Browsing Category

ସ୍ପେଶାଲ୍ ରିପୋର୍ଟ

ଟଙ୍କା ଦ୍ୱାରା ମୂଲ୍ୟବାନ ସାମଗ୍ରୀ କିଣିହୁଏ ସିନା କିଣିହୁଏନି ସଚ୍ଚୋଟତା ଆଉ ସାଧୁତା ! ରିକ୍ସାଚାଳକ ମଣ୍ଟୁ ଫେରାଇଲେ…

ଆଜିକାଲି କିଛି ଲୋକଙ୍କର ଭ୍ରାନ୍ତ ଧାରଣା ରହିଛି, ଟଙ୍କା ଥିଲେ ମଣିଷ ସବୁକିଛି କରିପାରିବ । ଟଙ୍କା ଦ୍ୱାରା ଜିନିଷପତ୍ର କିଣିହୁଏ ସିନା, ହେଲେ ସଚ୍ଚୋଟତା, ସାଧୁତା ଓ ଆତ୍ମସମ୍ମାନ କିଣିହୁଏନି । ଏସବୁ ମଣିଷର ବ୍ୟକ୍ତିଗତ ପ୍ରବୃତ୍ତି । କୌଣସି ଟଙ୍କା ସୁନା ରୂପା ଏସବୁ ଗୁଣକୁ କିଣିପାରେନି ।…
Read More...

ସମୁଦ୍ରକୂଳରେ ଆତଙ୍କ ଖେଳାଇଛି ବିଷାକ୍ତ ଜେଲିଫିସ୍ : ସରକାର ଜାରି କଲେ ଆଡଭାଇଜରି, ଜାଣନ୍ତୁ କେଉଁଠିି

ସମୁଦ୍ର ଲହଡିର ମଜା ଉଠାଇବା ପାଇଁ ଏକାଧିକ ସଂଖ୍ୟାରେ ଲୋକ ମୁମ୍ବାଇ ସମୁଦ୍ରତଟରେ ସବୁବେଳେ ଉପସ୍ଥିତ ଥାଆନ୍ତି । କିନ୍ତୁ ବିଷାକ୍ତ ଜେଲିଫିସ୍ ଉପସ୍ଥିତ ଥିବା କାରଣରୁ କେତେକ ଲୋକଙ୍କ ଆହତ ହେବା ଘଟଣାକୁ ଦେଖି ସରକାର ଆଡଭାଇଜରି ଜାରି କରି ଲୋକଙ୍କୁ ସମୁଦ୍ର କୂଳକୁ ଯିବାକୁ ମନା କରିଛନ୍ତି ।…
Read More...

ଅଧ୍ୟୟନରୁ ହେଲା ଖୁଲାସା : ଭୋଳାନାଥଙ୍କୁ ଲାଗି ହେଉଥିବା କ୍ଷୀରରେ ମିଶୁଛି ୟୁରିଆ ।

ବର୍ତ୍ତମାନ ଶ୍ରାବଣ ମାସର ପବିତ୍ର ଯାତ୍ରାରେ ହଜାର ହଜାର କାଉଡିଆଙ୍କ ଭିଡ ଶୈବପୀଠମାନଙ୍କରେ ଦେଖିବାକୁ ମିଳିଥାଏ । ଆସ୍ତା ଏବଂ ଭକ୍ତିର ପରମ୍ପରାକୁ କିଛି ଅସାମାଜିକ ବ୍ୟବସାୟୀ କଳୁଷିତ କରିବାକୁ ଆଗେଇ ଆସିଛନ୍ତି । ଏଭଳି କଥା ଆମେ କହୁନୁ ସାମାଜିକ ବୈଜ୍ଞାନିକ ସଂସ୍ଥା ସ୍ପେକ୍ସ ତରଫରୁ ଏଭଳି…
Read More...

