Browsing Category

ସ୍ପେଶାଲ୍ ରିପୋର୍ଟ

ଗୁପଚୁପ୍ ବିକ୍ରି ଉପରେ ଲାଗିଲା ଅଙ୍କୁଶ ! ଯାଞ୍ଚ କରୁଛି ନଗରନିଗମ, ଏଣିକି ଲୁଚିଛପି ବିକ୍ରି କରିପାରିବେନି ଦୋକାନୀ ।

ଗୁପଚୁପ୍ ନାମ ଶୁଣିଲେ ମୁହଁରେ ପାଣି ଆସି ଯାଇଥାଏ । ଲୋକମାନଙ୍କ କହିବାନୁସାରେ, ଗୁପଚୁପର ସ୍ୱାଦ ସବୁ ଖାଦ୍ୟଠାରୁ ସମ୍ପୂର୍ଣ୍ଣ ଭିନ୍ନ ରହିଥାଏ । ଏଥିପାଇଁ ଏହାକୁ ଅଧିକାଂଶ ଲୋକ ଖାଇବାକୁ ପସନ୍ଦ କରିଥାଆନ୍ତି । ତେବେ ଗୁପଚୁପକୁ ନେଇ ନିକଟରେ ଏମିତି ଏକ ଖବର ପ୍ରକାଶ ପାଇଛି, ଯାହାକୁ ଶୁଣିଲେ…
Read More...

ଡେଲିଭରି ବୟଙ୍କ ଦରମାରେ ବୃଦ୍ଧି : ଏଣକି ମାସକୁ ପାଇବେ ୪୦-୫୦ ହଜାର ଟଙ୍କା

ଦେଶରେ ଇ-କମର୍ସ କମ୍ପାନିଙ୍କ ମଧ୍ୟରେ ପ୍ରବଳ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳୁଛି। ବିଶେଷକରି ଘରେ ଘରେ ଖାଦ୍ୟ ପହଞ୍ଚାଉଥିବା କମ୍ପାନୀ ସ୍ୱିଗି, ଜୋମାଟୋ ଓ ଉବରଇଟ୍ସ ଭଳି କମ୍ପାନିରେ କାର୍ଯ୍ୟ କରୁଥିବା କର୍ମଚାରୀ ବା ଡେଲିଭରି ବୟଙ୍କ ଆୟ ଦୁଇଗୁଣ ହୋଇ ମାସକୁ ୪୦-୫୦ ହଜାର ଟଙ୍କା…
Read More...

ଏବେବି ବଞ୍ଚିଛି ମାନବିକତା ଓ ମଣିଷପଣିଆ ! ରାସ୍ତା କଡରେ ବୁଲୁଥିବା ଜଣେ ଅସହାୟ ବୃଦ୍ଧାଙ୍କୁ ଜୀବନଦାନ ଦେଇ ଚର୍ଚ୍ଚାର…

କନକ ବ୍ୟୁରୋ : ଆଜି ଆଧୁନିକ ଓ ବ୍ୟସ୍ତବହୁଳ ଯୁଗରେ ବଞ୍ଚିରହିଛି ମାନବିକତା ଓ ମଣିଷପଣିଆ । ଏହାର ଏକ ବାସ୍ତବ ଚିତ୍ର ଦେଖିବାକୁ ମିଳିଛି ଅନୁଗୁଳ ସହରରେ । ମୃତ୍ୟୁ ମୁଖରେ ପଡିଥିବା ଏକ ମାନସିକ ବିକାରଗ୍ରସ୍ତ ବୃଦ୍ଧାଙ୍କ ସେବା ଶୁଶୃଷା କରି ଏକ ନୂଆ ଜୀବନ ଦେଇଛନ୍ତି ଅନୁଗୁଳର ସାଇ ଚାରିଟିବୁଲ…
Read More...

