Daily Archives

January 25, 2020

ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସୁରକ୍ଷା ଛାଉଁଣୀ । ଚାରି ଥାକିଆ ସୁରକ୍ଷା ବ୍ୟବସ୍ଥାରେ ଅଭେଦ୍ୟ ଦୁର୍ଗ ପାଲଟିଲା…

କନକ ବ୍ୟୁରୋ : ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀ ସୈନ୍ୟ ଛାଉଁଣୀ ପାଲଟିଛି । ୧୦ ହଜାର ଯବାନ, ୧୫ କ୍ୟାମେରା, ଶତାଧିକ ସିସିଟିଭି, ଡ୍ରୋନ କ୍ୟାମେରା ଜରିଆରେ କଡା ସୁରକ୍ଷାର ବନ୍ଦୋବସ୍ତ କରିଛି ଦିଲ୍ଲୀ ପୁଲିସ । ଚଳିତ ବର୍ଷ, ସ୍ଥାନେ ସ୍ଥାନେ ଚେହେରା ଚିହ୍ନଟ ମେସିନ ଓ ଚଳତମାନ ମୋବାଇଲ କଂଟ୍ରୋଲ…

ଓଡିଶାର ୧୦ ଜଣ ପାଇବେ ପଦ୍ମ ପୁରସ୍କାର । ବିିଶିଷ୍ଟ କଥାକାର ମନୋଜ ଦାସଙ୍କ ସମେତ ପ୍ରଫେସର ରାଧାମୋହନ ଏବଂ ତାଙ୍କ…

କନକ ବ୍ୟୁରୋ: ଆସନ୍ତାକାଲି ସାରା ଦେଶ ୭୧ତମ ଗଣତନ୍ତ୍ର ଦିବସ ପାଳିବାକୁ ଯାଉଥିବା ବେଳେ କେନ୍ଦ୍ର ସରକାର ଦେଶର ଚତୁର୍ଥ ଶ୍ରେଷ୍ଠ ବେସାମରିକ ସମ୍ମାନ ପଦ୍ମଶ୍ରୀ ଉପାଧି ଲାଗି ମନୋନୀତ ବ୍ୟକ୍ତିମାନଙ୍କ ନାମ ଆଜି ଘୋଷଣା କରିଛନ୍ତି। ଏହି ସମ୍ମାନ ପାଇଁ ସମଗ୍ର ଦେଶରୁ ବିଭିନ୍ନ କ୍ଷେତ୍ରରେ…

କଥାକାର ମନୋଜ ଦାସଙ୍କୁ ମିଳିବ ପଦ୍ମଭୂଷଣ ସମ୍ମାନ । ଶିକ୍ଷା ଓ ସାହିତ୍ୟ କ୍ଷେତ୍ରରେ ବଳିଷ୍ଠ ଅବଦାନ ପାଇଁ ମନୋଜ ଦାସଙ୍କ…

କନକ ବ୍ୟୁରୋ: କଥାକାର ମନୋଜ ଦାସଙ୍କୁ ମିଳିବ ପଦ୍ମଭୂଷଣ ସମ୍ମାନ । ଶିକ୍ଷା ଓ ସାହିତ୍ୟ କ୍ଷେତ୍ରରେ ବଳିଷ୍ଠ ଅବଦାନ ପାଇଁ ବିଶିଷ୍ଟ କଥାକାର ମନୋଜ ଦାସ ପାଇବେ ପଦ୍ମ ଭୂଷଣ ସମ୍ନାନ । ମନୋଜ ଦାସଙ୍କ ନାମ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ୭୧ ତମ ଗଣତନ୍ତ୍ର ଦିବସର ପୂର୍ବ ସଂଧ୍ୟାରେ ପଦ୍ମ…

ରାତିରେ ଭୁଶୁଡ଼ିଲା ଛାତ, ସକାଳେ ଲାଗିଲା ରାଜନୀତିର ରଙ୍ଗ । ବିମାନବନ୍ଦର ଛାତ ଭୁଶୁଡିବା ଘଟଣାକୁ ନେଇ ବିଜେପି-ବିଜେଡି…

କନକ ବ୍ୟୁରୋ : ବିମାନବନ୍ଦର ଛାତ ଭୁଶୁଡିବାକୁ ନେଇ ଆରମ୍ଭ ହୋଇଯାଇଛି କାଦୁଆ ଫିଙ୍ଗା ରାଜନୀତି । ବିଜେଡି-ବିଜେପି ପରସ୍ପର ଉପରେ ଦୋଷ ଲଦା କାମ ଜାରି ରଖିଥିବା ବେଳେ କେନ୍ଦ୍ର ଉପରେ କଂଗ୍ରେସ ସିଧା ସିଧା ଦୋଷ ଲଦିଛି । ମୃତାହତଙ୍କୁ କ୍ଷତିପୂରଣ ସହ ଘଟଣାର ସିବିଆଇ ତଦନ୍ତ ଦାବି କରିଛି ଦଳ ।…

ଗଣତନ୍ତ୍ର ଦିବସ ପୂର୍ବରୁ ଜାତି ଉଦ୍ଦେଶ୍ୟରେ ରାଷ୍ଟ୍ରପତିଙ୍କ ଅଭିଭାଷଣ: କାର୍ଯ୍ୟପାଳିକା ଓ ନ୍ୟାୟପାଳିକା ଆମ…

କନକ ବ୍ୟୁରୋ : ୭୧ ଗଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ଜାତି ଉଦ୍ଦେଶ୍ୟରେ ରାଷ୍ଟ୍ରପତିଙ୍କ ଅଭିଭାଷଣ: ଲୋକମାନେ ହେଉଛନ୍ତି ଆମ ଗଣତନ୍ତ୍ରର ମୁଖ୍ୟ ଶକ୍ତି । ଲୋକମାନେ ଆମ ଗଣତନ୍ତ୍ରର ମୁଖ୍ୟ ମୂଲ୍ୟବୋଧ ବିବିଧତା ଓ ସମାନତାକୁ ରକ୍ଷା କରିବା ଆବଶ୍ୟକ ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ…