Browsing Category

ସ୍ପେଶାଲ୍ ରିପୋର୍ଟ

ଜିଏସଟି : ଆଜିଠାରୁ କମିବ ଏହି ଉପକରଣର ଦାମ୍ ! ଦେଖନ୍ତୁ ପୁରା ଲିଷ୍ଟ୍ ।

ଜିଏସଟି ପରିଷଦ ତରଫରୁ ପୂର୍ବ ସପ୍ତାହରେ ହୋଇଥିବା ବୈଠକରେ ୮୫ ଟି ଉପକରଣର ଜିଏସଟି ରେଟକୁ ବଦଳାଇ ଦିଆଯାଇଥିଲା । ତେବେ ଜିଏସଟି ରେଟରେ ହୋଇଥିବା ଏହି ଉପକରଣର ରିହାତି ଆଜିଠାରୁ ଲାଗୁ ହେବାକୁ ଯାଉଛି । ଏହାର ଅର୍ଥ ଏହା ଯେ ଶୁକ୍ରବାର ଠାରୁ ୱାସିଙ୍ଗ୍ ମେସିନ୍,ଫ୍ରିଜ୍ ଏବଂ ଟି.ଭି. ଭଳି ଅନ୍ୟ…
Read More...

ଚନ୍ଦ୍ରଗ୍ରହଣରେ ଚନ୍ଦ୍ରର ରଙ୍ଗ ରକ୍ତବର୍ଣ୍ଣ କାହିଁକି ଦେଖାଯାଏ, ଜାଣନ୍ତୁ ଏହାର କାରଣ ?

ଆଜି ରାତି ଏକବିଂଶ ଶତାବ୍ଦୀର ସବୁଠାରୁ ବଡ଼ ଚନ୍ଦ୍ରଗହଣ । ଭାରତ ସମେତ ଦୁନିଆର ଅନେକ ଦେଶରେ ନଜର ଆସିବ ଚନ୍ଦ୍ରଗହଣ। ଚନ୍ଦ୍ର ଓ ସୂର୍ଯ୍ୟ ମଝିରେ ପୃଥିବୀ ଆସିଗଲେ ତାକୁ ଚନ୍ଦ୍ରଗ୍ରହଣ କୁହାଯାଏ । ପ୍ରାୟ ୧୦୩ ମିନିଟ ପର୍ଯ୍ୟନ୍ତ ରହିବ ଆଜିର ଏହି ଚନ୍ଦ୍ର ଗ୍ରହଣ । ଧୀରେ ଧୀରେ ପୃଥିବୀର ଛାଇ…
Read More...

ଆଜି ପବିତ୍ର ଶୟନପୂର୍ଣ୍ଣମା : ଘୋଷଯାତ୍ରା ପରେ ଆଜିଠୁ ଚାରିମାସ ଶୋଇବେ କାଳିଆଶାଆନ୍ତ

ଆଜି ପବିତ୍ର ଶୟନପୂର୍ଣ୍ଣମା ବା ଗୁରୁପୂର୍ଣ୍ଣମା । ପ୍ରଥମେ ସ୍ନାନ ପୂର୍ଣ୍ଣମା ଓ ତାହା ପରେ ନବଦିନ ବ୍ୟାପି ଘୋଷଯାତ୍ରା ପରେ ଥକି ପଡିଛନ୍ତି ପ୍ରଭୁ ଜଗନ୍ନାଥ । ପ୍ରଥମେ ଶ୍ରୀଗୁଣ୍ଡିଚାରେ ଦଇତାପତିମାନେ ପହଣ୍ଡି ବିଜେ କରାଇଲେ । ପୁଣି ମାଉସୀ ମା’ ଘରକୁ ଧାଡି ପହଣ୍ଡିରେ ବିଜେ କଲେ । ସେଠାରେ…
Read More...

ଦ୍ୱନ୍ଦରେ ଭାରତୀୟ ଟିମ୍ : ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁଥିବା ଟେଷ୍ଟ ଶୃଙ୍ଖଳାରେ ସ୍ପିନ୍-ପେସ୍ ବୋଲିଂକୁ ନେଇ…

କନକ ବ୍ୟୁରୋ: ଇଂଲଣ୍ଡ ବିପକ୍ଷରେ ଦିନିକିଆ ସିରିଜ ପରାଜୟ କରି ଭାରତୀୟ ଟିମ୍ କୁ ଶକ୍ତ ଧକ୍କା ଲାଗିଛି । ଏବେ ଅଗଷ୍ଟ ୧ରୁ ଆରମ୍ଭ ହେବାକୁଥିବା ଟେଷ୍ଟ ସୃଙ୍ଖଳାରେ କାହା ଉପରେ ବିଶ୍ୱାସ କରିବେ କପ୍ତାନ ବିରାଟ ଦ୍ୱନ୍ଦରେ ପଡ଼ିଥିବା ଚର୍ଚ୍ଚା ଜୋର ଧରିଛି । କେବଳ ଏତିକି ନୁହେଁ ପୂର୍ବରୁ ଇଂଲଣ୍ଡ…
Read More...

ବିଶ୍ୱର ସବୁଠୁ ଲୋକପ୍ରିୟ ଭାରତୀୟ ଖେଳାଳି ମହେନ୍ଦ୍ର ସିଂ ଧୋନୀ : ପଛରେ ପଡିଲେ କୋହଲି ଓ ସଚିନ୍

ବିଶ୍ୱର ସବୁଠୁ ଲୋକପ୍ରିୟ ଭାରତୀୟ ଖେଳାଳି ମହେନ୍ଦ୍ର ସିଂ ଧୋନୀ । ୟୁ ଗଭ ପକ୍ଷରୁ କରାଯାଇଥିବା ଭୋଟିଂରେ ସର୍ବାଧିକ ଭୋଟ ପାଇ ନମ୍ବର ୱାନ ଖେଳାଳି ହୋଇଛନ୍ତି କ୍ୟାପଟେନ୍ କୁଲ୍ । ଏପରିକି ଭୋଟିଂରେ ଭାରତୀୟ ଟିମର ବର୍ତମାନର କ୍ୟାପଟେନ୍ ବିରାଟ କୋହଲି ଓ କ୍ରିକେଟ କିମ୍ବଦନ୍ତୀ ସଚିନ…
Read More...

ଭାରତର ଫର୍ମୁଲା ଏବଂ ଚୀନର ମଡେଲରେ ତିଆରି ହେବ ନୂତନ ପାକିସ୍ଥାନ ! ଯାହାକୁ ପ୍ରସ୍ତୁତ କରିବେ ନୂତନ ପ୍ରଧାନମନ୍ତ୍ରୀ…

ପାକିସ୍ତାନ ନିର୍ବାଚନରେ ସବୁଠାରୁ ବଡ ଦଳ ଭାବେ ଉଭା ହୋଇଛି ପୂର୍ବତନ କ୍ରିକେଟର ଇମ୍ରାନ ଖାନଙ୍କ ପାର୍ଟି ତେହେରିକ ଏ ଇନସାଫ । ପ୍ରଥମ ଥର ପାଇଁ ପାରମ୍ପରିକ ଇସଲାମିକ ପାର୍ଟିଗୁଡିକୁ ପ୍ରତ୍ୟାଖାନ କରି ଇମ୍ରାନଙ୍କ ଦଳ ଉପରେ ଆସ୍ଥା ପ୍ରକଟ କରିଛନ୍ତି ପାକିସ୍ତାନବାସୀ । ମୋଟ ୨୭୨ ଆସନରୁ…
Read More...

ପ୍ରଧାନମନ୍ତ୍ରୀ ମୋଦି ଦେଲେ ଅଟୋଗ୍ରାଫ୍ : ଯୁବତୀଙ୍କ ପାଖକୁ ଆସିଲା ଗୋଟିଏ ପରେ ଗୋଟିଏ ବିବାହ ପ୍ରସ୍ତାବ

ପଶ୍ଚିମବଙ୍ଗ ମିଦନାପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲି ସମୟରେ ଟେଂଟର ଏକ ଅଂଶ ଭାଙ୍ଗିପଡ଼ିଥିଲା । ଯାହାଦ୍ୱାର ଅନେକ ଲୋକ ଆହତ ହୋଇଥିଲେ । ଏହି ଅଘଟଣରେ ଅଳ୍ପକେ ବଂଚିଯାଇଥିଲେ ରୀତା ମୁଦି ନାମକ ଜଣେ ଯୁବତୀ । ଆଉ ପ୍ରଧାନମନ୍ତ୍ରୀ ମୋଦି ରୀତାଙ୍କୁ ଭେଟିବାକୁ ଯାଇ ରୀତାଙ୍କୁ…
Read More...

ଦୁନିଆରେ ସର୍ବାଧିକ ଏହି ୫ ଟି ଭାଷାକୁ କହିଥାନ୍ତି ଲୋକେ ! କେଉଁ ସ୍ଥାନରେ ରହିଛି ହିନ୍ଦୀ ଭାଷା ଜାଣନ୍ତୁ ।

ଦୁନିଆରେ ମୋଟ ୬,୫୦୦ ଭାଷା କୁହାଯାଏ । କୁହାଯାଏ ଯେ ଦୁନିଆରେ ଅଧିକ କୁହାଯାଉଥିବା ଭାଷା ହେଉଛି ଚୀନର ମେଣ୍ଡରୀନ୍ ଭାଷା । କିନ୍ତୁ ଯଦି ଆପଣ ଭାବୁଛନ୍ତି ଯେ ଏହି ଲୋକପ୍ରିୟ ଭାଷା ମଧ୍ୟରେ ରାଷ୍ଟ୍ରଭାଷା ହିନ୍ଦୀର ସ୍ଥାନ ନାହିଁ ତେବେ ଆପଣଙ୍କ ଭାବନା ଭୁଲ୍ । ଆଜି ଆମେ ଆପଣଙ୍କୁ ଦୁନିଆରେ…
Read More...

ଦାମୀ ଜିନିଷ ମିଳୁଛି ଶସ୍ତାରେ ! ଏମିତି ଏକ ଦୋକାନ ଯେଉଁଠି ପ୍ରତି ଜିନିଷର ଦାମ ୧୦ ଟଙ୍କା ।

ଆଜିର ମହଙ୍ଗା ଯୁଗରେ ଆପଣ କେବେ ଚିନ୍ତା କରିଛନ୍ତି ,୧୦ଟଙ୍କାରେ ସବୁ ଜିନିଷ ମିଳିଯାଏ ବୋଲି । ହେଲେ ଏକଥା ସତ । ଏମିତି ଏକ ଦୋକାନ ଅଛି ଲୁଧିଆନାରେ ଯେଉଁଠି ୧୦ଟଙ୍କା ଦାମରେ ସବୁ ଜିନିଷ ମିଳିଯାଇପାରୁଛି । ପ୍ରକାଶିତ ଖବର ଅନୁସାରେ , ଗରିବ ଲୋକଙ୍କୁ ସାହାଯ୍ୟ କରିବାର ଲକ୍ଷ୍ୟ ନେଇ…
Read More...

ଆଜି ଶତାବ୍ଦୀର ଦୀର୍ଘତମ ଚନ୍ଦ୍ରଗ୍ରହଣ ! ରାତି ୧୧ଟା ୫୪ରେ ଦୃଶ୍ୟମାନ ହେବ ବିରଳ ମହାଜାଗତିକ ଦୃଶ୍ୟ ।

କନକ ବ୍ୟୁରୋ : ଆଜି ଆଷାଢ଼ ପୂଣ୍ଣିମାରେ ଏ ଶତାବ୍ଦୀର ସବୁଠୁ ବଡ ଚନ୍ଦ୍ର ଗ୍ରହଣ ହେବ । ଗ୍ରହଣର ୯ଘଂଟା ପୂର୍ବରୁ ଅର୍ଥାତ୍ ଆଜି ଅପରାହ୍ନ ୨ଟା ୪୫ମିନିଟ୍ରୁ ପାକତ୍ୟାଗ ଓ ଦେବ ନୀତି ନିଷିଦ୍ଧ ରହିବ । ରାତି ୧୧ଟା ୫୩ମିନିଟ୍ ୪୮ ସେକେଣ୍ଡରେ ଗ୍ରହଣ ସ୍ପର୍ଶ ହେବ । ଏବଂ ରାତି ୧ଘଂଟା ୧୫…
Read More...