Daily Archives

January 12, 2020

ଘର ଢିଙ୍କି କୁମ୍ଭୀର… । ଦୁର୍ଦ୍ଦାନ୍ତ ଆତଙ୍କବାଦୀଙ୍କୁ ଦିଲ୍ଲୀରେ ପହଞ୍ଚାଇବାକୁ ଡିଏସପି ଦେବେନ୍ଦ୍ର କରିଥିଲେ…

ଯଦି ଘର ଢିଙ୍କି କୁମ୍ଭୀର ହୁଏ ତେବେ କାହାକୁ ଭରସା କରିବ । ଠିକ୍ ସେହିଭଳି ଜଣେ ଗୃହଭେଦୀ ବିଭୀଷଣ ହେଉଛନ୍ତି ଜମ୍ମୁ-କାଶ୍ମୀରର ଡିଏସପି ଦେବେନ୍ଦ୍ର ସିଂ । ଯିଏ ଆତଙ୍କବାଦୀଙ୍କୁ ଦିଲ୍ଲୀ ପହଞ୍ଚାଇବାକୁ ଦେଶ ସହ ଧୋକା କରିବାକୁ ମଧ୍ୟ ଟିକିଏ ପଛାଇନଥିଲେ । ଜମ୍ମୁ-କାଶ୍ମୀରରୁ ହିଜବୁଲ…

ନ୍ୟୁଜିଲାଣ୍ଡ ଗସ୍ତ ଲାଗି ଘୋଷଣା ହେଲା ଟିମ୍ ଇଣ୍ଡିଆ । ଫେରିଲେ ରୋହିତ ଶର୍ମା, ବାଦ୍ ପଡିଲେ ସଞ୍ଜୁ ସାମସନ୍ ।

କନକ ବ୍ୟୁରୋ : ଆସନ୍ତା ଜାନୁଆରୀ ୨୪ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଘୋଷଣା ହୋଇଛି ଭାରତୀୟ ଦଳ । ବିସିସିଆଇ ପକ୍ଷରୁ ଆଜି ଦଳ ଘୋଷଣା କରାଯାଇଛି । ଦଳରେ ବିଶେଷ କିଛି ପରିବର୍ତ୍ତନ କରାଯାଇନଥିବା ବେଳେ ସଞ୍ଜୁ ସାମସନଙ୍କୁ ବିଶ୍ରାମ ଦିଆଯାଇଛି ।…

ଦେଢବର୍ଷର ଶିଶୁକୁ କାମୁଡି ରକ୍ତାକ୍ତ କରିଦେଲେ ୫ ବୁଲା କୁକୁର । ଶରୀରରେ ପଡିଲା ୨୫୦ଟି ସିଲେଇ ।

ହରିୟାଣାର ଫରିଦାବାଦ ଜିଲ୍ଲା ପଳବଲି ଗ୍ରାମରେ ଏମିତି ଏକ ଘଟଣା ଘଟିଛି ଯାହା ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ । ଏଠାରେ କିଛି ବାରବୁଲା କୁକୁର ଦେଢ଼ବର୍ଷର ଶିଶୁ ଉପରେ ଆକ୍ରମଣ କରିବା ସହିତ ତାକୁ କ୍ଷତାକ୍ତ କରି ଦେଇଥିଲେ। ଗୁରୁତର ଶିଶୁକୁ ତୁରନ୍ତ ପରିବାର ଲୋକ ଚିକିତ୍ସା ପାଇଁ…

ବଢୁଛି ଆକ୍ରୋଶ! ଇରାକର ଅଲବାଲାଦରେ ଥିବା ଆମେରିକା ସେନା ଶିବିର ଉପରେ ରକେଟ୍ ମାଡ଼, ୪ ଇରାକୀ ସୈନ୍ୟ ଆହତ ହୋଇଥିବା…

କନକ ବ୍ୟୁରୋ: ଆମେରିକା ସେନା ଶିବିର ଉପରେ ରକେଟ୍ ମାଡ଼ । ଇରାକରେ ଆମେରିକା ସେନା ଶିବିର ଉପରେ ରକେଟ୍ ମାଡ଼ ହୋଇଥିବା ସୂତ୍ରରୁ ଜଣାପଡ଼ିଛି । ଇରାକର ଅଲବାଲାଦ ଆମେରିକା ଏୟାରବେସ୍ ଉପରେ ୪ଟି ରକେଟ୍ ମାଡ଼ ହୋଇଛି , ଆଉ ସେଠାରେ ରହିଛି ଆମେରିକା ସେନା ଶିବିର । ତେବେ ରକେଟ୍ ମାଡ଼ରେ ୪ ଇରାକୀ…

ଲାଞ୍ଚ ନେଇ ବିଦା ହେଲେ ପୋଲିସ ବାବୁ । ଭିଡିଓ ଭାଇରାଲ ପରେ ୩ ଲାଞ୍ଚୁଆ ପୋଲିସ କର୍ମଚାରୀ ହେଲେ ନିଲମ୍ବିତ ।

କନକ ବ୍ୟୁରୋ : କାଠ ଚାଲାଣକାରୀଙ୍କ ଠାରୁ ମାମଲାର ରଫାଦଫା ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେବା ଘଟଣାରେ ୫ଟି ଚୋଟ ପଡ଼ିଛି । ସମ୍ବଲପୁର ଏସ୍‌ପି କନଓ୍ଵର ବିଶାଳ ସିଂ ଆଜି ତିନିଜଣ ଲାଞ୍ଚୁଆ ପୁଲିସଙ୍କୁ ନିଲମ୍ବିତ କରିଥିବା ବେଳେ ଜଣେ ଥାନା ଅଧିକାରୀଙ୍କୁ ବଦଳି କରିଥିବା ଜଣାଯାଇଛି। ଯୁଯୁମରା…

ନାବାଳକଙ୍କୁ ମହଙ୍ଗା ପଡିଲା ବାଇକ ଚଳାଇବା । ୨୬ ହଜାର ଟଙ୍କାର ଫାଇନ କାଟିଲେ ଆରଟିଓ ଅଧିକାରୀ, ଜାଣନ୍ତୁ ଓଡିଶାର କେଉଁ…

କନକ ବ୍ୟୁରୋ : ହେଲମେଟ୍ ନାହିଁ, ଲାଇସେନ୍ସ ନାହିଁ, ବାଇକ୍ ଚଳାଉଥିଲେ ଜଣେ ନାବାଳକ । ଆଉ ମୋଟରଯାନ ଆଇନ ଅନୁସାରେ ୨୬ ହଜାର ଟଙ୍କା ଜରିମାନା ଫାଇନ ଆଦାୟ କରିଛନ୍ତି ଆରଟିଓ ଅଧିକାରୀ । ଏହି ଖବର ଆସିଛି ଅନୁଗୁଳର ପାଲଲହଡ଼ା ଅଞ୍ଚଳରୁ । ପାଲଲହଡ଼ା ଟାଉନ ଠାରୁ ୨ କିଲୋମିଟର ଝିମିରିପାଲି ଛକ ଠାରେ…