Daily Archives

January 28, 2020

ଟ୍ରଫି ଆଉ ଦୁଇ ପାଦ । କଙ୍ଗାରୁ ଦଳକୁ ୭୪ ରନରେ ପରାସ୍ତ କରି ୧୯ ବର୍ଷରୁ କମ୍ ଜୁନିୟର ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟ…

କନକ ବ୍ୟୁରୋ: ୧୯ ବର୍ଷରୁ କମ୍ ଜୁନିୟର ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟ ସେମିଫାଇନାଲ୍ ଟିକେଟ୍ ହାତେଇଲା ଟିମ୍ ଇଣ୍ଡିଆ । କଙ୍ଗାରୁ ଦଳକୁ ୭୪ ରନରେ ମାତ୍ ଦେଇ ବିଶ୍ୱକପ୍ ଟ୍ରଫି ଠାରୁ ଦୁଇ ପାଦ ଦୂରରେ ଭାରତୀୟ ଟିମ୍ । ଚଳିତ ଟୁର୍ଣ୍ଣାମେଣ୍ଟରେ ଘାତକ ବୋଲିଂ କରୁଥିବା କଙ୍ଗାରୁ ଦଳ ଭାରତ ବିପକ୍ଷରେ…

ସଂସଦରେ ସକ୍ରିୟ ନାହାନ୍ତି ସାତ ସାଂସଦ । ସୁପ୍ରିମୋଙ୍କ ହାତରେ ଲାଗିଲା ପ୍ରଦର୍ଶନ ରିପୋର୍ଟ କାର୍ଡ । ତାଗିଦ୍ କଲେ,…

କନକ ବ୍ୟୁରୋ: ସାଂସଦଙ୍କ ଉପରେ ବିଜେଡି ସପ୍ରିମୋଙ୍କ ନଜର । ସଂସଦ ଗୃହର ବିତର୍କରେ ଖରାପ ପ୍ରଦର୍ଶନ କରିଛନ୍ତି ୭ ସାଂସଦ । ଲୋକସଭାରୁ ୬ ଏବଂ ରାଜ୍ୟସଭାରୁ ୭ ସାଂସଦଙ୍କ ପ୍ରଦର୍ଶନ ଖରାପ ନେଇ ଏକ ରିପୋର୍ଟ ବିଜେଡି ସୁପ୍ରିମୋ ନବୀନ ପଟ୍ଟାନୟକଙ୍କ ହସ୍ତଗତ ହୋଇଛି । ଆଉ ଏହାପରେ ସୁପ୍ରିମୋଙ୍କ…

ଆଇପିଏଲ ୨୦୨୦ରେ ଆସିବ ନୂଆ ନିୟମ । ଗୋଟିଏ ଟିମରେ ଖେଳିବେ କୋହଲି, ଧୋନି ଓ ରୋହିତ, ନୂଆ ନିୟମକୁ ଗାଙ୍ଗୁଲିଙ୍କ ଗ୍ରୀନ୍…

ମାର୍ଚ୍ଚ ୨୯ରେ ଆରମ୍ଭ ହେବାକୁ ଯାଉଛି ଆଇପିଏଲର ୧୩ ତମ ସଂସ୍କରଣ । ପୁଣିଥରେ ଫଟାଫଟ କ୍ରିକେଟର ମଜା ଉଠାଇବେ କ୍ରିକେଟପ୍ରେମୀ । ୮ଟି ଟିମକୁ ନେଇ ହେବ ମହାଲଢେଇ । ତେବେ ଚଳିତ ଆଇପିଏଲରେ କିଛି ନୂଆ ଦେଖିବାକୁ ମିଳିବ । ଆଇପିଏଲର ୧୩ ତମ ସଂସ୍କରଣରେ ଅନେକ ନୂଆ ନିୟମ ଦେଖିବାକୁ ପାଇବେ ଦର୍ଶକ ।…

ସହଜ ହେବ କ୍ୟାନସର ରୋଗର ମୁକାବିଲା । କଟକ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲର ଦ୍ୱିତୀୟ କ୍ୟାମ୍ପସ କରିବାକୁ…

କନକ ବ୍ୟୁରୋ: କ୍ୟାନସର ସହ ଲଢ଼ିବା ହେବ ସହଜ । ମଣିଷ ଶରୀର ସବୁଠାରୁ ମାରାତ୍ମକ ରୋଗର ଚିକିତ୍ସା ପାଇଁ ରାଜ୍ୟ ସରକାରଙ୍କ ଫୋକସ୍ । ତେଣୁ କଟକରେ ଥିବା ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲର ହେବ ଦ୍ୱିତୀୟ କ୍ୟାମ୍ପସ । ଏନେଇ ହସ୍ପିଟାଲ ଗଭର୍ଣ୍ଣିଂ ବଡି ବୈଠକରେ ସୂଚନା ଦେଇଛନ୍ତି…

ଗୁରୁମା’ଙ୍କ ସ୍ମୃତିରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା । ସ୍ୱର୍ଗତ ସୁନନ୍ଦା ପଟ୍ଟନାୟକଙ୍କ ସ୍ମୃତିରେ ସୁନନ୍ଦା ସମ୍ମାନ ଓ…

କନକ ବ୍ୟୁରୋ: ଭାରତୀୟ ଶାସ୍ତ୍ରୀୟ ସଂଗୀତ ଜଗତର ସୁନାମଧନ୍ୟ ଶାସ୍ତ୍ରୀୟ ସଂଗୀତଜ୍ଞ ସୁନନ୍ଦା ପଟ୍ଟନାୟକଙ୍କ ସ୍ମୃତିରେ ସୁନନ୍ଦା ସମ୍ମାନ ଓ ଚେୟାର ପ୍ରତିଷ୍ଠା କରିବାକୁ ରାଜ୍ୟ ସରକାରଙ୍କ ନଷ୍ପତି । ସମସ୍ତଙ୍କ ପ୍ରିୟ ଗୁରୁମାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଏଭଳି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ…