Browsing Category

ସ୍ପେଶାଲ୍ ରିପୋର୍ଟ

ଭାରତ କରିପାରେ ଆଉ ଏକ ସର୍ଜିକାଲ ଷ୍ଟ୍ରାଇକ ! ଜେନେରାଲ ଆମ୍ବୁଙ୍କ ସତର୍କ ସୂଚନା

କନକ ବ୍ୟୁରୋ: ପୁଣିଥରେ ହୋଇପାରେ ସର୍ଜିକାଲ ଷ୍ଟ୍ରାଇକ । ଆତଙ୍କବାଦକୁ ରୋକିବାକୁ ପୁଣି ଥରେ ଏଲଓସି ଡେଇଁବାକୁ ବାଧ୍ୟହେବେ ଭାରତୀୟ ଯବାନ । ଏଭଳି ସଙ୍କେତ ଦେଇଛନ୍ତି ନର୍ଥେନ କମାଣ୍ଡର ଜେନେରାଲ ଅଫିସର କମାଣ୍ଡିଂ (ଜିଓସି) ଏଲଟି. ଆମ୍ବୁ । ସେ କହିଛନ୍ତି ଯଦି ପଡୋଶୀ ଦେଶରୁ ଆତଙ୍କବାଦର ବିଲୋପ…
Read More...

ବିଜ୍ଞାନ କ୍ଷେତ୍ରରେ ନୂଆ ମାଇଲଖୁଂଟ ! ମାତ୍ର ୧୦ ସେକେଣ୍ଡରେ କ୍ୟାନ୍ସରକୁ ଚିହ୍ନଟ କରିବ ଏହି ପେନ୍

କନକ ବ୍ୟୁରୋ : କ୍ୟାନ୍ସର୍ ନାଁ ଶୁଣିଲେ ସମସ୍ତେ ଡରି ଯାଆନ୍ତି । କାରଣ ଅତ୍ୟନ୍ତ ଭୟଙ୍କର ତଥା ମାରାତ୍ମକ ରୋଗ ହେଉଛି କ୍ୟାନ୍ସର । କିନ୍ତୁ ଯଦି କୁହାଯାଏ ଏହି ବଡ ରୋଗକୁ ଚିହ୍ନଟ କରିପାରିବ ମାତ୍ର ଗୋଟିଏ ଛୋଟ ପେନ୍ ତେବେ ଆପଣ ନିଶ୍ଚୟ ଆଶ୍ଚଯ୍ୟ ହେବେ । ହେଲେ ଆଶ୍ଚଯ୍ୟ ଲାଗୁଥିବା ଏହି…
Read More...

୪ଜି ପରେ ଭାରତରେ ୫ଜି ! ବିଏସଏନଏଲ ଆରମ୍ଭ କରିପାରେ ସେବା

ଇଂଟରନେଟ୍ ବ୍ୟହାରକାରୀଙ୍କ ପାଇଁ ଭଲ ଖବର । ଭାରତରେ ୪ଜି ପରେ ଖୁବ ଶୀଘ୍ର ୫ଜି ଆରମ୍ଭ ହୋଇପାରେ । ସରକାରୀ କ୍ଷେତ୍ରର ଦୂର ସଂଚାର କମ୍ପାନୀ ଭାରତ ସଂଚାର ନିଗମ ଲିମିଟେଡ଼୍ (ବିଏସଏନଏଲ) ଆସନ୍ତା ବର୍ଷ ମଧ୍ୟରେ ୫ଜି ସେବା ଆରମ୍ଭ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ତେବେ ସୂଚନା…
Read More...

