ନୂଆବର୍ଷରେ ହ୍ୱାଟସଆପ ଆଣିବ ନୂଆ ଫିଚର । ଆଗକୁ ଆପଣାଛାଏଁ ଡିଲିଟ ହୋଇଯିବ ମେସେଜ୍
ବିଭିନ୍ନ ସମୟରେ ନିଜ ବ୍ୟବହାରକାରୀଙ୍କୁ ନୂଆ ଅନୁଭବ ଦେବାର ପ୍ରୟାସ କରିଥାଏ ହ୍ଵାଟସଆପ୍। କିଛି ଦିନ ମଧ୍ୟରେ ହ୍ଵାଟସଆପ୍ ଅନେକ ନୂଆ ଫିଚର ଆଣି ସାରିଥିବା ବେଳେ ଏବେ ଆଉ କିଛି ନୂଆ ଫିଚର ଉପରେ କାମ କରୁଥିବା ଜଣାପଡ଼ିଛି। ଏବେ କମ୍ପାନି ଡିଲିଟ୍ ମେସେଜ ଫିଚର ଉପରେ କାମ କରୁଥିବା ଜଣା ପଡ଼ିଛି।…