Browsing Category

ଦେଶ ବିଦେଶ

ଟ୍ରେନ୍ ଯାତ୍ରାରେ ବରିଷ୍ଠ ନାଗରିକଙ୍କୁ ମିଳେ କେଉଁ କେଉଁ ସୁବିଧା? ଜାଣନ୍ତୁ…

କନକ ବ୍ୟୁରୋ : ଅନ୍ୟ ଦେଶ ତୁଳନାରେ ଭାରତରେ ବି ବୃଦ୍ଧ ବ୍ୟକ୍ତିଙ୍କୁ ଟ୍ରେନରେ ଅନେକ ସୁବିଧା ମିଳୁଛି । ଯାହାର ଫାଇଦା ଉଠାଇପାରିବେ ବରିଷ୍ଠ ବ୍ୟକ୍ତି । ପୂର୍ବରୁ ବରିଷ୍ଠ ନାଗରିକଙ୍କ ପାଇଁ ଟ୍ରେନ୍ ଯାତ୍ରା ମାଗଣା ଥିବା ବେଳେ ଲଗଡାଉନ୍ ସମୟରେ ରାଷ୍ଟ୍ରପତି ଏହି ସୁବିଧାକୁ ବନ୍ଦ କରିଦେଇଥିଲେ…
Read More...

ଏସଏସସି ପରୀକ୍ଷାରେ ଉତୀର୍ଣ୍ଣ ହେଲେ ମିଳିଥାଏ କେଉଁ ଚାକିରି? କେଉଁ ଚାକିରିରେ କେତେ ରହିଥାଏ ଦରମା? ଜାଣନ୍ତୁ କଣ ରହିଛି…

କନକ ବ୍ୟୁରୋ : ଏସଏସସି, ଷ୍ଟାଫ ସିଲେକ୍ସନ କମିଶନ ଅଥବା କର୍ମଚାରୀ ଚୟନ ଆୟୋଗ । ପ୍ରତିବର୍ଷ ଲକ୍ଷାଧିକ ଛାତ୍ରୀଛାତ୍ରୀ ଏହି ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇଥାନ୍ତି । ଦୀର୍ଘବର୍ଷ ଧରି ବହୁ ପ୍ରସ୍ତୁତ ହୋଇ ମଧ୍ୟ ଛାତ୍ରଛାତ୍ରୀ ଉତୀର୍ଣ୍ଣ ହୋଇନଥାନ୍ତି । ମାତ୍ର ପ୍ରତିବର୍ଷ ହଜାର ହଜାର ସରକାରୀ…
Read More...

ମଜବୁତ ହେଲା ଭାରତୀୟ ପାସପୋର୍ଟ । ଗତବର୍ଷ ତୁଳନାରେ ୫ଟି ସ୍ଥାନ ଉପରକୁ ଉଠିଲା ଭାରତ । ବିନା ଭିସାରେ ୫୭ ଟି ଦେଶ…

କନକ ବ୍ୟୁରୋ : ବିନା ପାସପୋର୍ଟରେ ବିଦେଶ ଯାତ୍ରା କରିବା ଉପରେ କଟକଣା ଲାଗିଥାଏ । କିନ୍ତୁ ଏବେ ଭାରତର ପାସପୋର୍ଟ ଅଧିକ ଶକ୍ତିଶାଳୀ ହୋଇଛି । ଗତବର୍ଷ ତୁଳନାରେ ୫ଟି ସ୍ଥାନ ଉପରକୁ ଉଠିଛି । ଏଣିକି ବିନା ଭିସାରେ ୫୭ଟି ଦେଶରେ ମୁକ୍ତଭାବେ ବୁଲାବୁଲି କରିପାରିବେ ଭାରତୀୟ । ମଙ୍ଗଳବାର…
Read More...

ମମତାଙ୍କ ସୁରକ୍ଷାରେ ବଡ ଧରଣର ତ୍ରୁଟି । ଛୁରୀ ଧରି ବାସଭବନକୁ ପଶୁଥିବା ବେଳେ ଯୁବକଙ୍କୁ ଧରିଲା ପୋଲିସ ।

କନକ ବ୍ୟୁରୋ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସୁରକ୍ଷାରେ ତ୍ରୁଟି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ପଶିବାକୁ ଉଦ୍ୟମ କରୁଥିବା ବେଳେ ଜଣେ ଯୁବକଙ୍କୁ ପୋଲିସ କାବୁ କରିଛି । ଉକ୍ତ ଯୁବକଙ୍କ ନା ନୁର ଆଲମ । ପୋଲିସର ସୂଚନା ମୁତାବକ ଉକ୍ତ ଯୁବକଙ୍କୁ…
Read More...

ଅଗଷ୍ଟ ୪ ତାରିଖକୁ ରାହୁଲ ଗାନ୍ଧୀଙ୍କ ଫଇସଲା। ମୋଦୀ ସାଙ୍ଗିଆ ମାନହାନୀ ମାମଲାରେ ଘୁଞ୍ଚିଲା ଶୁଣାଣି

କନକ ବ୍ୟୁରୋ: ରାହୁଲ ଗାନ୍ଧୀଙ୍କ ବିରୋଧରେ ହୋଇଥିବା ମାନହାନୀ ମାମଲାର ଘୁଞ୍ଚିଲା ଶୁଣାଣି । ଆସନ୍ତା ଅଗଷ୍ଟ ୪ ତାରିଖରେ ମାମଲା ଶୁଣାଣି କରିବାକୁ ତାରିଖ ଧାର୍ଯ୍ୟ କରିଛନ୍ତି କୋର୍ଟ । ଏନେଇ ସୁପ୍ରିମକୋର୍ଟ ଅଭିଯୋଗକାରୀ ବିଜେପି ବିଧାୟକ ପୁର୍ଣ୍ଣେସ ମୋଦୀ ଏବଂ ଗୁଜରାଟ ସରକାରଙ୍କୁ ନୋଟିସ୍…
Read More...

