗଗନଯାନ । ମହାକାଶକୁ ପ୍ରଥମେ ଯିବ ରୋବଟ୍, ସାମ୍ନାକୁ ଆସିଲା ‘ବ୍ୟୋମିତ୍ର’ର ପ୍ରଥମ ଝଲକ । ଦୁଇଟି ଭାଷାରେ…

କନକ ବ୍ୟୁରୋ : ୨୦୨୨ ମସିହାରେ ଇସ୍ରୋ ରହିଛି ସବୁଠାରୁ ମହତ୍ୱାକାଂକ୍ଷୀ ଯୋଜନା ମିଶନ ଗଗନଯାନ । ଏହି ମେଗା ମିଶନରେ ମହାକାଶକୁ ମାନବ ପଠାଇବା ଆଗରୁ ଆବଶ୍ୟକ ପରୀକ୍ଷା ଶେଷ କରିବାକୁ ଟାର୍ଗେଟ୍ ରଖିଛି ଇସ୍ରୋ । ଏହି କ୍ରମରେ ମାନବ ପ୍ରେରଣ ଆଗରୁ ମହାକାଶକୁ ଇସ୍ରୋ ପଠାଇବ ଏକ ଉନ୍ନତଶୀଳ ରୋବଟ୍ ।…

ବଡ଼ଦାଣ୍ଡର ଭିକାରି ବାବା ଦାସ ବଖାଣିଲେ ବ୍ୟଥା । କହିଲେ, ବଡ଼ ବୋହୂର ଜୁଲମ ସହିନପାରି ସାଜିଲି ଭିକାରି, ଶରଧାବାଲିରୁ…

କନକ ବ୍ୟୁରୋ: ଜୀବନ ଏକ ନାଟକ ଓ ସ୍ୱୟଂ ଭଗବାନ ଏହାର ନିର୍ଦ୍ଦେଶକ । ସେ ଯେମିତି ଯୋଉ ବାଟିରେ ନେଇଯାଆନ୍ତି ସେମିତି ଚାଲିବାକୁ ହୁଏ । ବଡଦାଣ୍ଡର ଭିକାରି ବାବା ଦାସ । ସତେ ଯେମିତି ଭଗବାନଙ୍କ ନିର୍ଦ୍ଦେଶରେ ଶ୍ରୀକ୍ଷେତ୍ରକୁ ଚାଲିଆସିଛନ୍ତି ପରିଣତ ବୟସରେ । ଭୁବନେଶ୍ୱର ଲିଗଂରାଜ ମନ୍ଦିର ନିକଟ…

ଆଉ ସୁରକ୍ଷିତ ନୁହେଁ ସୋସିଆଲ ସାଇଟ୍ । ହ୍ୟାକର୍ସଙ୍କ ଶିକାର ହେଲେ ଆମାଜନ୍ ମୁଖ୍ୟ ଜେଫ ବେଜସ୍, ହ୍ୟାକ ପଛରେ ସାଉଦି…

କନକ ବ୍ୟୁରୋ : ଟେକ୍ନୋଲୋଜି ଯୋଗୁଁ ଆଜି ବହୁତ କାମ କରିବା ସରଳ ଓ ସୁବିଧା ହୋଇପାରିଛି । ଠିକ୍ ସେହିପରି ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ଗୋପନୀୟ ତଥ୍ୟ ଲିକ୍ ହେବା ବିପଦ ମଧ୍ୟ ବଢିଯାଇଛି । ଆଜିକାଲି ହାଇ-ସିକ୍ୟୁରିଟି ଟେକ୍ନୋଲୋଜିକୁ ଭେଦ କରି ହ୍ୟାକର୍ସମାନେ ଯେକୌଣସି ବ୍ୟକ୍ତିର ତଥ୍ୟ ଚୋରି…

ସିଏଏ ମାମଲାରେ କେନ୍ଦ୍ରକୁ ‘ସୁପ୍ରିମ୍’ ଆଶ୍ୱସ୍ତି । ନାଗରିକତା ସଂଶୋଧନ ଆଇନ ଉପରେ ତୁରନ୍ତ ରୋକ ଲଗାଇବାକୁ ମନା କଲେ…

କନକ ବ୍ୟୁରୋ : ନାଗରିକତା ସଂଶୋଧନ ଆଇନକୁ ନେଇ କେନ୍ଦ୍ର ସରକାରଙ୍କୁ ମିଳିଛି ଆଶ୍ୱସ୍ତି । ତୁରନ୍ତ ସିଏଏ ଉପରେ ରୋକ ଲଗାଇବାକୁ ମନା କରିଛନ୍ତି ସୁପ୍ରିମକୋର୍ଟ । ହେଲେ ୪ ସପ୍ତାହ ମଧ୍ୟରେ ଜବାବ ରଖିବାକୁ ଦିଆଯାଇଛି ନିର୍ଦ୍ଦେଶ । ଆଜି ଏହି ମାମଲାର ଶୁଣାଣି କରି ୫ ଜଣିଆ ଖଣ୍ଡପୀଠକୁ ମାମଲାକୁ…