Daily Archives

January 29, 2020

ପୁଣି ଘୁଞ୍ଚିପାରେ ନିର୍ଭୟା ଦୋଷୀଙ୍କ ଫାଶୀ ତାରିଖ । ରାଷ୍ଟ୍ରପତିଙ୍କ ପାଖରେ ରାଜକ୍ଷମା ଆବେଦନ କଲା ଦୋଷୀ ବିନୟ, ସେପଟେ…

କନକ ବ୍ୟୁରୋ : ପୁଣି ଘୁଂଚିପାରେ ନିର୍ଭୟା ଦୋଷୀଙ୍କ ଫାଶୀ ତାରିଖ । ଫେବୃଆରୀ ୧ ତାରିଖରେ ନିର୍ଭୟା ଗଣଦୁଷ୍କର୍ମକାରୀଙ୍କୁ ଫାଶୀ ଦିଆଯିବା ନେଇ ବଢିଲା ଆଶଙ୍କା । ଆଜି ରାଷ୍ଟ୍ରପତିଙ୍କ ପାଖରେ ରାଜକ୍ଷମା ଆବେଦନ କରିଛି ଅନ୍ୟତମ ଅଭିଯୁକ୍ତ ବିନୟ ଶର୍ମା । ଗତ ୧୪ ତାରିଖରେ ସୁପ୍ରିମକୋର୍ଟ ବିନୟର…

ମସଜିଦ୍ ଯାଇପାରିବେ ମୁସଲମାନ୍ ମହିଳା ! ମସଜିଦରେ ନମାଜ ପଢିବାରେ ନାହିଁ କଟକଣା, ସୁପ୍ରିମକୋର୍ଟଙ୍କୁ ଜଣାଇଲା ଅଲ୍…

କନକ ବ୍ୟୁରୋ : ମୁସଲମାନ ମହିଳାଙ୍କୁ ନେଇ ସବୁଠାରୁ ବଡ ଖବର । ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା କ୍ରମରେ, ମସଜିଦକୁ ମହିଳାମାନେ ଯାଇପାରିବେ ବୋଲି କହିଛି ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲ’ ବୋର୍ଡ । ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି ବେଳେ ଏହା କହିଛି ମୁସଲମାନଙ୍କ ସବୁଠାରୁ ବଡ…

ଜେଡିୟୁରୁ ପ୍ରଶାନ୍ତ ବିଦା । ୨୦୧୪ରେ ମୋଦିଙ୍କ ପାଇଁ ହାଇଟେକ ପ୍ରଚାର କରି ଥିଲେ ଚର୍ଚ୍ଚାରେ, ନୀତିଶ ସରକାରରେ ଥିଲେ…

ପ୍ରଶାନ୍ତ କିଶୋର । ଜେଡିୟୁରୁ ସଜସଜ ବହିଷ୍କୃତ ହୋଇଥିବା ନେତା । ନିର୍ବାଚନ ଷ୍ଟ୍ରାଟେଜିଷ୍ଟ ଭାବେ ଜଣାଶୁଣା ପ୍ରଶାନ୍ତଙ୍କୁ ଜେଡିୟୁରୁ ବହିଷ୍କାର କରିଛନ୍ତି ଦଳର ସୁପ୍ରିମୋ ନୀତିଶ କୁମାର । ନୀତିଶ ଓ ପ୍ରଶାନ୍ତଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଚାଲିବା ଯୋଗୁଁ ଜେଡିୟୁରୁ ବିଦା ହୋଇଛନ୍ତି ପ୍ରଶାନ୍ତ…

ଶିଖ୍ ଯୁବକ ପରବିନ୍ଦର ସିଂ ଆକ୍ରମଣ ମାମଲାରେ ଚାର୍ଜସିଟ୍ । ୨୮ ପୃଷ୍ଠାର ଚାର୍ଜସିଟ୍ ଦାଖଲ କଲା କମିଶନରେଟ୍ ପୋଲିସ,…

କନକ ବ୍ୟୁରୋ : ଭୁବନେଶ୍ୱର ଝାରପଡାରେ ଶିଖ ଯୁବକ ପରବିନ୍ଦର ସିଂ ପାଲଙ୍କୁ ଆକ୍ରମଣ ଘଟଣାରେ ଦାଖଲ ହୋଇଥିବା ଚାର୍ଜସିଟ୍ ସାମ୍ନାକୁ ଆସିଛି । ଏଥିରେ ପୁଲିସ ହାଲୁକା ଦଫା ଲଗାଇଥିବାର ଜଣାପଡିଛି । ଆଇପିସିର ଦଫା ୨୯୪ ଅର୍ଥାତ ଅଶ୍ଲୀଳ ଆଚରଣ, ଦଫା ୩୪୧ ଅର୍ଥାତ ବେଆଇନ ଭାବେ କାହାକୁ ଅଟକ ରଖିବା…

ମୋଟର ଯାନ ଆଇନ କଡାକଡି ହେବା ପରେ ବି ପଡୁନି ଫରକ । ୪ ମାସରେ ଧରାପଡିଛନ୍ତି ୧୦ ହଜାର ମଦୁଆ ଡ୍ରାଇଭର, ଏଣିକି ରାଜପଥରେ…

କନକ ବ୍ୟୁରୋ : ନିୟମ ଖିଲାପକାରୀଙ୍କୁ ଧରିବ ସିସିଟିଭି । ନିର୍ଦ୍ଧାରିତ ବେଗରୁ ଅଧିକ ବେଗରେ ଗାଡି ଚଲାଉଥିବା, ବିନା ହେଲମେଟରେ ଗାଡି ଚଳାଉଥିବା ବା ଟ୍ରାଫିକ ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ଉପରେ ରୋକ୍ ଲଗାଇବା ପାଇଁ ନୂଆ ବ୍ୟବସ୍ଥାର ଆରମ୍ଭ କରିବାକୁ ଯାଉଛି ପରିବହନ ବିଭାଗ ।…

ଅଧରାତିରେ ଅପେକ୍ଷା କରିଥିଲା ମୃତ୍ୟୁ ! ତପ୍ତପାଣି ଘାଟିରୁ ଖସିଲା ବସ୍, ବିପଦ ଡାକି ଆଣିଲା ଘନ କୁହୁଡି । ଜାଣନ୍ତୁ କାଳ…

କନକ ବ୍ୟୁରୋ : ତପ୍ତପାଣି ଘାଟିରୁ ଖସିଲା ବସ୍ । ବିପଦ ଡାକି ଆଣିଲା ଘନ କୁହୁଡି । ତପ୍ତପାଣି ଘାଟିରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣାରେ ଚାଲି ଯାଇଛି ୮ ଜୀବନ । ଆହତ ହୋଇଛନ୍ତି ୪୦ ଯାତ୍ରୀ । ଟିକିରୀରୁ ବ୍ରହ୍ମପୁର ଆସୁଥିବା ମାରୁତୀ ବସର ଏ ଦୁର୍ଘଟଣା ପରର ଚିତ୍ର ଦେଖିଲେ ଆପଣଙ୍କ ଛାତି ବି…