ଆଜିଠୁ ଶନି ଚଳନ : କେଉଁ ରାଶିରେ ପଡିବ କ’ଣ ପ୍ରଭାବ ?

42,908

କନକ ବ୍ୟୁରୋ : ଆଜି ରାଶି ପରିବର୍ତ୍ତନ କରିବେ ଶନିଦେବ । ପାଖାପାଖି ଦେଢ଼ବର୍ଷ ପରେ ଶନି ରାଶି ପରିବର୍ତ୍ତନ ହେବାକୁ ଯାଉଛି । ପୂର୍ବରୁ ଶନିଦେବ ୨୦୨୦ରେ ନିଜ ରାଶି ପରିବର୍ତ୍ତନ କରିଥିଲେ । ସବୁଠୁ ଧୀର ଗତିରେ ଯାଉଥିବା ଗ୍ରହ ହେଉଛି ଶନି । ବୈଦିକ ଜ୍ୟୋତିଷରେ ଶନି ଗ୍ରହକୁ ନ୍ୟାୟର ଦେବତା ରୁପେ ଗଣାଯାଏ । ଶନିଦେବ ବ୍ୟକ୍ତିର କର୍ମ ଅନୁସାରେ ଶୁଭ ଓ ଅଶୁଭ ଫଳ ଦେଇଥାଏ କୁହାଯାଏ କିନ୍ତୁ ଏହା ଠିକ୍ ନୁହେଁ । ଶୁଣନ୍ତୁ ଏ ନେଇ କ’ଣ କହୁଛନ୍ତି ଜ୍ୟୋତିର୍ବିତ?