Browsing Category

ସ୍ପେଶାଲ୍ ରିପୋର୍ଟ

ବିପଦରେ ୭ ଲକ୍ଷ କର୍ମଚାରୀଙ୍କ ଚାକିରୀ ! ଆଇଟି ଏବଂ ବିପିଓ କ୍ଷେତ୍ର ହୋଇପାରେ ଅଧିକ ପ୍ରଭାବିତ

ସୂଚନା ଓ ପ୍ରଯୁକ୍ତିବିଦ୍ୟା ଏବଂ ବିପିଓ କ୍ଷେତ୍ରରେ ତଥା ସ୍ୱୟଂଚାଳିତ ଉପକରଣର ବ୍ୟବହାରର ପ୍ରଭାବ ଏହି କ୍ଷେତ୍ର ପରିସରରେ ଆସୁଥିବା ପାଖାପାଖି ୭ ଲକ୍ଷ ଚାକିରୀ ଉପରେ ପଡିବ । ୨୦୨୨ ମଧ୍ୟରେ ଏହିସବୁ କ୍ଷେତ୍ରରେ କାମ କରୁଥିବା ତଥା କମ୍ ଦକ୍ଷତା ସଂପର୍ଣ୍ଣ କର୍ମଚାରୀଙ୍କ ଚାକିରୀ ଯିବାର…
Read More...

ଡେରାରେ ଜାରି ରହିଛି ସର୍ଚ୍ଚ ଅପରେସନ୍ ! ନମ୍ବର ବିହୀନ ବିଳାସପୂର୍ଣ୍ଣ କାର ଓ ଫ୍ଲାଷ୍ଟିକ ମୁଦ୍ରା ଜବତ

ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମରହିମଙ୍କୁ ଦୁଷ୍କର୍ମ ମାମଲାରେ ୨୦ବର୍ଷ ଜେଲଦଣ୍ଡର ଶୁଣାଣି ହୋଇଛି । ସାଧ୍ୱୀ ଦୁÃcð ମାମଲାରେ ଏବେ ରାମ ରହିମ ଦଣ୍ଡ ଭୋଗୁଛନ୍ତି । ହରିୟାଣାର ସିରସା ସ୍ଥିତ ଡେରା ସଚ୍ଚା ସୌଦାରେ ଆରମ୍ଭ ହୋଇଛି ତଲାସି ଅଭିଯାନ । ସର୍ଚ୍ଚ ଅପରେସନରେ ଅର୍ଦ୍ଧ ସୈନିକ ବଳ ଓ…
Read More...

ରୋହିଙ୍ଗିଆ ମୁସଲମାନ ମାନେ କିଏ ? ତାଙ୍କର ଅସ୍ୱିତ୍ୱ ଏବେ ସଙ୍କଟରେ କାହିଁକି

ରୋହିଙ୍ଗିଆ ମୁସଲମାନ ମାନେ ଏବେ ଚର୍ଚ୍ଚାରେ ଅଛନ୍ତି । ଖବର ଆସୁଛି ତାଙ୍କ ଉପରେ ଅତ୍ୟାଚର ହେଉଛି । ଏଥିପାଇଁ ରୋହିଙ୍ଗିଆ ମୁସଲମାନ ମାନେ ଦେଶ ଛାଡ଼ି ପଳାୟନ କରୁଛନ୍ତି । ଭାରତ ମଧ୍ୟ ମିଆଁମାରୁ ଆସିଥିବା ରୋହିଙ୍ଗିୟା ମୁଲସମାନଙ୍କୁ ଆପଣାଇବା ପାଇଁ ମନା କରିଦେଇଛି । ମିଆଁମାରରେ ମଧ୍ୟ…
Read More...

ବିମୁଦ୍ରାକରଣ ପରେ ସରକାରଙ୍କୁ ମିଳିଲା ୪୯୦୦ କୋଟି ଟଙ୍କାର କଳାଧନ !

କନକ ବ୍ୟୁରୋ : ବିମୁଦ୍ରାକରଣ ପରେ ଦେଶରୁ କଳାଟଙ୍କା ବାହାର କରିବା ପାଇଁ ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା (ପିଏମଜିକେଓ୍ଵାଇ) ନାମରେ ଏକ ସ୍କିମ୍‌ ଘୋଷଣା କରିଥିଲେ । ଏହି ସ୍କିମ୍‌ରେ ସରକାର ୪୯୦୦ କୋଟି ଟଙ୍କାର କଳାଧନ ପାଇଛନ୍ତି । ୨୧ ହଜାର ଲୋକ ଏହି କଳାଧନ ଘୋଷଣା କରିଛନ୍ତି ।…
Read More...

ଭାରତ ହେବ ଇଲେକ୍ଟ୍ରିକ୍‌ ଗାଡ଼ିର ଦେଶ ! କିଛି ବର୍ଷ ଭିତରେ ପେଟ୍ରୋଲ୍‌ ଏବଂ ଡିଜେଲ୍‌ ଗାଡ଼ିର ଉତ୍ପାଦନ ବନ୍ଦ ହେବ

କନକ ବ୍ୟୁରୋ : ଭାରତରେ ପେଟ୍ରୋଲ୍‌ ଏବଂ ଡିଜେଲ୍‌ ଗାଡ଼ିକର ଭବିଷ୍ୟତ ଭଲ ନାହିଁ । ଆଗାମୀ କିଛି ବର୍ଷ ଭିତରେ ଏଭଳି ଗାଡ଼ି ଉତ୍ପାଦନ ବନ୍ଦ ହୋଇଯାଇପାରେ । ରାସ୍ତାରେ କେବଳ ଇଲେକ୍ଟ୍ରିକ୍‌ ଗାଡ଼ି ଗଡ଼ିବ । ଏବେ ଏହା ସ୍ୱପ୍ନ ଭଳି ଲାଗୁଥାଇପାରେ, ମାତ୍ର ଭବିଷ୍ୟତରେ ତାହା ହିଁ ହେବ । ଭବିଷ୍ୟତରେ…
Read More...

ଏକ ସମୟରେ ପାକ୍ ଓ ଚୀନ ସହ ଯୁଦ୍ଧ ନେଇ ସତର୍କ କରାଇଲେ ସେନା ମୁଖ୍ୟ ! ତେବେ ଯୁଦ୍ଧ ପାଇଁ ଭାରତୀୟ ବାୟୁସେନା ପ୍ରସ୍ତୁତ…

ଏକ ସମୟରେ ଚୀନ ଓ ପାକିସ୍ତାନ ସହ ହୋଇପାରେ ଯୁଦ୍ଧ । ତେଣୁ ଉଭୟ ଦେଶ ସହ ସମ୍ମୁଖ ଯୁଦ୍ଧ ପାଇଁ ପ୍ରସ୍ତୁତ ହେବା ଦରକାର ବୋଲି କହିଛନ୍ତି ସେନା ମୁଖ୍ୟ ଜେନେରାଲ ବିପିନ ରାୱତ । ଏକା ସମୟରେ ପାକିସ୍ତାନ ଓ ଚୀନ ସହ କରିବାକୁ ପଡିପାରେ, ଏନେଇ ନୂଆ ଦିଲ୍ଲୀରେ ଏକ ସେମିନାରରେ ଯୋଗ ଦେଇ ଏହା…
Read More...

ରାମ ରହିମଙ୍କ ଆଶ୍ରମର ପରିବା ଦର ! କଞ୍ଚାଲଙ୍କା ଗୋଟାକୁ ୧୦୦୦ଟଙ୍କା ଓ ଗୋଟିଏ ଅମୃତଭଣ୍ଡାକୁ ୫୦୦୦

ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମରହିମଙ୍କୁ ଦୁଷ୍କର୍ମ ମାମଲାରେ ୨୦ବର୍ଷ ଜେଲଦଣ୍ଡର ଶୁଣାଣି ହୋଇଛି । ଏହାପରେ ହରିୟାଣା ସରକାର ଡେରାରେ ସର୍ଚ୍ଚ ଅପରେସନ୍ କରି ସମ୍ପତ୍ତିର ଯାଞ୍ଚ ପାଇଁ ପ୍ରସ୍ତୁତ ହେଉଛନ୍ତି । ଏହି ସର୍ଚ୍ଚ ଅପରେସନ୍ ପାଇଁ ୫୦୦୦ ଯବାନଙ୍କୁ ନିୟୋଜିତ କରାଯାଇଛି ।…
Read More...