ଯୋଗଗୁରୁ ବାବା ରାମଦେବଙ୍କୁ ଝଟକା ! ପତଞ୍ଜଳୀ ସାବୁନ୍ ବିଜ୍ଞାପନରେ ଅଙ୍କୁଶ ଲଗାଇଲେ ବମ୍ବେ ହାଇକୋର୍ଟ

କନକ ବ୍ୟୁରୋ : ଖାଉଟି ବଜାରରେ ସୁନାମୀ ପରି ପ୍ରବେଶ କରିଥିବା ଯୋଗଗୁରୁ ବାବା ରାମଦେବଙ୍କ ପତଞ୍ଜଳୀକୁ ମିଳିଛି ଝଟକା । ଆଗାମୀ ଶୁଣାଣି ପର୍ଯ୍ୟନ୍ତ ବମ୍ବେ ହାଇକୋର୍ଟ ପତଞ୍ଜଳୀ ସାବୁନର ବିଜ୍ଞାପନର ପ୍ରସାରଣ ଉପରେ ଅଙ୍କୁଶ ଲଗାଇଛନ୍ତି ।  ଏଫଏମଏସଜି କମ୍ପାନି ହିନ୍ଦୁସ୍ଥାନ ୟୁନିଲିବରର ନାମୀ…
Read More...

ରମାଦେବୀରେ ଜମୁଛି ପ୍ରଚାର ! ସବୁ ପ୍ରାର୍ଥୀଙ୍କ ଗୋଟିଏ ମୁଦ୍ଦା ‘ଫୁଟ ଓଭର ବ୍ରିଜ’

କନକ ବ୍ୟୁରୋ: ଛାତ୍ର ସଂସଦ ନିର୍ବାଚନକୁ ନେଇ ସବୁ କ୍ୟାମ୍ପସରେ ଉକ୍ରଣ୍ଠା ଲାଗି ରହିଥିବା ବେଳେ ପ୍ରଚାର ବି ଫକା ପଡୁନି । ବିଭିନ୍ନ ଇସ୍ୟୁ ନେଇ ପ୍ରାର୍ଥୀ ପ୍ରଚାର କରୁଛନ୍ତି । ତେବେ ରମାଦେବୀ ବିଶ୍ୱବିଦ୍ୟାଳୟରେ ଏଥର ଇସ୍ୟୁ ରହିଛି ଫୁଟ ଓଭର ବ୍ରିଜ । ସବୁ ସଙ୍ଗଠନର ପ୍ରାର୍ଥୀ ଏଇ ସମାନ…
Read More...

ପୁଣି ବାଜି ମାରିଲା ଜିଓ ! ଏୟାରଟେଲକୁ ପଛରେ ପକାଇ ଡାଟା ବେଗରେ ଲଗାତାର ୭ ମାସ ଧରି ଶୀର୍ଷରେ ଜିଓ

ପୁଣି ବାଜି ମାରିଲା ରିଲାଏନ୍ସ ଜିଓ । ଏଥର କିନ୍ତୁ ଜିଓ ଫୋନ୍ କିମ୍ବା କୌଣସି ନୂଆ ଅଫର ପାଇଁ ନୁହେଁ । ରିଲାଏନ୍ସ ଜିଓ ମାସିକ ଡାଟା ବେଗରେ ବାଜି ମାରିଛି ଓ ସମସ୍ତଙ୍କ ଆଗରେ ରହିଛି । ଭାରତୀୟ ଦୂରସଞ୍ଚାର ନିୟାମକ ପ୍ରାଧିକରଣ (ଟ୍ରାଇ)ର ତଥ୍ୟ ଅନୁସାରେ ଏହି ସୂଚନା ମିଳିଛି । ରିଲାଏନ୍ସ ଜିଓ…
Read More...

