Browsing Category

ସ୍ପେଶାଲ୍ ରିପୋର୍ଟ

ବାଲ୍ୟବିବାହରୁ ଛାଡପତ୍ର ଯାଏଁ ଅନୀତାଙ୍କ ସଂଘର୍ଷର କାହାଣୀ : ୨୫ ବର୍ଷରେ ଡିଏସପି ଚାକିରୀ ।

ସବୁ ଶୃଙ୍ଖଳିତ ଛାତ୍ରଛାତ୍ରୀଙ୍କ ଲକ୍ଷ୍ୟ ଥାଏ ସମାଜ ପାଇଁ କିଛି କରିବା ସହ ଭଲ ଚାକିରୀକରିବା । ଯେତେ ଝଡଝଂଜା ଆସିଲେ ବି ନଡରି, କଠିନ ପରିଶ୍ରମ କରି ସେମାନେ ଆଗକୁ ମାଡିଚାଲନ୍ତି । ସେହିଭଳି ଜଣେ ମେଧାବୀ ଛାତ୍ରୀ ହେଉଛନ୍ତି ଅନୀତା ପ୍ରଭା ଶର୍ମା । ସ୍କୁଲ ଜୀବନରେ ସଫଳତା ପାଇଥିବା ଅନୀତା…
Read More...

ଆପଣଙ୍କ ବିନା ଅନୁମତିରେ ଫୋନ ଛୁଇଁଲେ ବାଜିବ ଆଲାର୍ମ ।  ଜାଣନ୍ତୁ ପୂରା ପ୍ରକ୍ରିୟା

ଆପଣ ନିଶ୍ଚୟ ସ୍ମାର୍ଟଫୋନ ବ୍ୟବହାର କରୁଥିବେ ଆଉ ଅଧିକାଂଶ ସମୟରେ ଆପଣ ଆପଣଙ୍କର ଫୋନକୁ କେଉଁଠି ଛାଡି ଆସିବାର ବେମାରି ମଧ୍ୟ ରହିଥିବ । ଯାହାଦ୍ୱାରା କେହି ଆପଣଙ୍କୁ ଫୋନକୁ ଆପଣଙ୍କ ଅନୁମତି ବିନା ବ୍ୟବହାର କରିପାରନ୍ତି । ଏପରିକି ଫୋନ ଚୋରି ହେବାର ମଧ୍ୟ ଯଥେଷ୍ଟ ସମ୍ଭାବନା ରହିଥାଏ । ଥରେ…
Read More...

ଏଣିକି ପେଟ୍ରୋଲ ଦେବନି ଟେନସନ୍  ! ବଜାରକୁ ଆସିଲା ଇଲେକ୍ଟ୍ରିକ୍ ସ୍କୁଟର, ପେଟ୍ରୋଲ ପରିବର୍ତ୍ତେ ବିଦ୍ୟୁତରେ ଚାଲିବ…

ପେଟ୍ରୋଲ, ଡିଜେଲର ଦରକୁ ନେଇ ସବୁବେଳେ ଚିନ୍ତାରେ ଥାଆନ୍ତି ଗ୍ରାହକ । କ୍ରମାଗତଭାବେ ପେଟ୍ରୋଲ ଆଉ ଡିଜେଲର ଦାମ ବଢିବା ଚିନ୍ତା ବଢାଇଥାଏ ଖାଉଟିଙ୍କର । କିନ୍ତୁ ଏବେ ଆସିଛି ଆଶ୍ୱସ୍ତିର ଖବର । ଭାରତରେ ପେଟ୍ରୋଲ ଓ ଡିଜେଲ ଚାଳିତ ଗାଡିର ମିଳିଛି ବଡ ବିକଳ୍ପ । ଏଣିକି ବିଦ୍ୟୁତରେ ଚାଲିବ…
Read More...

୨୦୧୫ ମସିହା , ଟି-୨୦ ମ୍ୟାଚକୁ ନେଇ ଐତିହାସିକ ବାରବାଟୀ ହୋଇଥିଲା ବଦନାମ୍ ! କାହିଁକି ଜାଣନ୍ତୁ 

୨୦୧୫ ମସିହା  । ଅକ୍ଟୋବର ୫ ତାରିଖ  । ସୋମବାର ଅପରାହ୍ଣ  । ସମୟ ପାଖାପାଖି ୪ଟା  । ଦକ୍ଷିଣ ଆଫ୍ରିକା – ଭାରତ ଟି-୨୦ ମ୍ୟାଚ୍ ଦେଖିବାକୁ ବାରବାଟୀ ଷ୍ଟାଡ଼ିୟମ୍ ଆଗରେ ଲାଗିଥିଲା ଅସମ୍ଭବ ଗହଳି  । ବାଉନ ବଜାର ତେପନ ଗଳିର କଟକ ସହର ହୋଇ ଉଠିଥିଲା କ୍ରିକେଟମୟ  । କ୍ରିକେଟ୍ କ୍ରେଜରେ ଷ୍ଟାଡ଼ିୟମ…
Read More...

ଆସନ୍ତାକାଲି ବାରବାଟୀ ଷ୍ଟାଡିୟମରେ ଆରମ୍ଭ ହେବ ଟି-୨୦ ମ୍ୟାଚ୍ ! ଦର୍ଶକଙ୍କ କୋଳାହଳରେ କମ୍ପିବ ଗ୍ୟାଲେରୀ ,…

ଆସନ୍ତାକାଲି ଅର୍ଥାତ୍  ଡିସେମ୍ବର ୨୦ରେ ବାରବାଟୀ ଷ୍ଟାଡିୟମରେ କମ୍ପିବ ଗ୍ୟାଲେରୀ । ଛକା , ଚଉକାର ହେବ ବର୍ଷା । ପୁରା କଟକ ପାଲଟିଯିବ କ୍ରୀଡାମୟ । ଟି-୨୦କୁ ନେଇ ଆରମ୍ଭ ହୋଇଯିବ ଖେଳର ଭବିଷ୍ୟବାଣୀ । ଅନ୍ତର୍ଜାତୀୟ  ଟି-୨୦ କ୍ରିକେଟ୍ ମ୍ୟାଚର ୩ଟି ମ୍ୟାଚ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ…
Read More...

