Browsing Category

ସ୍ପେଶାଲ୍ ରିପୋର୍ଟ

୧୦୪ ବର୍ଷ ତଳେ ଆଜିର ଦିନରେ ଆରମ୍ଭ ହୋଇଥିଲା ପ୍ରଥମ ବିଶ୍ୱଯୁଦ୍ଧ ! ଅନ୍ତ ଥିଲା ଖୁବ୍ ଭୟାନକ ।

ପ୍ରଥମ ବିଶ୍ୱଯୁଦ୍ଧ ୧୯୧୪ ମସିହା ଜୁଲାଇ ୨୮ ତାରିଖରେ ହୋଇଥିଲା । ଯେବେ ଅଷ୍ଟ୍ରିଆ – ହଙ୍ଗରୀ ସର୍ବିଆ ବିରୁଦ୍ଧରେ ଯୁଦ୍ଧ ଘୋଷଣା କଲା ୧୯୧୪ ରୁ ୧୯୧୯ ପର୍ଯ୍ୟନ୍ତ ଏହି ଯୁଦ୍ଧ ଚାଲିଥିଲା । ତେବେ ପ୍ରଥମ ବିଶ୍ୱଯୁଦ୍ଧକୁ ଆଜି ୧୦୪ ବର୍ଷ ସମ୍ପୁର୍ଣ୍ଣ ହେଇାଯାଇଛି । ୧୯୧୪ ରୁ ୧୯୧୯ ମଧ୍ୟ…
Read More...

ମାତ୍ର ଗୋଟିଏ କ୍ଲିକରେ ହୋଇଯିବ କୌଣସି ବି ଖାତାକୁ ଟଙ୍କା ଟ୍ରାନ୍ସଫର ! ଜନତାଙ୍କ ପାଇଁ ବ୍ୟାଙ୍କ ଆରମ୍ଭ କଲା ନୂଆ…

ଏଣିକି ମୁହୂର୍ତ୍ତକ ମଧ୍ୟରେ କରିପାରିବେ ଟଙ୍କା ଟ୍ରାନ୍ସଫର । ଭାରତର ସବୁଠାରୁ ବଡ ବ୍ୟାଙ୍କ ତଥା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ନିଜ ଗ୍ରାହକମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପୁଣି ଏକ ନୂଆ ସେବାର ଶୁଭାରମ୍ଭ କରିଛି । ଏବେ ବ୍ୟାଙ୍କର ଗ୍ରାହକମାନେ ନିଜ ନେଟ ବ୍ୟାଙ୍କିଂରୁ ବିନା ବେନିଫିସିଆରୀ…
Read More...

ଦୁନିଆ ଦେଖିଲା ଶତାବ୍ଦୀର ଦୀର୍ଘତମ ଚନ୍ଦ୍ରଗ୍ରହଣ । ଏହି ମହାଜାଗତିକ ଦୁଶ୍ୟର କିଭଳି ଥିଲା ରୂପରେଖ ଦେଖନ୍ତୁ ଫଟୋରେ…

ଶୁକ୍ରବାର ହୋଇଛି ଚଳିତ ଶତାବ୍ଦୀର ଦୀର୍ଘତମ ଚନ୍ଦ୍ରଗ୍ରହଣ । ଏହି ବିରଳ ମହାଜାଗତିକ ଦୃଶ୍ୟ ଭାରତ ସହ ବିଶ୍ୱର ଅଧିକାଂଶ ଅଂଚଳରେ ଦୃଶ୍ୟମାନ ହୋଇଛି । ଏହି ଦିନ ମଙ୍ଗଳ ଗ୍ରହ ଦୀର୍ଘ ୧୫ ବର୍ଷ ପରେ ପୃଥିବୀର ଅତି ନିକଟତର ହୋଇଛି । ଶୁକ୍ରବାର ରାତି ୧୧ଟା ୫୪ ମିନିଟରୁ ଜୁଲାଇ ୨୮ ତାରିଖ ଭୋର ୩ଟା…
Read More...

ଦୁଷ୍କର୍ମ ବଦଳରେ ଦୁଷ୍କର୍ମ ! ଦୁଷ୍କର୍ମ ପୀଡିତାର ଭାଇ ପ୍ରତିଶୋଧ ନେବା ପାଇଁ ଅଭିଯୁକ୍ତର ଭଉଣୀକୁ କଲା ଦୁଷ୍କର୍ମ ।

ଜେଲରେ ବନ୍ଦୀ ଥିବା ଦୁଷ୍କର୍ମକାରୀର ପ୍ରତିଶୋଧ ନେବା ପାଇଁ ତାର ଭଉଣୀକୁ ପୀଡିତାର ଭାଇ ଦୁଷ୍କର୍ମ କରିଥିବା ଏକ ଘଟଣା ସାମ୍ନାକୁ ଆସିଛି। ଗତ ମଙ୍ଗଳବାର ନାବାଳିକା ତାର ମା’ ସହିତ ଚାଲିଚାଲି ଅନୋଗିସ୍ଥିତ ଜିଲ୍ଲା ଜେଲରେ ବନ୍ଦୀ ଥିବା ତାର ଦୁଷ୍କର୍ମକାରୀ ଭାଇକୁ ଦେଖା କରିବାକୁ ଯାଉଥିଲା। ଏହି…
Read More...

ପତ୍ନୀ ଓ ପ୍ରେମିକାକୁ ନେଇ ଚର୍ଚ୍ଚାରେ ନୂଆ କପ୍ତାନ ଇମ୍ରାନ ଖାନ୍ ! ଆସନ୍ତୁ ଜାଣିବା ପାକିସ୍ତାନର ପରବର୍ତ୍ତୀ…

କନକ ବ୍ୟୁରୋ : ପାକିସ୍ତାନରେ ହେବ ମେଂଟ ସରକାର । ପାକିସ୍ତାନ ନିର୍ବାଚନ କମିଶନର ଆନୁଷ୍ଠାନିକ ଭାବେ ସାଧାରଣ ନିର୍ବାଚନର ଫଳାଫଳ ଘୋଷଣା କରିବା ପରେ ଏହା ସ୍ପଷ୍ଟ ହୋଇଛି । କୌଣସି ଦଳକୁ ପୂର୍ଣ୍ଣ ବହୁମତ ମିଳିନାହିଁ । ପାକିସ୍ତାନ ଜାତୀୟ ପରିଷଦର ୨୭୨ ଆସନରୁ ଇମ୍ରାନ ଖାନଙ୍କୁ ପାକିସ୍ତାନ…
Read More...

ହୁସିଆର୍ ! ପାଉଁରୁଟି ଖାଇଲେ ହେଉଛି କ୍ୟାନସର, ଯାଂଚ ଦ୍ୱାରା ଫେଲ ମାରିଲା ଦେଶର ସମସ୍ତ ବ୍ରାଣ୍ଡେଡ କଂପାନୀର ବ୍ରେଡ

କୁହାଯାଏ, ସକାଳର ଖାଦ୍ୟ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ସେହିପରି ସକାଳେ କେହି କେହି ତୈଳଜାତ ଖାଦ୍ୟ ଖାଇବାକୁ ବେଶି ପସନ୍ଦ କରିଥାନ୍ତି ତ ପୁଣି କେହି ସାଧାସିଧା କିଛି ବି ଖାଇଦିଅନ୍ତି । କିନ୍ତୁ ଅଧିକାଂଶ ଲୋକଙ୍କର ଦିନର ଆରମ୍ଭ ବ୍ରେଡରୁ ହିଁ ହୋଇଥାଏ । କାରଣ ବ୍ରେଡ ହେଉଛି…
Read More...

