Daily Archives

January 27, 2020

ହଠାତ୍ ସାମ୍ନାକୁ ଆସିଲା ବାଘ… । ମରିଯିବାର ନାଟକ କରି ବିଲରେ ପଡିରହିଲେ ଯୁବକ, ଆଉ ଅଳ୍ପକେ ବଞ୍ଚିଗଲା ଜୀବନ ।…

ବାଘ ଏକ ଏପରି ପଶୁ, ଯାହାର ନାଁ ଶୁଣିବା ମାତ୍ରେ ଲୋକମାନେ ଡରରେ ଥରିବାକୁ ଲାଗିଥାନ୍ତି। ଟିକେ ଭାବନ୍ତୁ ତ, ଯଦି ହଠାତ୍ ଆପଣଙ୍କ ସାମ୍ନାକୁ ବାଘ ଆସିଯାଏ, ତେବେ ଆପଣ କ’ଣ କରିବେ ? ନିଶ୍ଚିତ ଭାବେ ସେଠାରୁ ‌ଖସିଯିବା ପାଇଁ ଚେଷ୍ଟା କରିବେ। କିନ୍ତୁ ତାହା ଆପଣଙ୍କ ପାଇଁ ବିପଦଜ୍ଜନକ…

କାଳିଆ ଦୁଆରେ ଭିକ ମାଗୁଛନ୍ତି, କୋଠା ଘରେ ରାତି କାଟୁଛନ୍ତି । ଦିବ୍ୟାଙ୍ଗ ଓ କୃଷ୍ଠ ରୋଗ ପାଇଁ ପରିବାର ତଡିଦେବା ପରେ…

କନକ ବ୍ୟୁରୋ: ପେଟ ପାଇଁ ଦାନା ଦିମୁଠା ଯୋଗାଡ କରିବାକୁ କିଏ ଭିକ୍ଷା ବୃତ୍ତି କରିଥାଏ ତ କିଏ ପରିସ୍ଥିତିରେ ପଡି ଭିକ୍ଷା ବୃତ୍ତିକୁ ଆପଣେଇଥାଏ । ଆଉ କିଛି ଲୋକ କୁଷ୍ଠ ଭଳି ମାରତ୍ମକ ବ୍ୟାଧିରେ ଆକ୍ରାନ୍ତ ହେବା ପରେ ଏହାକୁ ପେଶା ଭାବେ ଗ୍ରହଣ କରି ନେଇଛନ୍ତି । ଏପରିକି ସୋମାନଙ୍କର ଆର୍ଥିକ…

କାଲି ଠାରୁ ମରାଯିବ କୁକୁଡା । ଗଠନ ହେଲା ୧୨ଟି ଟିମ । ବାର୍ଡ ଫ୍ଲୁର କେନ୍ଦ୍ରସ୍ଥଳ ଓୟୁଏଟି ଠାରୁ ୧ କିଲୋମିଟର…

କନକ ବ୍ୟୁରୋ: କାଲି ଠାରୁ ମରାଯିବ କୁକୁଡା । ଆସନ୍ତାକାଲି ଠାରୁ ଆରମ୍ଭ ହେବ କୁକୁଡା ମରା ଅଭିଯାନ । ବାର୍ଡ ଫ୍ଲୁର କେନ୍ଦ୍ରସ୍ଥଳ ଓୟୁଏଟି ଠାରୁ ୧ କିଲୋମିଟର ବ୍ୟାସାର୍ଦ୍ଧ ଭିତରେ ଯାଏଁ କୁକୁଡା ମରା ଅଭିଯାନ ଚାଲୁ ରହିବ । ତେବେ କୁକୁଡା ମରା ପାଇଁ ୧୨ଟି ଟିମ ଗଠନ ହୋଇଛି । ୭ଟି ଟିମ…

କାହିଁକି ଭୁଶୁଡିଲା ବିମାନବନ୍ଦର ଛାତ? ଠକ ଠିକାଦାର ଦିଲ୍ଲୀପ ଖଟେଇଙ୍କ ଉପରେ କଟକଣା ଥିବା ସତ୍ତେ୍ୱ ମଧ୍ୟ କିଭଳି…

କନକ ବ୍ୟୁରୋ : କାହିଁକି ଭୁଶୁଡିଲା ବିଜୁ ପଟ୍ଟନାୟକ ବିମାନବନ୍ଦରର ନିର୍ମାଣାଧିନ ଛାତ । ଏନେଇ ଏବେ ଖୋଳତାଡ ଆରମ୍ଭ ହୋଇ ଯାଇଛି । ଏହି ଛାତ ତିଆରି କରୁଥିବା ଠିକାଦାର ଦିଲ୍ଳୀପ ଖଟେଇ ନିମ୍ନମାନର କାମ କରୁଥିବା ନେଇ ଅଭିଯୋଗ ହୋଇଛି । କେବଳ ଏହି ଘଟଣା ନୁହେଁ ନିମ୍ନମାନର କାମ କରିବା କାରଣରୁ…

ବାର୍ଡ ଫ୍ଲୁର ଲକ୍ଷଣ କଣ ? କିଭଳି ଏହି ଭାଇରସ ଠାରୁ ନିଜକୁ ରକ୍ଷା କରିପାରିବେ?

କନକ ବ୍ୟୁରୋ : ଓଡିଶାକୁ ପୁଣି ଫେରିଲା ବାର୍ଡ ଫ୍ଲୁ । ଭୁବନେଶ୍ୱର ଓୟୁଏଟି ଫାର୍ମରେ ବାର୍ଡ ଫ୍ଲୁ ଭାଇରସ ଚିହ୍ନଟ କରାଯାଇଛି । ଏନେଇ ଓୟୁଏଟି ପାଥୋଲୋଜି ବିଭାଗର ମୁଖ୍ୟ ସୁଶେନ ପଣ୍ଡା ସୂଚନା ଦେଇଛନ୍ତି । ଏପରିକି ଏନେଇ ରାଜ୍ୟ ସରକାରଙ୍କୁ ସୂଚନା ଦିଆଯାଇଛି । ଗତ କିଛି ଦିନ ହେବ କୁକୁଡାଙ୍କର…

ଭୁବନେଶ୍ୱରରେ ବାର୍ଡ ଫ୍ଲୁ ଆତଙ୍କ ! ସୁରକ୍ଷା ଦୃଷ୍ଟିରୁ ବନ୍ଦ ହେଲା ନନ୍ଦନକାନନ ପକ୍ଷୀ ବିହାର । ଆସନ୍ତାକାଲି ଠାରୁ…

କନକ ବ୍ୟୁରୋ: ବାର୍ଡ ଫ୍ଲୁ ଆଶଙ୍କାରେ ବନ୍ଦ ରହିବ ନନ୍ଦନକାନନ ପକ୍ଷୀ ବିହାର । ପକ୍ଷୀଙ୍କ ସୁରକ୍ଷା ଏବଂ ସେମାନଙ୍କୁ ସଂକ୍ରମିତ ନହେବାକୁ ନିଆଯାଇଛି ସତର୍କତା । ବାର୍ଡ ଫ୍ଲୁ ଆଶଙ୍କାର ବଡ ପଦକ୍ଷେପ ନେଇ ପକ୍ଷୀ ବିହାରକୁ ବନ୍ଦ କରିଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ । ଆସନ୍ତାକାଲି ଠାରୁ…