ହିରୋସୀମା ଦିବସ : ଜାଣନ୍ତୁ ହିରୋସୀମା ବିଧ୍ୱଂସର ପ୍ରମୁଖ କାରଣ ‘ଲିଟିଲ ବୟ’ ବିଷୟରେ, ଯାହା ନେଇଥିଲା ଜାପାନର ହଜାର…

ଅଗଷ୍ଟ ୬, ୧୯୪୫ରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜଣେ ଆମେରିକୀୟ ବି-୨୯ ବୋମା ବର୍ଷଣକାରୀ ଜାପାନର ହିରୋସୀମା ସହରରେ ଦୁନିଆର ପ୍ରଥମ ପରମାଣୁ ବୋମା ପକାଇଥିଲା । ହିରୋସୀମା ବୋମା ଆକ୍ରମଣକୁ ଆଜି ପୁରିଛି ୭୩ ବର୍ଷ । ଆକ୍ରମଣ ଏତେ ଭୀଷଣ ଥିଲା ଯେ, ତୁରନ୍ତ ସହରର ୯୦ ପ୍ରତିଶତ ଭାଗ ଧ୍ୱଂସ…
Read More...

ଦୁର୍ଗା ଅଷ୍ଟମୀ ଦିନ କାହିଁକି କନ୍ୟାମାନେ ପାଆନ୍ତି ପୂଜା ? ଜାଣିଛନ୍ତି କି ? 

ନବରାତ୍ରୀରେ ସପ୍ତମୀ ତିଥିରୁ କନ୍ୟା ପୂଜନ ଆରମ୍ଭ ହୋଇଥାଏ ଏବଂ ଏହି ସମୟରେ କନ୍ୟାଙ୍କୁ ଘରକୁ ଡାକି ତାଙ୍କର ସେବା ସକ୍ରାର କରାଯାଏ । କନ୍ୟାଙ୍କୁ ଧରିତ୍ରୀରେ ଦେବୀର ରୂପ ଭାବେ ଦେଖାଯାଏ । ଅଷ୍ଟମୀ ଦିନରେ ଛୋଟ ଛୋଟ କନ୍ୟାଙ୍କୁ ଦେବୀଙ୍କ ରୂପ ଭାବି ତାଙ୍କର ସ୍ୱାଗତ କରାଯାଏ । ବିଶ୍ୱାସ…
Read More...

ବିରାଟଙ୍କୁ ଦାଦାଙ୍କ ପରାମର୍ଶ ! ପ୍ରଥମ ଟେଷ୍ଟରେ ପରାଜୟ ପରେ ଦଳରେ ପରିବର୍ତ୍ତନ ନକରିବାକୁ କୋହଲିଙ୍କୁ ପରାମର୍ଶ ଦେଲେ…

ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ ମ୍ୟାଚରେ ଇଂଲଣ୍ଡ ଭାରତକୁ ହରାଇ ୧-୦ ରେ ଆଗୁଆ ରହିଛି । ଏହି ମ୍ୟାଚରେ ଭାରତ ଇଂଲଣ୍ଡ ଠାରୁ ୩୧ ରନରେ ହାରି ଯାଇଥିଲା । ବିରାଟ କୋହଲିଙ୍କୁ ଛାଡି ଅନ୍ୟ ଭାରତୀୟ ବ୍ୟାଟ୍ସମ୍ୟାନମାନେ ଇଂଲଣ୍ଡ ଖେଳାଳୀ ମାନଙ୍କ ଆଗରେ ହାର ମାନିଥିଲେ । ତେବେ ଆସନ୍ତା ଗୁରୁବାର ଠାରୁ…
Read More...

ଆରବିଆଇରେ ଚାକିରୀ କରିବାର ମଉକା ! ୬୨,୪୦୦ ରହିବ ଦରମା,ଏଭଳି ଉପାୟରେ କରନ୍ତୁ ଆବେଦନ । 

ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ (ଆରବିଆଇ) ତରଫରୁ ଅଫିସର,ଆସିଷ୍ଟାଣ୍ଟ ମ୍ୟାନେଜର,ଭ୍ୟାକେନ୍ସି ବାହାରି ଯାଇଛି । ଉପଯୁକ୍ତ ପ୍ରାର୍ଥୀ ଆବେଦନ କରିବା ପାଇଁ ନିମ୍ନରେ ଦିଆଯାଇଥିବା ବିବରଣୀ ଉପରେ ନଜର ପକାନ୍ତୁ । ପଦବୀ : ଲିଗାଲ୍ ଅଫିସର, ,ଆସିଷ୍ଟାଣ୍ଟ ମ୍ୟାନେଜର ଏବଂ ଅନ୍ୟ ପଦବୀ । ପଦବୀ…
Read More...

ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ: ‘ହ୍ୱାଟସଆପ’ର କେବଳ ଗୋଟିଏ ଫଟୋ ପାଇଁ ସର୍ବଶ୍ୱାନ୍ତ ହୋଇପାରନ୍ତି…

ସାରା ଦୁନିଆରେ ଯେଭଳି ଭାବରେ ସ୍ମାର୍ଟଫୋନ ଏବଂ ସୋସିଆଲ ମିଡିଆର ଚାହିଦା ବୃଦ୍ଧିପାଇବାରେ ଲାଗିଛି ଠିକ୍ ସେହିପରି ଏହାକୁ ନେଇ ଅପରାଧୀକ ଘଟଣା ମଧ୍ୟ ବଢିବାରେ ଲାଗିଛି । ଆଜିର ଦିନରେ କୌଣସି ବି ବ୍ୟକ୍ତିଙ୍କୁ ଟ୍ରେସ୍ କରିବା କିମ୍ବା ତାଙ୍କର ଜାସୁସୀ କରିବା ବହୁତ ସହଜ ହୋଇଗଲାଣି । ଏଭଳି…
Read More...

ଅଙ୍ଗନବାଡି ପିଲାଙ୍କୁ ନିଜ ହାତରେ ଜୋତା ପିନ୍ଧାଇଲେ ସୁନ୍ଦରଗଡ ଜିଲ୍ଲାପାଳ : ପ୍ରତ୍ୟେକ ଦିନ ଜୋତା ପିନ୍ଧି ପାଠ…

କନକ ବ୍ୟୁରୋ : ବର୍ତ୍ତମାନ ସମୟରେ ଓଡିଶାର ଜିଲ୍ଲାପାଳମାନେ ଅନେକ ସ୍କୁଲକୁ ଅଚାନକ ଗସ୍ତ କରୁଥିବା ଦେଖାଦେଇଛି । ତେବେ ଅଙ୍ଗନାବାଡି ପିଲାଙ୍କୁ ଚପଲ ପିନ୍ଧାଇଛନ୍ତି ଜିଲ୍ଲାପାଳ । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ନିରାଟ ସତ । ତେବେ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ସୁନ୍ଦରଗଡ…
Read More...

ବଜାରରେ ଉପଲବ୍ଧ ହେବ ସ୍ମାର୍ଟ ଅଳିଆକୁଣ୍ଡ ! ଏଣିକି ଅଳିଆ ପକାଇବା ହେବ ସହଜ, ଦୁର୍ଗନ୍ଧକୁ ରଖିବ ଦୂର ।

ବିକଶିତ ହୋଇଛି ସ୍ମାର୍ଟ ଅଳିଆକୁଣ୍ଡ ବା ସ୍ମାର୍ଟ ଡଷ୍ଟବିନ୍ । ଚୀନର ପ୍ରସିଦ୍ଧ ଇଲେକ୍ଟ୍ରୋନିକ୍ସ କମ୍ପାନୀ ଜିଓମି ପକ୍ଷରୁ ଏହାକୁ ବିକଶିତ କରାଯାଇଛି । ଏହା ସ୍ୱୟଂଚାଳିତ ଏବଂ ଅତି ଶକ୍ତିଶାଳୀ ସେନସର ଦ୍ୱାରା ପରିଚାଳିତ ଅଟେ । ଏହାର ଢାଙ୍କୁଣି ବାୟୁନିରୋଧୀ ହୋଇଥିବାରୁ ପରିବେଶ ଦୁର୍ଗନ୍ଧ…
Read More...