ମିଆଁମାରରେ ଶରଣାର୍ଥୀ ସମସ୍ୟା ! ଆଙ୍ଗ୍ ସାନ୍ ସୁ କି ଙ୍କୁ ମୋଦିଙ୍କ ସମର୍ଥନ

କନକ ବ୍ୟୁରୋ : ମିଆଁମାରରେ ରୋହିଙ୍ଗ୍ୟା ମୁସଲମାନ ଅନୁପ୍ରବେଶକାରୀଙ୍କ ସମସ୍ୟା ଓ ଥଇଥାନକୁ ନେଇ ଚର୍ଚା ଜୋର ଧରିଛି । ସଂଖ୍ୟାଲଘୁ ମୁସଲମାନ ସମୁଦାୟ ଓ ସଂଖ୍ୟା ଗରିଷ୍ଠ ବୋ÷ଦ୍ଧଧର୍ମାବଲମ୍ବିଙ୍କ ମଧ୍ୟରେ ବିଶ୍ୱାସ ତୁଟିଯାଇଥିବା ବେଳେ ମିଆଁମାରରେ ଏକପ୍ରକାର ଭୟ ପରିସ୍ଥିତି ସୃ୍ଷ୍ଟି ହୋଇଛି ।…
Read More...

ଓଡିଆ ସେନା ଅଧିକାରୀଙ୍କୁ ସାହସିକତା ପଦକ ! ଏକାକୀ ମାରିଥିଲେ ୧୦ ପାକ୍ ଆତଙ୍କବାଦୀ

କନକ ବ୍ୟୁରୋ : ମେ’ମାସ ୨୬ ତାରିଖ, ରାତି ପାଖାପାଖି ୩ଟା । ଏଲଓସି ସୀମବବର୍ତ୍ତୀ ଉରି ସେକ୍ଟରରେ ପହରାରତ ଆଡଭାନ୍ସପାର୍ଟିର ଜଣେ ସୈନିକ ନିଜ ନାଇଟଭିଜନ ବାଇନାକୁଲାରରେ ପାକିସ୍ତାନ ପଟରୁ କିଛି ମଣିଷଙ୍କୁ ଭାରତ ଦିଗକୁ ଆସୁଥିବା ଦେଖିବାକୁ ପାଇଲେ । ଧୀରେ ଧୀରେ ସେମାନେ ଯେତିକି ପାଖେଇ…
Read More...

ଆସିଲା ନୂଆ କ୍ୟାମେରା ! ଦେଖିହେବ ଶରୀର ଭିତରର ଦୃଶ୍ୟ

କନକ ବ୍ୟୁରୋ: ଚିକିତ୍ସା ବିଜ୍ଞାନରେ ପ୍ରଥମ । ଶରୀର ଭିତରର ଟିକିନିକି ଦୃଶ୍ୟକୁ କରିହେବ ରେକର୍ଡ । କୋଉଠି କଣ ଅଛି ସବୁ ଦେଖିହେବ । ଏଥିପାଇଁ ବୈଜ୍ଞାନିକ ମାନେ ତିଆରି କରିଛନ୍ତି ଏକ ସୂକ୍ଷ୍ମ କ୍ୟାମେରା । ଯାହା ଶରୀର ଭିତରକୁ ଯାଇ ଭିତରର ଦୃଶ୍ୟକୁ ଦେଖାଇପାରିବ । ଯେକୌଣସି ରୋଗ ହେଉ ନା…
Read More...

ଗୌରୀଙ୍କୁ ମାରିଲା କିଏ ! ଖୋଲାମତ ନା ବିଚାରଧାରା

କନକ ବ୍ୟୁରୋ: ବରିଷ୍ଠ କନ୍ନଡ ପତ୍ରକାର ଗୌରୀ ଲଙ୍କେଶଙ୍କର ହତ୍ୟା ପରେ ଅନେକ ପ୍ରଶ୍ନ ଏବେ ଉଙ୍କିମାରିଛି । କିଏ କାହିଁକି ହତ୍ୟା କଲା ଗୌରୀଙ୍କୁ । କିଏ ରଚିଥିିଲା ଷଡଯନ୍ତ୍ର । ନିର୍ଭୟରେ ସବୁ ଖବରକୁ ସାମ୍ନାକୁ ଆଣୁଥିବା ଜଣେ ଲେଡି ଜର୍ଣ୍ଣାଲିଷ୍ଟଙ୍କ ହତ୍ୟା ପଛର କାରଣ କଣ ହୋଇପାରେ ।…
Read More...