ଭୁବନେଶ୍ୱରରେ ପହଞ୍ଚିଲେ ପାରଳା ମହାରାଜା ଗୋପୀନାଥ ଗଜପତି

35

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ପାରଳା ମହାରାଜା ଗୋପୀନାଥ ଗଜପତି ନାରାୟଣ ଦେବଙ୍କୁ ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଭୁବନେଶ୍ୱର ଆପୋଲୋ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଆଜି ସକାଳେ ଗୋପୀନାଥ ଗଜପତି ଚେନ୍ନାଇ ଆପୋଲୋ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ ।

ଏ ବିଷୟରେ ରାଜ୍ୟ ସରକାର ଅବଗତ ହେବା ପରେ ଉଚ୍ଚସ୍ତରୀୟ ବୈଠକରେ ତାଙ୍କୁ ଭୁବନେଶ୍ୱର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରିବା ପାଇଁ ନିଷ୍ପତ୍ତି ହୋଇଥିଲା । ଆଜି ତାଙ୍କୁ ବିମାନ ଯୋଗେ ଭୁବନେଶ୍ୱର ଅଣାଯାଇଛି । ଗଜପତିଙ୍କ ସହିତ ତାଙ୍କ ଝିଅ କଲ୍ୟାଣୀ ମଧ୍ୟ ଭୁବନେଶ୍ୱରରେ ପହଞ୍ଚିିଛନ୍ତି । ନ୍ୟୁଜ୍ ସହିତ ଦେଖନ୍ତୁ ଏହି ଭିଡିଓ :