Browsing Category

ସ୍ପେଶାଲ୍ ରିପୋର୍ଟ

ବ୍ୟାଙ୍କ ଖାତାଧାରୀଙ୍କୁ ଝଟକା ! ଏଣିକି ଏଟିଏମରୁ ଟଙ୍କା ଉଠାଇବା ଗ୍ରାହକଙ୍କୁ ପଡିବ ମହଙ୍ଗା

ପଂଜାବ ନ୍ୟାସନାଲ ବ୍ୟାଙ୍କ ତଥା ପିଏନବିର ଗ୍ରାହକଙ୍କୁ ପୁଣି ଏକ ଝଟକା । ଏଣିକି ଗୋଟିଏ ମାସରେ ୫ରୁ ଅଧିକ ଥର ଏଟିଏମରୁ ଟଙ୍କା ଉଠାଇଲେ ଦେବାକୁ ପଡିବ ଚାର୍ଜ । ତେବେ ଏହି ନିୟମ ଆସନ୍ତା ମାସ ତଥା ଅକ୍ଟୋବର ମାସରୁ କାର୍ଯ୍ୟକାରୀ କରାଯିବ । ବର୍ତ୍ତମାନ ସମୟରେ ଗ୍ରାହକଙ୍କୁ ପିଏନବିର ଏଟିଏମରୁ…
Read More...

ଆପଣ ବି କରିପାରିବେ ନିଜ ମୋବାଇଲ ନମ୍ବରକୁ ଆଧାର ସହ ସଂଯୋଗ ! ଆପଣାନ୍ତୁ ଏହି ସହଜ ତରିକା

ମୋବାଇଲ ନମ୍ବରକୁ ଆଧାର ସହ ଲିଙ୍କ କରିବା ବାଧ୍ୟତାମୂଳକ ବୋଲି ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଯଦି ସରକାରଙ୍କର ଏହି ନିୟମକୁ ଅବମାନନା କରାଯାଏ ତେବେ ନିର୍ଦ୍ଧାରିତ ତାରିଖ ପରେ ଆପଣଙ୍କର ମୋବାଇଲ ନମ୍ବରକୁ ବନ୍ଦ କରିଦିଆଯିବ ବୋଲି ଏହି ନିର୍ଦ୍ଦେଶନାମାରେ ଜାରି କରାଯାଇଛି । ତେଣୁ ଯଦି…
Read More...

ମହିନ୍ଦ୍ରା ଲଂଚ କଲା ଇ-ରିକ୍ସା ! ଥରେ ଚାର୍ଜ କଲେ ୮୫ କିମି ଚାଲିବ

ମହିନ୍ଦ୍ରା ଲଂଚ କଲା ଇ-ରିକ୍ସା । ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଇ-ରିକ୍ସା କ୍ଷେତ୍ରରେ ପାଦ ରଖିଛି । କମ୍ପାନୀ ଇ-ଆଲଫା ମିନି ନାମକ ଇ–ରିକ୍ସା ଲଂଚ କରିଛି । ଯାହାର ମୂଲ୍ୟ ପାଖାପାଖି ୧.୧୨ ଲକ୍ଷ ଟଙ୍କା ରହିଛି । ଏହି ଇ-ରିକ୍ସାକୁ କୋଲକାତା, ଲକ୍ଷ୍ନୌ ଓ ଦେଶର ଅଲଗା ଅଲଗା ସ୍ଥାନରେ ବିକ୍ରି…
Read More...

ମୋବାଇଲରୁ ଟଙ୍କା ଚୋରି କରୁଛି ଭାଇରସ୍‌

ଲୋକମାନଙ୍କୁ ମୋବାଇଲ୍ ଫୋନରୁ ଟଙ୍କା ଚୋରି କରୁଥିବା ଏକ ଭାଇରସକୁ ଚିହ୍ନଟ କରାଯାଇଛି । ଏହି ଭାଇରସ୍ ନାମ ହେଉଛି ‘ଜାଫେକପି ଟ୍ରୋଜାନ୍’ । କାସ୍କପରସ୍କାଏ ଲ୍ୟାବର ବିଶେଷଜ୍ଞମାନେ ଏହି ଭାଇରସକୁ ଚିହ୍ନଟ କରିଛନ୍ତି । ମାଲଓୟାର ବର୍ଗର ଏହି ଟ୍ରୋଜାନ୍ ଲୋକମାନଙ୍କ ଅଜାଣତରେ ଟଙ୍କା ଚୋରି କରୁଛି…
Read More...

ନା ‘ସନ୍ଥ’ ନା ‘ମହାତ୍ମା’! ‘ଭଣ୍ଡ’ ହେଉଛନ୍ତି ଦେଶର ଏହି ୧୪ ଜଣ ବାବା, ଜାରି ହେଲା ତାଲିକା

କନକ ବ୍ୟୁରୋ : ଜାରି ହୋଇଛି ନକଲି ବାବାଙ୍କ ତାଲିକା । ଗୁରମିତ ରାମ ରହିମଙ୍କ ପୋଲ ଖୋଲିବା ପରେ ବାବାଙ୍କୁ ନେଇ ଏବେ ବିଭିନ୍ନ ମହଳରେ ତୀବ୍ର ସମାଲୋଚନା କରାଯାଉଛି । ଏନେଇ ହିନ୍ଦୁ ସାଧୁଙ୍କ ସର୍ବୋଚ୍ଚ ସଂଗଠନ ଅଖିଳ ଭାରତୀୟ ଅଖାଡା ପରିଷଦ ୧୪ ଜଣ ଭଣ୍ଡବାବାଙ୍କ ତାଲିକା ପ୍ରକାଶ କରିଛି ।…
Read More...