ସୋସିଆଲ ମିଡିଆରେ ଫେକ ନ୍ୟୁଜକୁ ସାବଧାନ ! ହ୍ୱାଟ୍ସଆପ କହିଲା ଏଭଳି ରୁହନ୍ତୁ ସତର୍କ, ପାଳନ କରନ୍ତୁ ନିୟମ ।

ହ୍ୱାଟ୍ସଆପ ଗୁଜବକୁ ନେଇ ଦେଶରେ ଅନେକ ବିବାଦ ଦେଖାଦେଇଛି । ହ୍ୱାଟ୍ସଆପ ଦ୍ୱାରା ବ୍ୟାପୁଥିବା ଗୁଜବ କାରଣରୁ ଅନେକ ଲୋକଙ୍କ ଜୀବନ ଚାଲିଯାଇଛି । ଗତ କିଛି ମାସ ହେବ ପିଲା ଚୋରି ଗୁଜବ କାରଣରୁ ଅନେକ ଲୋକଙ୍କୁ ପିଟି ପିଟି ହତ୍ୟା କରିଦିଆଯାଇଛି । ଲୋକମାନେ ଶିକ୍ଷିତ ହୋଇଥିବା ସତ୍ୱେ ବି…
Read More...

କୁମ୍ଭମେଳା ସାହାରାରେ ନିର୍ବାଚନୀ ବୈତରଣୀ ପାରି ହେବାକୁ ବିଜେପିର ରଣନୀତି ! ବିଜେପି ଚାଣକ୍ୟ ଅମିତ୍ ଶାହା କଲେ…

୨୦୧୯ ସାଧାରଣ ନିର୍ବାଚନରେ ବାଜିମାତ କରିବା ପାଇଁ ରଣନୀତି ପ୍ରସ୍ତୁତ କରୁଛି ବିଜେପି । ଯାହାକୁ ନେଇ କେତେବେଳେ ଜନ ସମ୍ପର୍କ ସମର୍ଥନ ଅଭିଯାନ ତ ଆଉ କେତେବେଳେ ବିରୋଧିଙ୍କ ମେଣ୍ଟକୁ ଭାଙ୍ଗିବାକୁ ଯୋଜନା କରୁଥିବା ନଜୀର ଦେଖିବାକୁ ମିଳୁଛି । କିନ୍ତୁ ବିଜେପିକୁ ୨୦୧୯ରେ ପୁଣି କ୍ଷମତାକୁ…
Read More...

ଭାରତୀୟ ରେଳ ପରିସରରେ ସ୍ୱଚ୍ଛତା ଅଭିଯାନ : ଏଣିକି ଭୋଜନ ପରେ ଯାତ୍ରୀଙ୍କ ଠାରୁ ଅଳିଆ ସଂଗ୍ରହ କରିବେ ରେଳବାଇ କର୍ମଚାରୀ

ବିମାନ ପରିଚାରକଙ୍କ ଭଳି ରେଳବାଇ କର୍ମୀ ଏବେ ଭୋଜନ ପରେ ସମସ୍ତ ଟ୍ରେନରେ ଯାତ୍ରୀଙ୍କ ଠାରୁ ଅଳିଆ ଏକତ୍ର କରିବା ପାଇଁ ଅଳିଆ ବ୍ୟାଗ ଧରି ବୁଲିବେ । ରେଳବାଇ ଦ୍ରୁତ ଗତିରେ ଏୟାରଲାଇନ୍ ମଡେଲକୁ ଆପଣଉଛି । ଭୋଜନ ଠାରୁ ଆରମ୍ଭ କରି ଭାକ୍ୟୁମ ଶୈାଚାଳୟ ପର୍ଯ୍ୟନ୍ତ ଯାତ୍ରୀଙ୍କୁ ଏୟାରଲାଇନ୍ ଭଳି…
Read More...

୨୦୧୯ ନିର୍ବାଚନ ନେଇ ମିଶନ ୧୨୦ ସ୍ୱପ୍ନ ! ଅମିତ ଶାହାଙ୍କୁ ରିପୋର୍ଟ ଦେବ ରାଜ୍ୟ ବିଜେପି, ବୁଥ୍ କମିଟି ନେଇ ଚିନ୍ତାରେ…

କନକ ବ୍ୟୁରୋ: ୨୦୧୯ ସାଧାରଣ ନିର୍ବାଚନରେ ପୂର୍ବଭାରତକୁ ଦଖଲ କରିବା ପାଇଁ ବିଜେପି ରଣନୀତି କରୁଛି । ଯାହାର ରିହଲସେଲର ଦାୟିତ୍ୱ ଦଳର ଚାଣକ୍ୟ, ଅଧ୍ୟକ୍ଷ ଅମିତ ଶାହା ନେଉଛନ୍ତି । ୨୦୧୯ ନିର୍ବାଚରେ ଓଡ଼ିଶାକୁ ଦଖଲ କରିବା ଲକ୍ଷ୍ୟ ନେଇ ବିଜେପି ଚାଣକ୍ୟ ଅମିତ ଶାହା ୧୨୦ ମିଶନର ଟାକ୍ସ ରାଜ୍ୟ…
Read More...