ଭାରତ କରିପାରେ ଆଉ ଏକ ସର୍ଜିକାଲ ଷ୍ଟ୍ରାଇକ ! ଜେନେରାଲ ଆମ୍ବୁଙ୍କ ସତର୍କ ସୂଚନା

କନକ ବ୍ୟୁରୋ: ପୁଣିଥରେ ହୋଇପାରେ ସର୍ଜିକାଲ ଷ୍ଟ୍ରାଇକ । ଆତଙ୍କବାଦକୁ ରୋକିବାକୁ ପୁଣି ଥରେ ଏଲଓସି ଡେଇଁବାକୁ ବାଧ୍ୟହେବେ ଭାରତୀୟ ଯବାନ । ଏଭଳି ସଙ୍କେତ ଦେଇଛନ୍ତି ନର୍ଥେନ କମାଣ୍ଡର ଜେନେରାଲ ଅଫିସର କମାଣ୍ଡିଂ (ଜିଓସି) ଏଲଟି. ଆମ୍ବୁ । ସେ କହିଛନ୍ତି ଯଦି ପଡୋଶୀ ଦେଶରୁ ଆତଙ୍କବାଦର ବିଲୋପ…
Read More...

ବିଜ୍ଞାନ କ୍ଷେତ୍ରରେ ନୂଆ ମାଇଲଖୁଂଟ ! ମାତ୍ର ୧୦ ସେକେଣ୍ଡରେ କ୍ୟାନ୍ସରକୁ ଚିହ୍ନଟ କରିବ ଏହି ପେନ୍

କନକ ବ୍ୟୁରୋ : କ୍ୟାନ୍ସର୍ ନାଁ ଶୁଣିଲେ ସମସ୍ତେ ଡରି ଯାଆନ୍ତି । କାରଣ ଅତ୍ୟନ୍ତ ଭୟଙ୍କର ତଥା ମାରାତ୍ମକ ରୋଗ ହେଉଛି କ୍ୟାନ୍ସର । କିନ୍ତୁ ଯଦି କୁହାଯାଏ ଏହି ବଡ ରୋଗକୁ ଚିହ୍ନଟ କରିପାରିବ ମାତ୍ର ଗୋଟିଏ ଛୋଟ ପେନ୍ ତେବେ ଆପଣ ନିଶ୍ଚୟ ଆଶ୍ଚଯ୍ୟ ହେବେ । ହେଲେ ଆଶ୍ଚଯ୍ୟ ଲାଗୁଥିବା ଏହି…
Read More...

୪ଜି ପରେ ଭାରତରେ ୫ଜି ! ବିଏସଏନଏଲ ଆରମ୍ଭ କରିପାରେ ସେବା

ଇଂଟରନେଟ୍ ବ୍ୟହାରକାରୀଙ୍କ ପାଇଁ ଭଲ ଖବର । ଭାରତରେ ୪ଜି ପରେ ଖୁବ ଶୀଘ୍ର ୫ଜି ଆରମ୍ଭ ହୋଇପାରେ । ସରକାରୀ କ୍ଷେତ୍ରର ଦୂର ସଂଚାର କମ୍ପାନୀ ଭାରତ ସଂଚାର ନିଗମ ଲିମିଟେଡ଼୍ (ବିଏସଏନଏଲ) ଆସନ୍ତା ବର୍ଷ ମଧ୍ୟରେ ୫ଜି ସେବା ଆରମ୍ଭ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ତେବେ ସୂଚନା…
Read More...