ସଂସଦର ଦୁଇ ଗୃହରେ ମଣିପୁର ତାତି। ହୋହଲ୍ଲା ଯୋଗୁଁ ଲୋକସଭା, ରାଜ୍ୟସଭା ମୁଲତବୀ

କନକ ବ୍ୟୁରୋ: ଆଜି ବି ସଂସଦରେ ଉଠିଲା ମଣିପୁର ପ୍ରସଙ୍ଗ । ବିରୋଧୀଙ୍କ ହୋହଲ୍ଲା ଭିତରେ ୧୨ଟା ପର୍ଯ୍ୟନ୍ତ ଲୋକସଭା ଗୃହକାର୍ଯ୍ୟ ସ୍ଥଗିତ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଲେ, କିଛି ସଦସ୍ୟ ଗୃହକୁ ଚଲାଇଦେବାକୁ ଚାହୁଁନାହାନ୍ତି । ସେପଟେ ରାଜ୍ୟସଭାରେ ମଧ୍ୟ ଏହି ପ୍ରସଙ୍ଗ ଉଠିଛି ।…
Read More...

ମଣିପୁର ହିଂସା ଘଟଣାରେ ସଂସଦରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ, କିନ୍ତୁ ବିରୋଧୀ ଏହାକୁ ନେଇ ଗମ୍ଭୀର ନୁହନ୍ତି :…

କନକ ବ୍ୟୁରୋ : ମଣିପୁର ମାମଲାକୁ ନେଇ ଶୁକ୍ରବାର ଲୋକସଭାରେ ହଙ୍ଗାମା ଦେଖିବାକୁ ମିଳିଛି । ବିରୋଧୀ ଦଳ କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି କରୁଥିବା ଲୋକସଭାକୁ ଥରେ ମୁଲତବୀ ମଧ୍ୟ କରାଯାଇଛି । ତେବେ ଏହି ଘଟଣାକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ମଣିପୁର ଘଟଣା ବେଶ…
Read More...

ଦିନ ମଜୁରୀଆରୁ Phd ହୋଲ୍ଡର  । ଜଣେ ମହିଳାଙ୍କ କଠୋର ସଂଘର୍ଷର କାହାଣୀ 

କନକ ବ୍ୟୁରୋ: ଆନ୍ଧ୍ରପ୍ରଦେଶର ଅନନ୍ତପୁର ଜିଲ୍ଲାରେ ଜଣେ ମହିଳା ଦାରିଦ୍ର୍ୟ ଓ ପ୍ରତିକୂଳ ପରିସ୍ଥିତିକୁ ଅତିକ୍ରମ କରି ରସାୟନ ବିଜ୍ଞାନରେ ପିଏଚ୍‌ଡି ଡିଗ୍ରି ହାସଲ କରିଛନ୍ତି। ମହିଳା ଜଣକ ଏକ କୃଷି ଫାର୍ମରେ ଦିନ ମଜୁରିଆ ଭାବେ କାମ କରୁଥିବା ବେଳେ ଏହିି ଡିଗ୍ରି ହାସଲ କରିବା ପାଇଁ ୬ ବର୍ଷ…
Read More...

‘ମନ୍ କି ବାତ୍’ରେ ଘଣ୍ଟାଏ କହୁଥିବା ପ୍ରଧାନମନ୍ତ୍ରୀ ଜଳୁଥିବା ମଣିପୁରକୁ ନେଇ ମାତ୍ର ୩୬ ସେକେଣ୍ଡ କହିଲେ…

କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ବର୍ଷିଛନ୍ତି । ମଣିପୁର ହିଂସା ଓ କୁକି ସମୁଦାୟର ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇବା ଘଟଣାରେ ସତ୍ୟପାଲ ମଲ୍ଲିକ ମୋଦୀଙ୍କୁ ଟାର୍ଗେଟ କରିଛନ୍ତି । ସତ୍ୟପାଲ…
Read More...

‘ବସ୍ତ୍ର ନକାଢିଲେ ଜୀବନରୁ ମାରିଦେବକୁ ଧମକ ଦେଲେ…’: ମଣିପୁର ପୀଡିତାଙ୍କ ବୁକୁଫଟା ବୟାନ

କନକ ବ୍ୟୁରୋ:  ମଣିପୁରରେ ୨ କୁକି ସମ୍ପ୍ରଦାୟର ମହିଳାଙ୍କ ନିର୍ଯାତନାର ଭିଡିଓ ଭାଇରାଲ ହେବା ପରେ ଦେଶବ୍ୟାପୀ ହଇଚଇ ସୃଷ୍ଟି ହୋଇଛି । ଏହା ମଧ୍ୟରେ ଅଭିଯୁକ୍ତ ମାନେ ତାଙ୍କୁ କିପରି ନିର୍ଯାତନା ଦେଲେ ତାହାର ବୁକୁଫଟା ବୟାନ ଗଣମାଧ୍ୟମ ଆଗରେ ଦେଇଛନ୍ତି ଜଣେ ପୀଡିତା । କହିଛନ୍ତି…
Read More...