Browsing Category

ସ୍ପେଶାଲ୍ ରିପୋର୍ଟ

ଜିଓ ଚଳାଇଲା ଚାଲ୍ ! ଯାହା ବାକି କଂପାନୀଙ୍କୁ କରିଦେବ ବେହାଲ୍

ଭୋଡାଫୋନ ଏବଂ ଏୟାରଟେଲ୍ ହେଉଛନ୍ତି ଦେଶର ଦୁଇଟି ସବୁଠାରୁ ବଡ ମୋବାଇଲ କଂପାନୀ । ବିଗତ ଏକ ବର୍ଷ ମଧ୍ୟରେ ଜିଓ ଯେଭଳି ଭାବେ ବଜାରରେ ନିଜର ଦବଦବା ଜାହୀର କରିବାରେ ଲାଗିଛି ତାକୁ ଟକ୍କର ଦେବାକୁ ଅନ୍ୟ କଂପାନୀମାନେ ଯେତେବି ପ୍ଲାନ ଆପଣେଇବାରେ ଲାଗିଛନ୍ତି ସେ ସବୁ ଫ୍ଲପ ହେବାରେ ଲାଗିଛି ।…
Read More...

ଭାରତ ହେବ ଇଲେକ୍ଟ୍ରିକ୍ ଗାଡ଼ିର ଦେଶ ! ବନ୍ଦ ହୋଇପାରେ ପେଟ୍ରୋଲ୍, ଡିଜେଲ ଚାଳିତ ଯାନ

ଭାରତରେ ପେଟ୍ରୋଲ୍ ଏବଂ ଡିଜେଲ୍ ଗାଡ଼ିକର ଭବିଷ୍ୟତ ଭଲ ନାହିଁ । ଆଗାମୀ କିଛି ବର୍ଷ ଭିତରେ ଏଭଳି ଗାଡ଼ି ଉତ୍ପାଦନ ବନ୍ଦ ହୋଇଯାଇପାରେ । ରାସ୍ତାରେ କେବଳ ଇଲେକ୍ଟ୍ରିକ୍ ଗାଡ଼ି ଗଡ଼ିବ । ଏବେ ଏହା ସ୍ୱପ୍ନ ଭଳି ଲାଗୁଥାଇପାରେ, ମାତ୍ର ଭବିଷ୍ୟତରେ ତାହା ହିଁ ହେବ । ଭବିଷ୍ୟତରେ ଦେଶରେ ବିଭିନ୍ନ…
Read More...

‘ନୋ ଫ୍ଲାଏ ଲିଷ୍ଟ୍‍’ ନିୟମ: ବିମାନରେ ବିଶୃଙ୍ଖଳା ମହଙ୍ଗା ପଡ଼ିବ

ବିମାନ ଯାତ୍ରା ବେଳେ କୌଣସି ପ୍ରକାର ବିଶୃଙ୍ଖଳା ମହଙ୍ଗା ପଡ଼ିବ । ସରକାର ଏଭଳି ଏକ ନିୟମ ପ୍ରଣୟନ କରିବାକୁ ଯାଉଛନ୍ତି ଯାହା ବିଶୃଙ୍ଖଳିତ ଯାତ୍ରୀମାନଙ୍କ ଉପରେ ବାସନ୍ଦ ଲଗାଇପାରିବ । ବିଶୃଙ୍ଖଳାକୁ ତିନିଟି ସ୍ତରରେ ଭାଗ କରାଯାଇଛି । ତାହା ହେଉଛି ମୌଖିକ, ଶାରିରୀକ ଏବଂ ଜୀବନକୁ ବିପଦ ଥିବା…
Read More...

