Daily Archives

January 19, 2020

ଆକ୍ସନ ମୋଡରେ ସେସୁ: ଯାହାର ବକେୟା ରହିଛି ତାହାର ବିଜୁଳି କାଟୁଛି… ୪ର୍ଥ ଦିନରେ କଟିବେ ୧୧୫୨ଙ୍କ ବିଦ୍ୟୁତ୍…

କନକ ବ୍ୟୁରୋ: ବକେୟା ବିଜୁଳି ବିଲ ଦେଇ ନଥିବା ଉପଭୋକ୍ତାଙ୍କ ପାଇଁ ସେସୁ ପକ୍ଷରୁ ଆରମ୍ଭ ହୋଇଥିବା ବିଜୁଳି କାଟ୍ ଅଭିଯାନରେ ଆଜି ପଡିଛି ୧୧ ଶହ ୫୨ ଜଣଙ୍କ ପାଳି । ସେସୁ ଅଧିନରେ ଆସୁଥିବା ୯ଟି ଜିଲ୍ଲାରୁ ଆଜି ୧୧୫୨ ଜଣଙ୍କ ବିଜୁଳି କାଟ୍ କରାଯାଇଛି । ତେବେ ଲଗାତାର ତିନି ଦିନ ହେବ ସେସୁ…

ମନୋରଞ୍ଜନ ନେଇ ଆସିଛି ମଞ୍ଜରୀ । ଏବେ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମରେ ଉପଲବ୍ଧ ଏକ ଭିନ୍ନ ସ୍ୱାଦର ମନୋରଞ୍ଜନ…

କନକ ବ୍ୟୁରୋ : ସବୁବେଳେ ରାଜ୍ୟବାସୀଙ୍କ ପାଇଁ କିଛି ନୂଆ ଭେଟି ଦେବାରେ ପ୍ରତିବଦ୍ଧ ଥିବା ସମ୍ବାଦ ପରିବାର ଚଳିତବର୍ଷ ଆରମ୍ଭରେ ଭେଟି ଦେଇଛି ମଞ୍ଜରୀ ଟିଭି । ଏହି ମନୋରଂଜନ ଚ୍ୟାନେଲ ସାଟେଲାଇଟରେ ଆସିବା ପୂର୍ବରୁ ଲୋକାର୍ପିତ ହୋଇଛି ମଞ୍ଜରୀ ସୋସିଆଲ ମିଡ଼ିଆ । ମନୋରଂଜନ ନେଇ ଆସିଛି ମଞ୍ଜରୀ…

ଗୁପ୍ତ ତଥ୍ୟ ଦେଇ ଦବିନ୍ଦର ଆଣୁଥିଲେ କୋଟି କୋଟି ଟଙ୍କା । ଗିରଫ ନବୀଦ ଅହମ୍ମଦ ଥିଲା ଦବିନ୍ଦରଙ୍କ ଘନିଷ୍ଠ ବନ୍ଧୁ ।…

କନକ ବ୍ୟୁରୋ: ଆତଙ୍କବାଦୀଙ୍କ ସହ ଗିରଫ ହୋଇଥିବା ତଥା ପୋଲିସରୁ ବହିଷ୍କୃତ ହୋଇଥିବା ଜାମ୍ମୁ-କାଶ୍ମୀର ଡିଏସପି ଦବିନ୍ଦର ସିଂଙ୍କୁ ନେଇ ସାମ୍ନାକୁ ଆସୁଛି ଗୋଟେ ପରେ ଗୋଟେ ବଡ ଖବର । ଗିରଫ ପରେ ତାଙ୍କ ଆତଙ୍କୀ ଲିଙ୍କ ନେଇ ଗୁମର ଫିଟୁଥିବା ବେଳେ ଏବେ ପର୍ଦ୍ଦାଫାସ ହୋଇଛି ଦବିନ୍ଦରଙ୍କ ଆତଙ୍କୀ…

ଏଫ୍‌ଆଇଏଚ୍‌ ହକି ପ୍ରୋ-ଲିଗ୍‌: ୨ୟ ମ୍ୟାଚ୍‌ରେ ନେଦରଲ୍ୟାଣ୍ଡକୁ ୩-୧ ପେନାଲ୍ଟି ସୁଟ୍‌ ଆଉଟ୍‌ରେ ହରାଇଲା ଭାରତ ।

କନକ ବ୍ୟୁରୋ : ଏଫ୍‌ଆଇଏଚ୍‌ ହକି ପ୍ରୋ-ଲିଗ୍‌ର ଦ୍ୱିତୀୟ ସଂସ୍କରଣରେ ଅନୁଷ୍ଠିତ ରବିବାର ମ୍ୟାଚ୍‌ରେ ଭାରତ ୩-୨ ପେନାଲ୍ଟି ସୁଟ୍‌ ଆଉଟ୍‌ରେ ନେଦରଲ୍ୟାଣ୍ଡକୁ ପରାସ୍ତ କରିଛି । ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଭାରତ (ବିଶ୍ୱ ମାନ୍ୟତାରେ ପଞ୍ଚମ ସ୍ଥାନ)…

ଅନ୍ତିମ ଦିନିକିଆରେ ହାତରେ କଳାପଟି ବାନ୍ଧି ପଡିଆକୁ ଓହ୍ଲାଇଲା ଟିମ୍ ଇଣ୍ଡିଆ । ଜାଣନ୍ତୁ ଏହା ପଛରେ କ’ଣ ରହିଛି କାରଣ ।

କନକ ବ୍ୟୁରୋ : ବେଙ୍ଗାଲୁରୁର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଆଜି ଖେଳାଯାଇଥିବା ଅନ୍ତିମ ଦିନିକିଆ ମ୍ୟାଚରେ ଭାରତୀୟ ଖେଳାଳିମାନେ ହାତରେ କଳାପଟି ବାନ୍ଧି ପଡ଼ିଆକୁ ଓହ୍ଲାଇଥିଲେ । ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ସମେତ ଟିମ୍‌ର ସମସ୍ତ…

ମାର୍କେଟ ବିଲଡିଂରେ ମୁଖାଧାରୀଙ୍କ ଆତଙ୍କ ଘଟଣା । ତିନି ମାଷ୍ଟରମାଇଣ୍ଡ ସମେତ ୨୯ ଗିରଫ ।

କନକ ବ୍ୟୁରୋ : କ୍ୟାପିଟାଲ ଥାନା ଅଧୀନ ୟୁନିଟ୍‌-୨ ମାର୍କେଟ ବିଲଡିଂ ନିକଟରେ ମୁଖାପିନ୍ଧା ଯୁବକମାନେ ବ୍ୟବସାୟୀଙ୍କୁ ଆକ୍ରମଣ କରିବା ଘଟଣାରେ ପୁଲିସ ଏପର୍ଯ୍ୟନ୍ତ ୨୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏମାନଙ୍କ ମଧ୍ୟରେ ତିନି ମାଷ୍ଟରମାଇଣ୍ଡ ଚିଣ୍ଟୁ ମହାନ୍ତି, ପୀତମ ଓ ଉଦିତ ସାମିଲ ଅଛନ୍ତି…