Browsing Category

ଦେଶ ବିଦେଶ

ପୁଣି ଦ୍ୱନ୍ଦ୍ୱ ବଢ଼ାଇଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ ! ମୋଦିଙ୍କ ସାଙ୍ଗରେ ରହିବେ ନା ରାହୁଲଙ୍କ ସାଙ୍ଗରେ ରହିବେ

କନକ ବ୍ୟୁରୋ : ପୁଣି ଦ୍ୱନ୍ଦ୍ୱ ବଢ଼ାଇଲେ ବିହାର ମୁଖ୍ୟମନ୍ତ୍ରୀ । କଂଗ୍ରେସ ଉପାଧ୍ୟକ୍ଷଙ୍କ ରାହୁଲ ଗାନ୍ଧୀଙ୍କୁ ଭେଟି, ନିତୀଶ କୁମାର ପୁଣି ମହାମେଂଟ ଚର୍ଚ୍ଚାକୁ ବଢ଼ାଇ ଦେଇଛନ୍ତି । ରାଷ୍ଟ୍ରପତି ନିର୍ବାଚନରେ ଏନଡିଏକୁ ସମର୍ଥନ କରିଥିବା ନିତୀଶ କୁମାର ରାହୁଲ ଗାନ୍ଧୀଙ୍କୁ ଭେଟି ପୁରା ଗଣିତକୁ…
Read More...

ଆଜି ମହିଳା ବିଶ୍ୱକପ୍ ଫାଇନାଲ ! ମିତାଲିଙ୍କ ଦଳ ପାଇଁ ମାଇଲଖୁଂଟ ସ୍ଥାପନ ସୁଯୋଗ

କନକ ବ୍ୟୁରୋ : ଆଜି ଅନୁଷ୍ଠିତ ହେବ ଆଇସିସି ମହିଳା ବିଶ୍ୱକପ ଫାଇନାଲ ମ୍ୟାଚ । ଚଳିତ ମହିଳା କ୍ରିକେଟ୍‌ ବିଶ୍ୱକପର ଫାଇନାଲରେ ରବିବାର ଆୟୋଜକ ଇଂଲଣ୍ଡକୁ ଆତ୍ମବିଶ୍ୱାସ ଭରା ଭାରତୀୟ କ୍ରିକେଟ୍‌ ଦଳ ଭେଟିବ । କ୍ରିକେଟ୍‌ର ମକ୍କା ଭାବେ ପରିଚିତ ଲର୍ଡସ ପଡ଼ିଆରେ ଖେଳା ଯିବାକୁ ଥିବା ଏହି…
Read More...

ହ୍ଵାଟସଆପ୍‌ ତଥ୍ୟକୁ ନିୟନ୍ତ୍ରଣ କରାଯାଇପାରିବ : ସୂଚନା ଦେଲେ ସରକାର

କୌଣସି ସେବା ପ୍ରଦାନକାରୀ ବା ସୋସିଆଲ ମିଡିଆ ପ୍ଲାଟଫର୍ମ ପକ୍ଷରୁ ଯଦି ଜଣଙ୍କ ବ୍ୟକ୍ତିଗତ ତଥ୍ୟ କାହାରିକୁ ପ୍ରଦାନ କରାଯାଏ ତାହା ସମ୍ବିଧାନର ଧାରା ୨୧ ଅନୁଯାୟୀ ତାହା ଜଣଙ୍କ ବ୍ୟକ୍ତିଗତ ଗୋପନୀୟତା ଅଧିକାରକୁ କ୍ଷୁର୍ଣ୍ଣ କରୁଛି । ତେଣୁ ଯଦି କୌଣସି ସେବା ପ୍ରଦାନକାରୀ ବା ସୋସିଆଲ ମିଡିଆ…
Read More...

୨୫ ଜୁଲାଇରେ ରାଷ୍ଟ୍ରପତି ଭାବେ ଶପଥ ନେଇପାରନ୍ତି ରାମନାଥ କୋବିନ୍ଦ ! ସାମିଲ ହେବେ ନୀତିଶ କୁମାର

ଦେଶର ନବ ନିର୍ବାଚିତ ରାଷ୍ଟ୍ରପତି ରାମନାଥ କୋବିନ୍ଦ ୨୫ ଜୁଲାଇ ଅପରାହ୍ନ ୧୨.୧୫ରେ ଶପଥ ନେଇପାରନ୍ତି । କୋବିନ୍ଦ ଦେଶର ୧୪ତମ ରାଷ୍ଟ୍ରପତି ହେବେ । ରାଷ୍ଟ୍ରପତି ଭବନ ସହ ଯୋଡ଼ି ହୋଇଥିବା ସୂତ୍ର ଅନୁସାରେ ଜ୍ୟୋତିଷଙ୍କ ସହ ବିଚାର ବିମର୍ଷ ପରେ ଏହି ସମୟରେ ଶପଥ ଗ୍ରହଣ ସମାରୋହ ହେବ ବୋଲି…
Read More...

ପ୍ରଣବ ମୁଖାର୍ଜୀଙ୍କ ପାଇଁ ଆଜି ରାତ୍ରୀଭୋଜନର ବ୍ୟବସ୍ଥା କରିଛନ୍ତି ମୋଦି ! ସାମିଲ ହୋଇପାରନ୍ତି ବିହାର ମୁଖ୍ୟମନ୍ତ୍ରୀ…

କନକ ବ୍ୟୁରୋ : ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ କାର୍ଯ୍ୟକାଳ ଶେଷ ହୋଇଛି । ଆସନ୍ତା ୨୪ ତାରିଖରେ ସେ ଅବସର ଗ୍ରହଣ କରିବେ । ଏହାପୂର୍ବରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଆଜି ରାତ୍ରୀଭୋଜନରେ ଆୟୋଜନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ରାତ୍ରିଭୋଜନରେ ବିହାରର ମୁଖ୍ୟମନ୍ତ୍ରୀ…
Read More...