ଚାକିରି ଖୋଜୁଛନ୍ତି କି ? ସରକାର ଦେଉଛନ୍ତି ସୁଯୋଗ

ଆମ ଦେଶ ଭାରତରେ ବେକାରି ସମସ୍ୟା ଅଧିକ । ଉଚ୍ଚଶିକ୍ଷିତ ହେଲେ ମଧ୍ୟ ପିଲାଙ୍କୁ ମିଳୁନି ଚାକିରି । ଆଉ ଏଥଇପାଇଁ ଚାକରି ଅନ୍ୱେଷଣରେ ପିଲାମାନେ ବାହାର ଦେଶକୁ ଯିବା ପାଇଁ ବାଧ୍ୟ ହେଉଛନ୍ତି । ଅଧିକ ରୋଜଗାର ରୋଜଗାର କରିବା ପାଇଁ କିଏ ବା ନଚାହେଁ । ତେବେ ଦେଶରେ ନିଯୁକ୍ତି ସୁଯୋଗ ଅଭାବାରୁ…
Read More...

ଗୁଜରାଟରେ ଆସ୍ଥା ହରାଉଥିଲା ବିଜେପି, ଠିକ୍ ସମୟରେ ଜେଟଲିି ଖେଳିଲେ ଚାଲ୍ ! ଆଉ ଜିତିଗଲେ ମୋଦି

ଗୁଜରାଟ ବିଧାନସଭା ନିର୍ବାଚନରେ ବିଜେପି ବହୁମତ ପାଇବାରେ ସଫଳ ହୋଇଛି । ଆଉ ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ସରକାରଙ୍କ ଦ୍ୱାରା କରାଯାଇଥିବା ଆର୍ଥିକ ସୁଧାରକୁ ଦେଇଛନ୍ତି । ପ୍ରଥମେ ବିମୁଦ୍ରାକରଣ ପରେ ଜିଏସଟି ମାମଲାକୁ ଅସ୍ତ୍ର ବନାଇ ବିପକ୍ଷ ଦଳ ବିଜେପିକୁ…
Read More...

ଏଣିକି କାରଖାନାରେ ତିଆରି ହେବ ଘର ! ମାତ୍ର ୨୦୦ ଦିନରେ ୧୦୦୦ଫ୍ଲାଟ୍ ହେବ ନିର୍ମାଣ

ଫ୍ୟାକ୍ଟ୍ରିରେ ତିଆରି ହେବ ଘର । କଥାଟା ଅଡୁଆ ଲାଗୁଥିଲେ ବି ପୁରା ସତ । ଲକ୍ଷ୍ନୌ ବିକାଶ ପ୍ରାଧିକରଣ ଘର ନିର୍ମାଣ ପାଇଁ ଥ୍ରିଡି ଟେକନିକ ଉପରେ କାମ ଆରମ୍ଭ କରିଦେଇଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପାଖାପାଖି ୧୨ ହଜାର ଘର ନିର୍ମାଣ ଏହି ଆଧାରରେ ହିଁ କରାଯିବ । ଆଉ ଏଭଳି ନିଷ୍ପତି…
Read More...

ପିଆଜ ଚୋପାରୁ ବି ଉତ୍ପନ୍ନ ହେବ ବିଜୁଳି ! ଜାଣନ୍ତୁ କିପରି 

ବିଶ୍ୱରେ ଅନେକ ଦେଶ କୃଷିଜାତ ଦ୍ରବ୍ୟର ଆବର୍ଜନାରୁ ବିଦ୍ୟୁତ୍ ଉତ୍ପାଦନ କରୁଛନ୍ତି  ଆଉ ଏଭଳି କ୍ଷେତ୍ରରେ ଭାରତ ବି କାହିଁକି ପଛରେ ରହିବ । ଆଜ୍ଞ ହଁ ! ଆଇଆଇଟି ଖଡଗପୁରର ବୈଜ୍ଞାନିକମାନେ ଏଭଳି ଏକ କରିସ୍ମା କରିଦେଖାଇଛନ୍ତି । ଏହି ବୈଜ୍ଞାନିକମାନେ ପିଆଜ ଚୋପା ବା ଛେଲାରୁ ବିଦ୍ୟୁତ୍ ସୃଷ୍ଟି…
Read More...

ଗାଡି ଚାଳକ ସାବଧାନ ! ଏଣିକି ଲାଇସେନ୍ସ ଥାଇ ବି ଚଲାଇ ପାରିବେନି ଗାଡି, ଦେବାକୁ ପଡିବ ଜରିମାନା

କେନ୍ଦ୍ରୀୟ ସଡକ ଏବଂ ପରିବହନ ମନ୍ତ୍ରାଳୟ ସମସ୍ତ ରାଜ୍ୟର ଟ୍ରାନ୍ସପୋର୍ଟ କମିସନରଙ୍କୁ ଚିଠି ଲେଖି କାର ଏବଂ ଏସୟୁଭିରେ ବ୍ୟବହୃତ କ୍ରାସ ଗାର୍ଡର ବ୍ୟବହାରକୁ ବନ୍ଦ କରିବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି । ଯଦି କେହି ଏହି ନିୟମକୁ ଉଲ୍ଲଘଂନ କରେ ତେବେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ…
Read More...