ଦୃଢ ଇଚ୍ଛା ଶକ୍ତିର ମହିଳା ! ବାଇକରେ ସାରା ଦେଶ ବୁଲି ମହିଳାଙ୍କୁ ଦେଉଛନ୍ତି ସଚେତନତାର ବାର୍ତ୍ତା

କନକ ବ୍ୟୁରୋ : ଅଦମ୍ୟ ସାହାସ ଓ ଦୃଢ ଇଛାଶକ୍ତି ମନୁଷ୍ୟକୁ ଲକ୍ଷ୍ୟ ସ୍ଥଳରେ ପଂହଚାଇଥାଏ । ଏହିଭଳି ଜଣେ ସଫଳ ମହିଳା ବାଇକର ହେଲେ ଗୁଜୁରାଟ କଛ ଜିଲାର ଟ୍ୱିଙ୍କଲ କାପାଡିଆ । ଦୀର୍ଘ ୫ ବର୍ଷ ହେବ ସେ ବାଇକ ରାଇଡିଂ କରିଆସୁଛନ୍ତି । ଆଉ ଲକ୍ଷ୍ୟ ବାଇକରେ ବୁଲି ଭାରତର ଖୋଜ୍ କରିବା । ଦେଶର…
Read More...

ବାବା ରାମ ରହିମଙ୍କ ବେବି ଗେଟ୍ । ଆଲମାରୀ ଥିଲା ଗୁପ୍ତ ମାଧ୍ୟମ, ପହଂଚୁଥିଲେ ଝିଅଙ୍କ କଲେଜରେ

ମାପିହେଉନି ରାମରହିମଙ୍କ ପାପର ଗଭୀରତା । ଦୁଷ୍କର୍ମ ମାମଲାରେ ବାବା ରାମ ରହିମ ଦୋଷୀ ସାବ୍ୟସ୍ତ ହୋଇ ୨୦ ବର୍ଷ କାଳ ଜେଲ ଯିବା ପରେ ଏବେ ପ୍ରତିଦିନ ସାମ୍ନାକୁ ଆସିବାରେ ଲାଗିଛି ବାବାଙ୍କର କଳା କାରନାମାର ଇତିହାସ । ପଂଚତାରକା ହୋଟେଲ ଭଳି ଆଜି ମଧ୍ୟ ତଲାସି କରାଯାଇଛି ବାବାଙ୍କର ଆଶ୍ରମ ଆଉ…
Read More...

ୟୁଜିସିର ନିର୍ଦ୍ଦେଶ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଷଣ ଶୁଣିବାକୁ ଛାତ୍ରଛାତ୍ରୀ ବାଧ୍ୟ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଷଣ ଶୁଣିବାକୁ ଛାତ୍ରଛାତ୍ରୀ ବାଧ୍ୟ । ଆସନ୍ତା ତଥା ସେପ୍ଟେମ୍ବର ୧୧ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ଏକ କାର୍ଯ୍ୟକ୍ରମରେ ଦେବାକୁ ଯାଉଥିବା ଭାଷଣକୁ ସମସ୍ତ ଛାତ୍ରଛାତ୍ରୀ ଶୁଣିବାକୁ ନିବେଦନ କରିଛି ୟୁଜିସି । ସୂଚନା ମୁତାବକ, ୟୁନିଭର୍ସିଟି ଅଫ୍…
Read More...

୩୦ ଟଙ୍କାରୁ କମ୍ ଦାମ୍ ଥିବା ୧୦ଟି ଡାଟା ପ୍ଲାନ୍ ! ଯେଉଁଥିରେ ରହିଛି ଅନଲିମିଟେଡ୍ ଫାଇଦା

ଯଦି ଆପଣ ଏଭଳି କୌଣସି ଶସ୍ତା ପ୍ଲାନ ସନ୍ଧାନରେ ରହିଛନ୍ତି ଯେଉଁଥିରେ କି କମ୍ ବଜେଟରେ ହିଁ ଅସୀମ ଡାଟା ଏବଂ ଅସୀମ କଲିଂର ସୁବିଧା ରହିଥିବ । ତେବେ ଆପଣଙ୍କର ଏହି ଇଚ୍ଛା ଏବେ ପୁରଣ ହୋଇପାରେ । କାରଣ ଆଜି ଆମେ ଆପଣଙ୍କୁ ୩୦ ଟଙ୍କାରୁ କମ୍ ମୂଲ୍ୟ ଥିବା ଏୟାରଟେଲ, ଭୋଡାଫୋନ, ଜିଓ ଏୟାରସେଲ୍ ଏବଂ…
Read More...

