ସହିଦ ବାପାକୁ ଶେଷ ବିଦାୟ: ମୁହଁ ଖୋଲିବା ଆଗରୁ ବାପା ମୁହଁରେ ମୁଖାଗ୍ନି ଦେଲା ୩ ମାସର କୁନି ଝିଅ । ଭାବବିହ୍ୱଳ ଦୃଶ୍ୟ…
କନକ ବ୍ୟୁରୋ: ବାପା... ଉଠ ବାପା ଉଠ... ମତେ ଛାଡି ତମେ କୁଆଡେ ଯାଉଛ... ମୁଁ ପରା ଏଯାଏଁ ଚାଲି ଶିଖିନି... ତମେ ଚାଲିଗଲେ ମୋ କୁନିକୁନି ହାତ ଧରି କିଏ ବାଟ ଚଲେଇବ...? ପିଠିରେ ନାଉ କରି ମତେ କିଏ ବୁଲେଇବ... ଉଠ ବାପା ଉଠ...
ପାଟି ଖୋଲି କଥା କହିପାରୁଥିଲେ ହୁଏତ ସହିଦ ବାପାର ଚିତା ପାଖରେ…