ଗୁଜରାଟ କଂଗ୍ରେସରେ ସଙ୍କଟ: ଦଳ ଛାଡ଼ିଲେ ଶଙ୍କର ସିଂହ ବାଘେଲା

କନକ ବ୍ୟୁରୋ : ଗୁଜରାଟ କଂଗ୍ରେସରେ ଲାଗିରହିଥିବା ଅସନ୍ତୋଷ ପଦାରେ ପଡ଼ିଛି । ସୋମବାର ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ କଂଗ୍ରେସରେ କ୍ରସ୍ ଭୋଟିଂ ନେଇ ଅଭିଯୋଗ ହେବା ପରେ ଦଳର ବରିଷ୍ଠ ନେତା ଶଙ୍କର ସିଂହ ବାଘେଲା ଗତକାଲି ଦଳ ସହ ସମସ୍ତ ପଦପଦବୀ ଛାଡ଼ିଛନ୍ତି । ନିଜର ୭୭ତମ ଜନ୍ମଦିନ ପାଳନ…
Read More...

ଦେଶରେ ଗୋଳାବାରୁଦର ଘୋର ଅଭାବ ! ପାର୍ଲାମେଂଟରେ ଉପସ୍ଥାପିତ ରିପୋର୍ଟରେ ସିଏଜିଙ୍କ ଚିନ୍ତା

କନକ ବ୍ୟୁରୋ: ଭାରତୀୟ ସେନା ନିକଟରେ ଗୋଳାବାରୁଦର ଘୋର ଅଭାବ ରହିଛି । ପାର୍ଲାମେଂଟରେ ଉପସ୍ଥାପିତ ସିଏଜି ରିପୋର୍ଟରେ ଏହା ଦର୍ଶାଯାଇଛି । ସିଏଜି ରିପୋର୍ଟରେ କୁହାଯାଇଛି ଯେ, ୧୫୨ ପ୍ରକାରର ଗୋଳାବାରୁଦ ମଧ୍ୟରେ ୬୧ ପ୍ରକାରର ଗୋଳାବାରୁଦର ଷ୍ଟକ୍ ସନ୍ତୋଷଜନକ ନୁହେଁ । ଭାରତୀୟ ସନା ପାଖରେ ଏତେ…
Read More...

‘ଧନୁଷ’ ତୋପରେ ନକଲି ଚୀନ ଯନ୍ତ୍ରାଂଶ: ମାମଲା ରୁଜୁ କଲା ସିବିଆଇ

କନକ ବ୍ୟୁରୋ: ସ୍ୱଦେଶୀ ବୋଫର୍ସ ତୋପ ଭାବେ ପରିଚିତ ‘ଧନୁଷ’ ତୋପରେ ଚୀନ୍‌ ନିର୍ମିତ ନକଲି ଯନ୍ତ୍ରାଂଶ ଲଗାଯାଇଥିବା ଧରାପଡ଼ିଛି। ଧନୁଷ ଉତ୍ପାଦନ ପାଇଁ ଚୀନ୍‌ରୁ ବ୍ୟାପକ ଭାବେ ନକଲି ଯନ୍ତ୍ରାଂଶ ଖରିଦ କରି ମହଜୁଦ ରଖାଯାଇଥିବା ସଂପର୍କିତ ଚାଂଚଲ୍ୟକର ତଥ୍ୟ ସାମ୍ନାକୁ ଆସିବା ପରେ ସିବିଆଇ ଏହାର…
Read More...

ଟ୍ରେନରେ ପରସାଯାଉଛି ସଂକ୍ରମିତ ଓ ବାସି ଖାଦ୍ୟ : ସିଏଜି ରିପୋର୍ଟରେ ଉଲ୍ଲେଖ

କନକ ବ୍ୟୁରୋ: ରେଳବାଇରେ ଦିଆଯାଉଥିବା ଖାଦ୍ୟ ଖାଇବା ଉପଯୋଗୀ ନୁହେଁ । ଏପରି ରିପୋର୍ଟ ଦେଇଛନ୍ତି ସିଏଜି । ରେଲୱେରେ ଦିଆ ଯାଉଥିବା ଖାଦ୍ୟକୁ ନେଇ ସବୁବେଳେ ଅଭିଯୋଗ ଆସୁଥିବା ବେଳେ ଏହାର ମାନକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସିଏଜି । ସିଏଜି ନିଜ ରିପୋର୍ଟରେ ରେଲୱେରେ ଯାତ୍ରୀଙ୍କୁ ଦିଆଯାଉଥିବା…
Read More...

ପାକିସ୍ତାନକୁ ବଡ଼ ଝଟକା! ୩୫୦ ମିଲିୟନ ଡଲାରର ଅନୁଦାନ ବନ୍ଦ କଲା ଆମେରିକା

କନକ ବ୍ୟୁରୋ: ଆତଙ୍କବାଦୀ ସଂଗଠନଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ପାକିସ୍ତାନର ଢିଲା ନୀତିରେ ଆମେରିକା କ୍ଷୁବ୍ଧ ହୋଇଛି । ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବିଶେଷ କରି ହକାନି ନେଟ୍‌ଓ୍ଵର୍କକୁ ରୋକିବା ପାଇଁ ପାକିସ୍ତାନ ଯଥୋଚିତ ପଦକ୍ଷେପ ଗ୍ରହଣ…
Read More...