Browsing Category

ଦେଶ ବିଦେଶ

ଚୀନକୁ ସୁରକ୍ଷା ଦେଇପାରିବନି ଏସ୍-୪୦୦, ଭାରତର ବ୍ରହ୍ମୋସ କରିଦେବ ଧ୍ୱସ୍ତବିଧ୍ୱସ୍ତ । ଡ୍ରାଗନ ବାହିନୀ ପାଇଁ ଆତଙ୍କ…

କନକ ବ୍ୟୁରୋ : କାମ ଦେବନି ଚୀନର ସୁରକ୍ଷାକବଚ, ଡ୍ରାଗନବାହିନୀକୁ ଧ୍ୱସ୍ତବିଧସ୍ତ କରିଦେବ ଭାରତର ବ୍ରହ୍ମାସ୍ତ୍ର ବ୍ରହ୍ମୋସ । ଥରେ ଟାର୍ଗେଟ ସେଟ୍ ହେବା ମାତ୍ରେ ଏହାକୁ ଅଟକାଇବା ମୁସ୍କିଲ । ଶତ୍ରୁର ସଂହାର କରିବା ପରେ ହିଁ ଶାନ୍ତ ହେବ ବ୍ରହ୍ମୋସ । ତେବେ ଚୀନର ସୁରକ୍ଷାକବଚ କୁହାଯାଉଥିବା…
Read More...

ବିହାରରେ ପୋଲିସର ଲାଠିଚାର୍ଜ, ବିଜେପି ନେତାଙ୍କ ମୃତ୍ୟୁ ।

କନକ ବ୍ୟୁରୋ : ବିହାର ବିଧାନସଭାରେ ହଙ୍ଗାମା ପରେ ପ୍ରତିବାଦ କରୁଥିବା ବିଜେପି ନେତାଙ୍କ ଉପରେ ପୋଲିସର ଲାଠିଚାର୍ଜ । ଫଳରେ ଜଣେ ବିଜେପି ନେତାଙ୍କର ମୃତ୍ୟୁ ହୋଇଛି । ବିଜେପି ନେତାଙ୍କ କହିବା ଅନୁଯାୟୀ, ପାଟନା ଡାକବଙ୍ଗଳା ଛକ ନିକଟରେ ପ୍ରତିବାଦ କରୁଥିବା ବେଳେ ପୋଲିସ ଲାଠିଚାର୍ଜ କରିଥିଲା…
Read More...

ବଲାଙ୍ଗୀରରେ ଛାତ୍ରୀଙ୍କ ଗଳାକାଟି ବିଭତ୍ସ ହତ୍ୟା। ହତ୍ୟାର କାରଣ ଅସ୍ପଷ୍ଟ

କନକ ବ୍ୟୁରୋ: ବଲାଙ୍ଗୀରରେ ସହରରେ ଚାଞ୍ଚଲ୍ୟ । ଛାତ୍ରୀଙ୍କ ଗଳାକାଟି ବିଭତ୍ସ ହତ୍ୟା କରାଯାଇଛି । ସ୍ଥାନୀୟ ନିଖିଳ ନଗରରେ ଘରେ ପସି ଛାତ୍ରୀଙ୍କୁ ହତ୍ୟା କରାଯାଇଛି । ଘରେ କେହି ନଥିବା ଅବସ୍ଥାରେ ଦୁର୍ବୃତ୍ତ ଏହି କାଣ୍ଡ ଘଟାଇଛି । ତେବେ ହତ୍ୟାକାଣ୍ଡର କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ…
Read More...

