କଟକ ବଡ ମେଡିକାଲରେ ବିରଳ ଅସ୍ତ୍ରୋପଚାର । ଦେଢ ବର୍ଷର ଶିଶୁ ହାତରେ ପ୍ଲାଷ୍ଟିକ ସର୍ଜରୀ, ବିଶି ଆଙ୍ଗୁଠି କାଟି ବୁଢା…
କନକ ବ୍ୟୁରୋ : କଟକ ବଡ ମେଡିକାଲରେ ବିରଳ ଅସ୍ତ୍ରୋପଚାର । ଏସସିବିର ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ଆଜି ଏହି ବିରଳ ଅସ୍ତ୍ରୋପଚାର ପଲିସାଇଜେସନ୍ କରିଛନ୍ତି ଡାକ୍ତର । ଜଣେ ଦେଢ ବର୍ଷର ଶିଶୁର ଡାହାଣ ହାତରେ ଜନ୍ମରୁ ବୁଢା ଆଙ୍ଗୁଠି ନଥିଲା । ତେବେ ବୁଢା ଆଙ୍ଗୁଠି ନଥିଲେ ଶିଶୁଟି ବଡ ହେଲେ…