ଏମ୍ସରେ ପ୍ରଫେସର ପଦବୀରେ ବାହାରିଲା ନିଯୁକ୍ତି ! ୬୭୦୦୦ ରୋଜଗାର କରିବାର ରହିଛି ସୁଯୋଗ ।

ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେଜ୍ ଯୋଧପୁର(ଏମ୍ସ ଯୋଧପୁର) ତରଫରୁ ବିଜ୍ଞପ୍ତି ଜାରୀ କରାଯାଇଛି । ଏହି ବିଜ୍ଞପ୍ତିରେ ପ୍ରଫେସର ଏବଂ ଆସିଷ୍ଟାଣ୍ଟ୍ ପ୍ରଫେସର ଏବଂ ଅନ୍ୟ ପଦବୀ ପାଇଁ ବିଜ୍ଞପ୍ତି ଜାରୀ କରାଯାଇଛି । ଯେଉଁ ଇଚ୍ଛୁକ ଏବଂ ଉପଯୁକ୍ତ ପ୍ରାର୍ଥୀ ମାନେ ଏହି…
Read More...

ସବକି ପସନ୍ଦ ନିରମା ! ଜାଣନ୍ତୁ ଡିଟରଜେଂଟ୍ ଝିଅର କାହାଣୀ।

ବିଜ୍ଞାପନ ଦୁନିଆର ଲୋକପ୍ରିୟ ଜିଙ୍ଗଲ୍ ‘ସବକି ପସନ୍ଦ ନିରମା’ । ଏହି ଜିଙ୍ଗଲ୍ ପ୍ଲେ ହେବା ମାତ୍ରେ ହିଁ ଯେ କେହି ବି କହିଦେଇ ପାରିବ ଏହା ହେଉଛି ଡିଟରଜେଂଟ୍ ପାଉଡର୍ ‘ନିରମା’ର ବିଜ୍ଞାପନ । ଜିଙ୍ଗଲଟି ଦର୍ଶକଙ୍କ ହୃଦୟରେ ଆଉ ଡିଟରଜେଂଟ୍ ଲୋକଙ୍କ ଘରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି…
Read More...

ଲୋକଙ୍କୁ ଘାରିଛି ଅଜବ ନିଶା ! ଚଳନ୍ତା କାରରୁ ବାହାରି କରୁଛନ୍ତି ଡ୍ୟାନ୍ସ ।

ଇଣ୍ଟରନେଟରେ ଯେତେବେଳେ ବି ଜଣେ କିଛି ନୂଆ ଧରଣର ଭିଡିଓ ଅପଲୋଡ୍ କରି ଭାଇରାଲ୍ ହୁଏ ଲୋକ ମଧ୍ୟ ଏହି ଭିଡିଓକୁ କପି କରିବାରେ ଲାଗି ପଡନ୍ତି ଏବଂ ସମାନ ଭାବରେ ନିଜେ ମଧ୍ୟ ଏଭଳି ଭିଡିଓ କରନ୍ତି । ତେବେ ଇଣ୍ଟରନେଟରେ ଆଉ ଏକ ଅଜବ ଟ୍ରେଣ୍ଡ ଏବେ ଲୋକଙ୍କୁ ପାଗଳ କରିଛି । ହଜାର ହଜାର ଲୋକ ଏବେ…
Read More...

କୋରାପୁଟ ଜିଲ୍ଲା ଉପାଗୁଡା ପଂଚାୟରେ ୨୫ ଫୁଟ ଉଚ୍ଚର ସିଢି ଚଢିଲେ ପିଲାଙ୍କୁ ମିଳୁଛି ପାଠ : ୪ ବର୍ଷ ହେଲା ଅଧପନ୍ତରିଆ…

କନକ ବ୍ୟୁରୋ : ଶିଡି ଚଢିଲେ ମିଳୁଛି ପାଠ । ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟି ସତ । ପାଠ ପଢିବାକୁ ପିଲାଙ୍କୁ ପ୍ରତିଦିନ ଚଢିବାକୁ ପଢୁଛି ୨୫ ଫୁଟ୍ ଉଚ୍ଚର ଶିଡି । ସ୍କୁଲ ପିଲାଙ୍କ ଏପରି ବିପଦ ସଙ୍କୁଳ ସ୍କୁଲ ଯାତ୍ରା ଦେଖିବାକୁ ମିଳିଛି କୋରାପଟୁ ଜିଲ୍ଲା ଲମତାପୁଟ ବ୍ଳକ ଉପାଗୁଡ଼ା…
Read More...