ଆଉ ଦରକାର ପଡିବନି ଓଟିପି କିମ୍ବା ଫିଙ୍ଗର ପ୍ରିଣ୍ଟ । ହସିଦେଲେ ହୋଇଯିବ ପେମେଣ୍ଟ

ସମୟ ସାଙ୍ଗରେ ତାଳ ଦେଇ ଧୀରେ ଧୀରେ ଡିଜିଟାଲ ଅଡକୁ ଗତି କରୁଛି ଆଜିର ସମାଜ । ଏବେ ପୂରା ସମାଜ ଡିଜିଟାଲ ମୁହାଁ । ଏବେ ପ୍ରତି କ୍ଷେତ୍ରକୁ ଡିଜିଟାଲଆଇଜେସନରେ ପରିଣତ କରାଯାଉଛି । ଏପରିକି ଭାରତରେ ମଧ୍ୟ ଡିଜିଟାଲଆଇଜେସନର ଝଲକ ଦେଖିବାକୁ ମିଳିଛି । ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଭାରତରେ…
Read More...

ଫେସବୁକ ଆଣିବ ନୂଆ ଫିଚର ! ଏଣିକି କମେଣ୍ଟ ହେବ ରଙ୍ଗୀନ, ପରୀକ୍ଷାମୂଳକ ଭାବେ ଆରମ୍ଭ ହେଲା ନୂଆ ଫିଚର

କନକ ବ୍ୟୁରୋ : ଏବେ ବିଶ୍ୱର ଅଧିକାଂଶ ଲୋକ ସୋସିଆଲ ମିଡିଆ ସାଇଟ୍ ଫେସବୁକର ପ୍ରେମରେ ପଡିଯାଇଛନ୍ତି । ଲୋକଙ୍କ ମଧ୍ୟରେ ଏହା ଯେତେ ଗ୍ରହଣୀୟ ହେଉଛି ଫେସବୁକ ସେହି ଅନୁସାରେ ବ୍ୟବହାରକାରୀଙ୍କ ପାଇଁ ନୂଆ ନୂଆ ଫିଚର ସାମ୍ନାକୁ ଆଣୁଛି । ଫେସବୁକ ପ୍ରତିଦିନ କିଛି ନା କିଛି ନୂଆ ଫିଚର ୟୁଜର…
Read More...

ସମ୍ବଲପୁରୀ ଶାଢ଼ୀ ପିନ୍ଧି କାର୍ଯ୍ୟଭାର ନେଲେ ନିର୍ମଳା ସୀତାରମଣ ! ପଢ଼ନ୍ତୁ କେଉଁଠି ପହଞ୍ଚିଛି ଆମ ସଂସ୍କୃତି

କନକ ବ୍ୟୁରୋ : ଦେଶର ପ୍ରଥମ ପୂର୍ଣ୍ଣକାଳୀନ ମହିଳା ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ କାର୍ଯ୍ୟଭାର ଗ୍ରହଣ କରିବା ବେଳେ ପିନ୍ଧିଥିଲେ ସମ୍ବଳପୁରୀ ଶାଢ଼ୀ । ଓଡିଶାର ସମ୍ବଳପୁରୀ ପାଟ ଦେଶବିଦେଶରେ ଖ୍ୟାତି ଅର୍ଜନ କରିଥିବା ବେଳେ ଦେଶର ପ୍ରତିରକ୍ଷା ମନ୍ତ୍ରୀ ଏହାକୁ ପିନ୍ଧିବା ଦେଖି ଅନେକ…
Read More...