Daily Archives

January 16, 2020

ଲାଞ୍ଚ ମାଗିଲେ ତହସିଲଦାର । ମଇଁଷି ନେଇ ଅଫିସରେ ପହଞ୍ଚିଲେ ମହିଳା । ଜାଣନ୍ତୁ… କଣ ରହିଛି ପୁରା ଘଟଣା

ମଧ୍ୟପ୍ରଦେଶରେ ଜଣେ ମହିଳା କରିଥିବା ଏକ କାମକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଆରମ୍ଭ ହୋଇଛି। ତହସିଲଦାର ଲାଞ୍ଚ ମାଗିବାରୁ ଲାଞ୍ଚ ଆକାରରେ ଘରେ ଥିବା ମଇଁଷିକୁ ନେଇ ତାଙ୍କ ନିକଟରେ ପହଞ୍ଚିଥିଲେ ମହିଳା। ଯାହା ଉପସ୍ଥିତ ଲୋକ ଏବଂ ତହସିଲଦାରଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଘଟଣାଟି ସିଦ୍ଧି…

କୋହଲି କିଣିଲେ ଅଡି କ୍ୟୁ-୮ କାର୍ । ପତ୍ନୀ ଅନୁଷ୍କାଙ୍କୁ ଉପହାର ଦେଇପାରନ୍ତି ୧.୩୩ କୋଟି ଟଙ୍କାର କାର ।

ଭାରତୀୟ ଟିମର ଅଧିନାୟକ ବିରାଟ କୋହଲି ଏକ ଅଡି କ୍ୟୁ-୮ କାର କିଣିଛନ୍ତି । ଏହି କାର ଭାରତରେ ଜାନୁୟାରୀ ୧୫ ତାରିଖରେ ଲଞ୍ଚ ହୋଇଥିବାବେଳେ ବିରାଟ ଏହାର ପ୍ରଥମ କ୍ରେତା ହୋଇଛନ୍ତି । ଅଡି କ୍ୟୁ-୮ର ମୂଲ୍ୟ ୧.୩୩ କୋଟି ଟଙ୍କାରୁ ଆରମ୍ଭ ହେଉଛି । ଏହି କାରରେ ୨୯୯୫ ସିସିର ଇଂଜିନ ଥିବାବେଳେ…

ସାବଧାନ ଚାଳକ ! ଫୋନ ଉଠାଇବା ପାଇଁ ରାସ୍ତାରେ ଗାଡି ରଖିଲେ ଦେବାକୁ ପଡିବ ଜରିମାନା । ବାରମ୍ବାର ଭୁଲ କଲେ ୫୦୦ରୁ ହେବ…

କନକ ବ୍ୟୁରୋ: ଗତବର୍ଷ ସେପ୍ଟେମ୍ବରରୁ ସାରା ଭାରତରେ ନୂଆ ମୋଟରଯାନ ଆଇନ ଲାଗୁ କରାଯାଇଥିଲା। ଟ୍ରାଫିକ ନିୟମ କଡ଼ାକଡ଼ି କରାଯିବା ସହ ଜରିମାନାକୁ ମଧ୍ୟ ବଢ଼ାଇ ଦିଆଯାଇଥିଲା। ଯାହା ପରେ ପରେ ଜରିମାନା ଡ଼ରରେ ଲୋକେ ଟ୍ରାଫିକ ନିୟମ ମାନିବା ଆରମ୍ଭ କରିଥିଲେ। ଆଗରୁ ହେଲମେଟ୍ ନ ପିନ୍ଧିଲେ, ଡ୍ରାଇଭିଂ…

ଆକ୍ସନ ମୋଡରେ ସେସୁ: ପ୍ରଥମ ଦିନରେ ୧୫୪୫ ଉପଭୋକ୍ତାଙ୍କ ବିଜୁଳି କାଟିଲା । ବକେୟା ବାବଦକୁ ୫.୩୮ କୋଟି ଟଙ୍କା ଆଦାୟ କଲା

କନକ ବ୍ୟୁରୋ: ଆକ୍ସନ ମୋଡରେ ସେସୁ । ଯେଉଁଠି ବିଲ ବାକି ରହିଛି ସେଠି ବିଜୁଳି କାଟୁଛି ସେସୁ । ଆଜି ଦିନ ତମାମ ସାରା ରାଜ୍ୟରେ ବକେୟା ଉପଭୋକ୍ତାଙ୍କ ବିଜୁଳି କାଟି ଚେତାବନୀ ଦେଇଛି ସେସୁ । ତେବେ ପ୍ରଥମ ଦିନରେ ମୋଟ ୧୫୪୫ ଉପଭୋକ୍ତାଙ୍କ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରାଯାଇଛି । ଆଉ ବକେୟା…

ସାଧାରଣତନ୍ତ୍ର ଦିବସରେ ଗ୍ରେନେଡ ମାଡ କରିଥାନ୍ତେ ଆତଙ୍କବାଦୀ । ବଡ ଧରଣର ଆକ୍ରମଣ ଆଗରୁ ୫ ଆତଙ୍କୀଙ୍କୁ ଗିରଫ କଲା…

କନକ ବ୍ୟୁରୋ: ଗଣତନ୍ତ୍ର ଦିବସ ପୂର୍ବରୁ ବଡଧରଣର ଆତଙ୍କବାଦୀ ଆକ୍ରମଣ ଯୋଜନା ପଣ୍ଡ କଲା ପୋଲିସ । ଜମ୍ମୁ-କାଶ୍ମୀରରୁ ୫ ଆତଙ୍କବାଦୀଙ୍କୁ ଗିରଫ କରିବା ସହ ପୋଲିସକୁ ମିଳିଛି ବଡ ସଫଳତା । ତେବେ ଆସନ୍ତା ଜାନୁୟାରୀ ୨୬ ସାଧାରଣତନ୍ତ୍ର ଦିବସରେ ଏକ ବଡ ହମଲା କରିବାକୁ ଆକ୍ରମଣ ଯୋଜନା ପାଇଁ…

ପରବିନ୍ଦରଙ୍କ ଘରକୁ ଅନ୍ଧାରୀ ବିଜେ ଘଟଣା : ମଧ୍ୟ ବିଧାୟକ ଅନନ୍ତ ଓ ଖୋର୍ଦ୍ଧା ଡିଏସପି ଅନୁପଙ୍କ ନାଁରେ ଥାନାରେ ଅଭିଯୋଗ…

କନକ ବ୍ୟୁରୋ : ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା ଓ ଡିଏସପି ଅନୁପ କାନୁନଗୋଙ୍କୁ ବିରୋଧରେ ଥାନାକୁ ଗଲା ବିଜେପି । ରାତି ଅଧରେ ପରବିନ୍ଦର ପାଲସିଂଙ୍କ ଘରକୁ ବିଧାୟକ ଅନନ୍ତ ନାରାୟଣ ଜେନା ଓ ଡିଏସପି ଅନୁପ କାନୁନଗୋ ଯିବାକୁ ନେଇ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଛି ବିଜେପି। ରାତି ଅଧରେ…