Daily Archives

January 15, 2020

ଆସନ୍ତାକାଲି ପୁରୀ ଯିବେ ନବୀନ । ମହାପ୍ରଭୁଙ୍କ ଦର୍ଶନ ପରେ ବିଭିନ୍ନ ପ୍ରକଳ୍ପର କରିବେ ଭିତ୍ତିପ୍ରସ୍ତର ସ୍ଥାପନ ।

କନକ ବ୍ୟୁରୋ : ଆସନ୍ତାକାଲି ମହାପ୍ରଭୁଙ୍କୁ ଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ କାଲି କାଳିଆଧାମ ଯିବେ ନବୀନ । ମଧ୍ୟାହ୍ନ ୧୨ଟା ସମୟରେ ବଡ ମନ୍ଦିରରେ ପହଞ୍ଚିବା ପରେ ମହାପ୍ରଭୁଙ୍କ ଦର୍ଶନ କରିବେ । ମନ୍ଦିର ଭିତରେ ପ୍ରାୟ ୨୦ରୁ ୩୦ ମିନିଟ୍ ସମୟ ବିତାଇବା ପରେ ପୁରୀରେ…

ଦେଶର ଶ୍ରେଷ୍ଠ ପାଣିପାଗ କେନ୍ଦ୍ର ଭାବେ ପୁରସ୍କୃତ ହେଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବର୍ଷା, ବାତ୍ୟାର…

କନକ ବ୍ୟୁରୋ: ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରକୁ ମିଳିଲା ସମ୍ମାନ । ଦେଶର ଶ୍ରେଷ୍ଠ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭାବେ ପୁରସ୍କୃତ ହେଲା ଭୁବନେଶ୍ୱର ପାଣିପାଗ କେନ୍ଦ୍ର । ପାଣିପାଗର ସଠିକ ଆକଳନ ସହ ବାତ୍ୟା, ବର୍ଷା ଓ ଖରାର ସଠିକ ସୂଚନା ଆଗୁଆ ଦେଉଥିବାରୁ ଭାରତୀୟ ପାଣିପାଗ କେନ୍ଦ୍ର…

ପ୍ରେମ କରିଥିଲେ, ବିବାହ ମଧ୍ୟ କରିଥିଲେ । କିନ୍ତୁ ମହିଳା ବୋଲି ଜାଣିନଥିଲେ, ଆଉ ଯେତେବେଳେ ସତ ଜାଣିଲେ ଯୁବକଙ୍କର…

ପୁରୁଷ ହୁଅନ୍ତୁ ବା ମହିଳା, ସମସ୍ତେ ନିଜ ବିବାହକୁ ନେଇ ଅନେକ ବଡ଼ ବଡ଼ ସ୍ୱପ୍ନ ଦେଖିଥାନ୍ତି। ଉତ୍ସାହର ସହ ଲୋକେ ଏହି ଦିନକୁ ଅପେକ୍ଷା କରିବା ସହ ସ୍ମରଣୀୟ କରିବା ପାଇଁ ଅନେକ ଯୋଜନା ତିଆରି କରିଥାନ୍ତି। ଆଫ୍ରିକାର ୟୁଗାଣ୍ଡାରେ ରହୁଥିବା ଇମାମ୍ ଶେଖ୍ ମନ୍ତୁବା ମଧ୍ୟ ନିଜ ବିବାହକୁ ନେଇ ବଡ଼…

ମୋମୋ ବିକୁଛନ୍ତି, ପାଠ ପଢୁଛନ୍ତି… ରାଜଧାନୀ ରାସ୍ତା କଡରେ ଫୁଡ କର୍ଣ୍ଣର କରି ନିଜ ପଢାଖର୍ଚ୍ଚ ବହନ କରୁଛନ୍ତି ୩…

କନକ ବ୍ୟୁରୋ: ରାସ୍ତା କଡରେ ଉଠା ଦୋକାନ, ଦୋକାନ ଭିତରୁ ଦେଖା ଚାଲିଛି ସୁନେଲୀ ସପନ । ଏ ସ୍ୱପ୍ନ ନିଜ ଭବିଷ୍ୟତ ପାଇଁ, ଏ ପରିଶ୍ରମ ନିଜ ପାଠପଢା ପାଇଁ... ଅନ୍ୟ ଉପରେ ବୋଝ ନହୋଇ, କାହା ଉପରେ ଭରସା ନକରି ନିଜ ପଢା ଖର୍ଚ୍ଚ ନିଜେ ଉଠାଉଛନ୍ତି ଏ ତିନି ଯୁବତୀ । ଆଉ ତାଙ୍କ ପଢା ଖର୍ଚ୍ଚ ବହନ…

ମୋବାଇଲରେ ଚାଲିଛି ଦେହ ବେପାର। ମେସେଜ ଦେଲେ ଆସୁଛି ଫଟୋ, ରେଟଚାର୍ଟ, ଟଙ୍କା ପଠାଇବା ପରେ ଆକାଉଣ୍ଟ ହୋଇଯାଉଛି ଖାଲି ।

କନକ ବ୍ୟୁରୋ : ଅନଲାଇନରେ ସେକ୍ସ କାରବାର ବି ହେଉଛି ଆଉ ଅନଲାଇନରେ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ବି ଗାଏବ ହେଉଛି । ଏପରି ସାଂଘାତିକ ଅଭିଯୋଗ ଆସିଛି ବ୍ରହ୍ମପୁରରୁ । ବଡ କଥା ହେଉଛି ହ୍ୱାଟ୍ସଆପରେ ସୁନ୍ଦରୀ ଝିଅଙ୍କ ଫଟୋ ଦେଖାଇ ମୁଲଚାଲ କରିବା ପରେ ଦଲାଲ ଟଙ୍କା ନେଉଛନ୍ତି । ଆଉ ଯେଉଁ…

ଆଗାମୀ ବଜେଟ ପାଇଁ ଅଙ୍କକଷା । କେଉଁ ସୂତ୍ରରୁ ଆସିବ କେତେ ଟଙ୍କା, କେମିତି ହେବ ଖର୍ଚ୍ଚ? ସରକାର କରୁଛନ୍ତି ଆୟ ବ୍ୟୟର…

କନକ ବ୍ୟୁରୋ : ଆସନ୍ତା ଆର୍ଥିକ ବର୍ଷରେ କଣ ରହିବ ସରକାରଙ୍କ ଆୟ ବ୍ୟୟର ହିସାବ ? କେମିତି ରହିବ ଆଗାମୀ ବଜେଟ୍ ? ଏହାକୁ ନେଇ ଆରମ୍ଭ ହୋଇଯାଇଛି ଅଙ୍କ କଷା । କେଉଁ ସୂତ୍ରରୁ କେତେ ଅର୍ଥ ଆସିବ ଆଉ ଏହି ଅର୍ଥ କିଭଳି ଖର୍ଚ୍ଚ ହେବ ତାକୁ ନେଇ ବଜେଟ ପ୍ରସ୍ତୁତ କରିବା ଉଦ୍ୟମ ଆରମ୍ଭ କରିଛି ରାଜ୍ୟ…