Daily Archives

January 26, 2020

ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମପୀଠରେ ‘ଫାଇଭ-ଟି’ ସଚିବ । ସୁଆଣ୍ଡୋ ଗାଁର ବିକାଶ ନେଇ ଭି.କେ ପାଣ୍ଡିଆନଙ୍କ…

କନକ ବ୍ୟୁରୋ: ପୁରୀ ଓ ଲିଙ୍ଗରାଜ ଭଳି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥାନର ହେବ କି ବିକାଶ । ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନଙ୍କ ଅଚାନକ୍ ସୁଆଣ୍ଡୋ ଗସ୍ତ ପରେ ଏମିତି କିଛି ଚର୍ଚ୍ଚା ହେଉଛି । ଆଜି ପାଣ୍ଡିଆନ୍ ହଠାତ୍ ପୁରୀ ଜିଲ୍ଲାର ସତ୍ୟବାସୀ ସୁଆଣ୍ଡୋ ଗାଁରେ ପହଂଚି ଗୋପବନ୍ଧୁଙ୍କ…

ମାଲକାନଗିରିରେ ମାଓବାଦୀଙ୍କୁ ମୁକାବିଲା କଲେ ଗ୍ରାମବାସୀ । ପଥର ଓ ତୀର ମାଡ଼ରେ ଗଲା ଜଣେ ମାଓବାଦୀର ଜୀବନ । ଲାଲବାହିନୀର…

କନକ ବ୍ୟୁରୋ : ପ୍ରଥମ ଥର ପାଇଁ ମାଓବାଦୀଙ୍କ ଖାତିର୍ ନକରି ମୁକାବିଲା କରିଛନ୍ତି ମାଲକାନଗିରି ସ୍ୱାଭିମାନ ଅଂଚଳର ଲୋକେ । ରାସ୍ତାକାମକୁ ସମର୍ଥନ କରୁଥିବାରୁ ଗାଁ ଲୋକଙ୍କୁ ନାଲିଆଖି ଦେଖାଇଥିଲା ଲାଲବାହିନୀ । ହେଲେ ଏଥିରେ ବିବତ୍ର ନହୋଇ ମାଓବାଦୀଙ୍କ ସାମ୍ନା କରିଥିଲେ ସ୍ଥାନୀୟ ବାସିନ୍ଦା ।…

ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସରେ ପ୍ରଦର୍ଶିତ ହେଲା ଡେୟାର ଡେଭିଲ ଶୋ । ହାତରେ ତ୍ରିରଙ୍ଗା ଧରି ମୋଟର ବାଇକ ଉପରେ…

କନକ ବ୍ୟୁରୋ: ଓଡ଼ିଶା ପରେଡରେ ଦିଲ୍ଲୀ ଷ୍ଟାଇଲ୍ । ରାଜ୍ୟ ସ୍ତରୀୟ ପରେଡ୍ରେ ପ୍ରଥମ ଥର ପାଇଁ ସାମିଲ ହୋଇଥିଲେ ଏସ୍ଓଜି ଯବାନ । ଉଗ୍ରପନ୍ଥୀ ଓ ଆତବାଦୀଙ୍କ ମୁକାବିଲା କରୁଥିବା ଏଲାଇଟ୍ ପାରାମିଲିଟାରୀ ୟୁନିଟ୍ ଭୁବନେଶ୍ୱରରେ ସାମିଲ ହୋଇଥିଲେ । ୨୦୦୪ ମସିହାରେ ରାଜ୍ୟ ସରକାରଙ୍କ ଗୃହ ବିଭାଗ ଏହି…

କମୁନି ଚାଷୀଙ୍କ ଦୁର୍ଦ୍ଦଶା । ମଣ୍ଡିରେ ଭୋ ଭୋ ହୋଇ କାନ୍ଦିଲେ ଚାଷୀ । ଟୋକନ କଟି ଯାଇଥିବାରୁ ବିକ୍ରି ହୋଇପାରୁନି ଧାନ,…

କନକ ବ୍ୟୁରୋ : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ମଣ୍ଡିରୁ ଆସିଛି ଏକ ଅଭାବନୀୟ ଚିତ୍ର । ୨୫ ଦିନ ହେଲା ମଣ୍ଡିରେ ପଡ଼ି ରହିଥିବା ଧାନ ବିକ୍ରି ନକରିପାରି ଛୋଟ ପିଲା ଭଳି କାନ୍ଦି ପକାଇଛନ୍ତି ଜଣେ ଚାଷୀ । କୌଣସି କାରଣରୁ ଏହି ଚାଷୀଙ୍କ ପାଇଁ ଆସିଥିବା ଟୋକନ୍ କଟି ଯାଇଛି । ଆଉ ଧାନ ବିକ୍ରି…

ଗଣତନ୍ତ୍ର ଦିବସରେ ଦମ୍ ଦେଖାଇଲା ସେନା । ଦିଲ୍ଲୀରେ ନାରୀ ଶକ୍ତି, ମିଜାଇଲ ଶକ୍ତି ଓ ଅଦମ୍ୟ ଶକ୍ତିର ପ୍ରଦର୍ଶନ,…

କନକ ବ୍ୟୁରୋ : ଭାରତ ଦେଖାଇଲା ଦମ୍ । ଦିଲ୍ଲୀ ଗଣତନ୍ତ୍ର ଦିବସ ପରେଡରେ ତିନି ସେନା କରିଛନ୍ତି ଶକ୍ତି ପ୍ରଦର୍ଶନ । ବାୟୁ ସେନାର ଯବାନ ଆକାଶ ମାର୍ଗରେ ଶକ୍ତି ପ୍ରଦର୍ଶନ କରିଥିବା ବେଳେ ସ୍ଥଳସେନା ଓ ନୌସେନା ଲଢ଼ୁଆ ଯୁଦ୍ଧାସ୍ତ୍ର ପ୍ରଦର୍ଶନ କରି ସେନାର ସାମର୍ଥ୍ୟ ଦେଖାଇଛନ୍ତି । ଆଉ ଏସବୁ…