କର୍ମଚାରୀଙ୍କୁ କଂପାନୀ ଦେଉଛି ନୂଆ ସୁବିଧା ! ଆତ୍ମୀୟସ୍ୱଜନଙ୍କ ମୃତ୍ୟୁରେ ଶୋକ ପାଇଁ ମିଳୁଛି ‘ଆତ୍ମୀୟ ବିୟୋଗ ’ ଛୁଟି…

ସାରା ବିଶ୍ୱରେ ବେସରକାରୀ ସଂସ୍ଥାରେ ଅନେକ କର୍ମଚାରୀ ସବୁ ନିଯୁକ୍ତ ହୋଇଛନ୍ତି । ସେମାନେ ନିଜର ରୋଜଗାର ପାଇଁ ଅନେକ ଛୋଟ ଓ ବଡ କଂପାନୀରେ ଚାକିରୀ କରିଥାନ୍ତି । ଆଉ ଯେଉଁଥିରେ ଛୁୁଟି ଥାଏ ଖୁବ୍ କମ୍ । ନିଜର ଅଫିସ କାମ ଭିତରେ ପରିବାର ପାଇଁ ଅଧିକ ସମୟ ଦେଇପାରିନଥାନ୍ତି । ଆଉ ଯଦି ଏ ସମୟରେ…
Read More...

ହ୍ୱାଟସଆପ ହେଲା ଆହୁରୀ ସ୍ମାର୍ଟ ! ଲଂଚ କଲା ଦୁଇ ଦୁଇଟି ଦମଦାର ଫିଚର

ହ୍ୱାଟସଆପ ଏଣିକି ପୂର୍ବ ଅପେକ୍ଷା ଅଧିକ ସ୍ମାର୍ଟ ହେବାରେ ଲାଗିଛି । କାରଣ, ହ୍ୱାଟସଆପ ଏବେ ପ୍ରତିଦିନ କିଛି ନା କିଛି ନୂଆ ନୂଆ ଫିଚର ଜାରି କରିବାରେ ଲାଗିଛି । ତେବେ ଇତି ମଧ୍ୟରେ ହ୍ୱାଟସଆପ ଏଥରକ ଯେଉଁ ଦୁଇଟି ନୂଆ ଫିଚର ଆଣିଛି ତାହା ରହିଛି ଅତ୍ୟନ୍ତ ଆକର୍ଷଣୀୟ ଏବଂ ଦମଦାର । ଯାହାର ନାଁ…
Read More...

ବିନା ବିଦ୍ୟୁତରେ ବି କରିପାରିବେ ମୋବାଇଲ ଚାର୍ଜ ! ଜାଣନ୍ତୁ କିପରି

ଥରେ ଭାବନ୍ତୁ ତ ଆପଣ ସକାଳୁ କୌଣସି ଗୁରୁତ୍ୱପୂର୍ଣ୍ଣ କାମରେ ବାହାରିଛନ୍ତି ଆଉ ଠିକ୍ ଏହି ସମୟରେ ଆପଣଙ୍କ ମୋବାଇଲରେ ଚାର୍ଜ ନଥିବ ଏବଂ ଆପଣ ମୋବାଇଲକୁ ଚାର୍ଜରେ ବସାଇବାକୁ ଉଦ୍ୟମ କରୁଥିବାବେଳେ ହଠାତ୍ କରେଂଟ୍ ଚାଲିଯିବ ତେବେ ଏଭଳି ପରିସ୍ଥିତିରେ ଖାଲି ନିଜ କିମ୍ବା ବିଦ୍ୟୁତ ବିଭାଗ ଉପରେ…
Read More...

ମାସକୁ ମିଳୁଛି ୧୦ ହଜାର ନିଯୁକ୍ତି

ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ୍ ରାଜନ୍ ଗତ କିଛିଦିନ ହେଲା ଭାରତୀୟ ଅର୍ଥନୀତିର ବିଭିନ୍ନ ଦିଗ ଉପରେ ନିଜର ମତ ରଖିଆସୁଛନ୍ତି । ଏବେ ପୁଣି ଦେଶର ନିଯୁକ୍ତି କ୍ଷେତ୍ରର ନୈରାଶ୍ୟଜନକ ପ୍ରଦର୍ଶନ ନେଇ ସେ ମତ ରଖିଛନ୍ତି । ରାଜନଙ୍କ ପୂର୍ବ ମନ୍ତବ୍ୟ ପ୍ରଧାନମନ୍ତ୍ରୀଙ୍କ ପାଇଁ କିଛି…
Read More...

୧୯ ଜାଲ୍‌ କମ୍ପାନିକୁ ଧରିଲା ସିବିଆଇ

ବିଦେଶକୁ ୪୨୪ କୋଟି ଟଙ୍କା ପଠାଇଥିବା ୧୯ଟି ଜାଲ୍ କମ୍ପାନିକୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଧରିଛି । ଏମାନଙ୍କ ନାମରେ ଏତଲା ଦାଏର କରିଛି । ଦେଶର ନିୟାମକ ସଂସ୍ଥା ଏବଂ ରିଜର୍ଭ ବ୍ୟାଙ୍କକୁ ଚକମା ଦେବା ଲାଗି ସେମାନେ ୭୦୦ ଥରରେ ବିଦେଶକୁ ଉପରୋକ୍ତ ରାଶିର ଅର୍ଥ ପଠାଇଛନ୍ତି । ଜାଲ୍…
Read More...