କଂଗ୍ରେସ ଦଳ ପାଇଁ ଏକ ଅପୂରଣୀୟ କ୍ଷତି : ପୂର୍ବତନ ପିସିସି ସଭାପତି ଜୟଦେବ ଜେନା

62

କନକ ବ୍ୟୁରୋ : ଲୁଲୁଙ୍କ ଦେହାନ୍ତରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କ ଶୋକ ପ୍ରତିକ୍ରିୟା । ଓଡିଶା ପାଇଁ ଏହା ଏକ ଅପୂରଣୀୟ କ୍ଷତି ଏବଂ ବିଶେଷ ଭାବେ କଂଗ୍ରେସ ଦଳ ପାଇଁ ବୋଲି କହିଛନ୍ତି ଜୟଦେବ ଜେନା । ସ୍ୱର୍ଗତ ମହାପାତ୍ରଙ୍କ ସହ ମିଶି ବିଧାୟକ ଭାବେ ୧୦ ବର୍ଷ କାମ ଜରିଛନ୍ତି ଶ୍ରୀଯୁକ୍ତ ଜୟଦେବ ଜେନା ।

ଶୁଣନ୍ତୁ ଏହି ଶୋକ ପ୍ରତିକ୍ରିୟା-