Daily Archives

January 8, 2020

ହ୍ୱାଇଟ ହାଉସରୁ ଇରାନକୁ ଚେତାବନୀ: ଟ୍ରମ୍ପ କହିଲେ ମୁଁ ରାଷ୍ଟ୍ରପତି ଥିବା ଯାଏଁ ଇରାନକୁ ମିଳିବନି ପରମାଣୁ ଅସ୍ତ୍ର ।…

କନକ ବ୍ୟୁରୋ: ଇରାନକୁ ମିଳିବନି ପରମାଣୁ କ୍ଷମତା । ପରମାଣୁ ରାଷ୍ଟ୍ର ହେବାକୁ ଇରାନକୁ ଦିଆଯିବନି । ପରମାଣୁ ଅସ୍ତ୍ର ତିଆରି କରିବାକୁ ଇରାନ ଯେଉଁ ସ୍ୱପ୍ନ ଦେଖିଛି ସେ ସ୍ୱପ୍ନକୁ ମୁଁ ସତ କରିବାକୁ ଦେବିନି । ଆମେରିକାରେ ମୁଁ ରାଷ୍ଟ୍ରପତି ଥିବା ପର୍ଯ୍ୟନ୍ତୁ ଇରାନକୁ ପରମାଣୁ କ୍ଷମତା ମିଳିବନି…

ଇରାନର ଆକ୍ରମଣ ପରେ ଜବାବ ରଖିଲା ଆମେରିକା । ଟ୍ରମ୍ପ କହିଲେ ମିଜାଇଲ ମାଡରେ କାହାରି କିଛି କ୍ଷତି ହୋଇନି । ଇରାନକୁ…

କନକ ବ୍ୟୁରୋ: ଇରାନର ମିଜାଇଲ ମାଡ ପରେ ପ୍ରତିକ୍ରିୟା ରଖିଲେ ଟ୍ରମ୍ପ । ପ୍ରେସମିଟ କରି ସ୍ପଷ୍ଟୀକରଣ ସହ ଆମେରିକାର ପରବର୍ତ୍ତୀ ପଦକ୍ଷେପ କହିଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଇରାନର ମିଜାଇଲ ଆକ୍ରମଣରେ କୌଣସି ଆମେରିକୀୟ ମରିନାହାନ୍ତି । ଖାଲି ଆମେରିକା ଏୟାରବେସରେ ସାମାନ୍ୟ କ୍ଷତି…

ଚାକିରି ପ୍ରଧାନଶିକ୍ଷକ, ହେଲେ ଅଚଳାଚଳ ସମ୍ପତ୍ତିର ମାଲିକ । ୨ କୋଟି ୬୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତିର ଠାବ…

କନକ ବ୍ୟୁରୋ : ଚାକିରି ପ୍ରଧାନଶିକ୍ଷକ, ହେଲେ ଅଚଳାଚଳ ସମ୍ପତିର ମାଲିକ । ଆୟ ବର୍ହିଭୁକ୍ତ ସମ୍ପତି ଠୁଳ ଅଭିଯୋଗରେ ନବରଙ୍ଗପୁର ବାରଗାଁ ୟୁପି ସ୍କୁଲର ପ୍ରଧାନଶିକ୍ଷକ ରଂଜିତ କୁମାର ପାଣିଗ୍ରାହୀଙ୍କୁ ଗିରଫ କରିଛି ଭିଜିଲାନ୍ସ । ଗତକାଲିଠାରୁ ରଂଜିତଙ୍କ ବାସଭବନ ସହ ୫ଟି ସ୍ଥାନରେ ଭିଜିଲାନ୍ସ…

ବିରାଟ କୋହଲିଙ୍କ ବିରାଟ ରେକର୍ଡ । ଟି-୨୦ରେ ଅଧିନାୟକ ଭାବେ ଦ୍ରୁତତମ ଏକ ହଜାର ରନ କଲେ ପୁରଣ, ସର୍ବାଧିକ ରନ…

କନକ ବ୍ୟୁରୋ : ଟ୍ୱେଂଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ଦ୍ରୁତତମ ହଜାରେ ରନ ପୂରଣ କରିଛନ୍ତି ଅଧିନାୟକ ବିରାଟ କୋହଲି । ଅଧିନାୟକ ଭାବେ ୩୦ତମ ଟି-୨୦ ପାଳିରୁ ଏକ ହଜାର ରନ ପୂରଣ କରି ତାଲିକାର ଶୀର୍ଷରେ ପହଂଚିଛନ୍ତି ବିରାଟ । ଗତକାଲି ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଇଥିବା ଟି-୨୦ ମ୍ୟାଚରେ କୋହଲି…

ଶାନ୍ତିରେ ସରିଲା ଭାରତ ବନ୍ଦ । ଦେଶର ବିଭିନ୍ନ ସ୍ଥାନରେ ଗାଡି ଓ ଟ୍ରେନ ଚଳାଚଳ ବନ୍ଦ ଯୋଗୁଁ ଯାତ୍ରୀ ପ୍ରଭାବିତ,…

କନକ ବ୍ୟୁରୋ : ସରକାରଙ୍କ ଜନ ବିରୋଧୀ ଓ ଶ୍ରମିକ ମାରଣ ନୀତି ବିରୋଧରେ ଆଜି ଭାରତ ବନ୍ଦ ପାଳନ କରାଯାଇଛି । ୧୦ କେନ୍ଦ୍ରୀୟ ଟ୍ରେଡ ୟୁନିଅନର ଏହି ବନ୍ଦ ପାଳନକୁ ବିଭିନ୍ନ ସଂସ୍ଥା ଓ ରାଜନୈତିକ ଦଳ ସମର୍ଥନ ଦେଇଥିଲେ । ଦେଶର ବିଭିନ୍ନ ସ୍ଥାନରେ ଗାଡି ଚଳାଚଳ ପ୍ରଭାବିତ ହୋଇଥିଲା । ରେଳ ରୋକ…

ଆମେରିକା ଓ ଇରାନ ମଧ୍ୟରେ ଘନାଇଲା ଯୁଦ୍ଧ । ଇରାନର ମିଜାଇଲ ମାଡ଼ରେ ଉଡ଼ିଗଲା ଆମେରିକାର ସାମରିକ ପ୍ରତିଷ୍ଠାନ, ୮୦ ମୃତ ।

କନକ ବ୍ୟୁରୋ : ସୁଲେମାନୀ ହତ୍ୟାର ପ୍ରତିଶୋଧ ନେଲା ଇରାନ । ଉଭୟ ଆମେରିକା ଓ ଇରାନ ମଧ୍ୟରେ ଘନେଇଲା ଯୁଦ୍ଧ ପରିସ୍ଥିତି । ଇରାକ ସ୍ଥିତ ଆମେରିକୀୟ ସାମରିକ ଘାଟି ଉପରେ ଇରାନର ରକେଟ୍ ମାଡରେ ୮୦ ଜଣଙ୍କ ମୃତ୍ୟୁ ହୋଇଥିବା ଦାବି କରିଛି ଇରାନ । ମୃତକଙ୍କ ମଧ୍ୟରେ ୨୦ ଆମେରିକୀୟ ସେନା ଥିବା…