ଜିଏସଟି : ଆଜିଠାରୁ କମିବ ଏହି ଉପକରଣର ଦାମ୍ ! ଦେଖନ୍ତୁ ପୁରା ଲିଷ୍ଟ୍ ।

ଜିଏସଟି ପରିଷଦ ତରଫରୁ ପୂର୍ବ ସପ୍ତାହରେ ହୋଇଥିବା ବୈଠକରେ ୮୫ ଟି ଉପକରଣର ଜିଏସଟି ରେଟକୁ ବଦଳାଇ ଦିଆଯାଇଥିଲା । ତେବେ ଜିଏସଟି ରେଟରେ ହୋଇଥିବା ଏହି ଉପକରଣର ରିହାତି ଆଜିଠାରୁ ଲାଗୁ ହେବାକୁ ଯାଉଛି । ଏହାର ଅର୍ଥ ଏହା ଯେ ଶୁକ୍ରବାର ଠାରୁ ୱାସିଙ୍ଗ୍ ମେସିନ୍,ଫ୍ରିଜ୍ ଏବଂ ଟି.ଭି. ଭଳି ଅନ୍ୟ…
Read More...

ଚନ୍ଦ୍ରଗ୍ରହଣରେ ଚନ୍ଦ୍ରର ରଙ୍ଗ ରକ୍ତବର୍ଣ୍ଣ କାହିଁକି ଦେଖାଯାଏ, ଜାଣନ୍ତୁ ଏହାର କାରଣ ?

ଆଜି ରାତି ଏକବିଂଶ ଶତାବ୍ଦୀର ସବୁଠାରୁ ବଡ଼ ଚନ୍ଦ୍ରଗହଣ । ଭାରତ ସମେତ ଦୁନିଆର ଅନେକ ଦେଶରେ ନଜର ଆସିବ ଚନ୍ଦ୍ରଗହଣ। ଚନ୍ଦ୍ର ଓ ସୂର୍ଯ୍ୟ ମଝିରେ ପୃଥିବୀ ଆସିଗଲେ ତାକୁ ଚନ୍ଦ୍ରଗ୍ରହଣ କୁହାଯାଏ । ପ୍ରାୟ ୧୦୩ ମିନିଟ ପର୍ଯ୍ୟନ୍ତ ରହିବ ଆଜିର ଏହି ଚନ୍ଦ୍ର ଗ୍ରହଣ । ଧୀରେ ଧୀରେ ପୃଥିବୀର ଛାଇ…
Read More...

ଆଜି ପବିତ୍ର ଶୟନପୂର୍ଣ୍ଣମା : ଘୋଷଯାତ୍ରା ପରେ ଆଜିଠୁ ଚାରିମାସ ଶୋଇବେ କାଳିଆଶାଆନ୍ତ

ଆଜି ପବିତ୍ର ଶୟନପୂର୍ଣ୍ଣମା ବା ଗୁରୁପୂର୍ଣ୍ଣମା । ପ୍ରଥମେ ସ୍ନାନ ପୂର୍ଣ୍ଣମା ଓ ତାହା ପରେ ନବଦିନ ବ୍ୟାପି ଘୋଷଯାତ୍ରା ପରେ ଥକି ପଡିଛନ୍ତି ପ୍ରଭୁ ଜଗନ୍ନାଥ । ପ୍ରଥମେ ଶ୍ରୀଗୁଣ୍ଡିଚାରେ ଦଇତାପତିମାନେ ପହଣ୍ଡି ବିଜେ କରାଇଲେ । ପୁଣି ମାଉସୀ ମା’ ଘରକୁ ଧାଡି ପହଣ୍ଡିରେ ବିଜେ କଲେ । ସେଠାରେ…
Read More...