ଦିଲ୍ଲୀରେ ସବୁ ସ୍କୁଲ ଓ କଲେଜ ବନ୍ଦ : ଡିଡିଏମଏ ବୈଠକ ପରେ ମୁଖ୍ୟମନ୍ତ୍ରୀଙ୍କ ସୂଚନା

କନକ ବ୍ୟୁରୋ : ଦିଲ୍ଲୀରେ ସବୁ ସ୍କୁଲ ଓ କଲେଜ ବନ୍ଦ । ଆସନ୍ତା ରବିବାର ଯାଏଁ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ଡିଡିଏମଏ ବୈଠକ ପରେ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ପ୍ରବଳ ବର୍ଷାରେ ଜଳମଗ୍ନ ହୋଇପଡ଼ିଛି ଦେଶର ରାଜଧାନୀ ଦିଲ୍ଲୀ । ଦିଲ୍ଲୀର ଯମୁନା ନଦୀର ଜଳସ୍ତର ୪୫ ବର୍ଷର ରେକର୍ଡ ଭାଙ୍ଗିଛି…
Read More...

ଦିଲ୍ଲୀରେ ବନ୍ୟା ବିତ୍ପାତ । ଲାଲକିଲ୍ଲାରେ ପଶିଲା ବନ୍ୟା ଜଳ, ରାସ୍ତା ଉପରକୁ ଉଠିଲା ପାଣି । ଅଟକି ରହିଛି ହଜାର ହଜାର…

କନକ ବ୍ୟୁରୋ : ହିମାଚଳପ୍ରଦେଶରେ ବନ୍ୟା ବିତ୍ପାତ ପରେ ଏବେ ଦିଲ୍ଲୀର ଜଳପ୍ରଳୟ । ପ୍ରବଳ ବର୍ଷାରେ ଜଳମଗ୍ନ ହୋଇପଡ଼ିଛି ଦେଶର ରାଜଧାନୀ ଦିଲ୍ଲୀ । ଦିଲ୍ଲୀର ଯମୁନା ନଦୀର ଜଳସ୍ତର ୪୫ ବର୍ଷର ରେକର୍ଡ ଭାଙ୍ଗିଛି । ଦିଲ୍ଲୀରେ ଯମୁନା ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଏହାର ବିପଦ…
Read More...

ବର୍ଷା ନେଉଛି ଜୀବନ ! ହିମାଚଳପ୍ରଦେଶରେ ୯୦ଜଣଙ୍କ ମୃତ୍ୟୁ, ମାତ୍ର ଚାରି ଦିନରେ ଗଣାଣି ୩୬ ଜୀବନ

କନକ ବ୍ୟୁରୋ : ହିମାଚଳପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ତାଣ୍ଡବ ଲିଳା ରଚୁଛି ବର୍ଷା । ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ବଢୁଛି ସବୁ ନଦୀର ଜଳସ୍ଥର । ମାଡିଆସୁଛି ଗୋଳିଆ ପାଣି । ଏପରିକି କିଛି ଅଞ୍ଚଳ ଜଳମଗ୍ନ ହୋଇଯାଇଛି । ପାହାଡି ରାଜ୍ୟ ଉତ୍ତରାଖଣ୍ଡ ଓ ହିମାଚଳପ୍ରଦେଶରେ ପ୍ରବଳ ବର୍ଷା…
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା : ଟ୍ରକକୁ ଧକ୍କା ଦେଲା ଟ୍ରକ୍ ; ୪ କାଉଡିଆଙ୍କ ମୃତ୍ୟୁ, ୧୫ ଆହତ

କନକ ବ୍ୟୁରୋ : ଟ୍ରକକୁ ଧକ୍କା ଦେଲା ଟ୍ରକ୍ । ଘଟଣାସ୍ଥଳରେ ୪ କାଉଡିଆଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି । ସୂଚନା ଅନୁସାରେ, ଟ୍ରକ୍‌ ଦୁଇଟିରୁ ଗୋଟିଏ କାଉଡ଼ିଆଙ୍କୁ ନେଇ ହରିଦ୍ୱାର ଅଭିମୁଖେ ଯାଉଥିଲା ।  ଦିଲ୍ଲୀକୁ ଆସୁଥିବା ଟ୍ରକ୍‌ଟି ଚାଳକଙ୍କ ନିୟନ୍ତ୍ରଣରୁ ବାହାରି ଯାଇ…
Read More...

ଋଣ ନେଲା ୪ ଜୀବନ, ପ୍ରଥମେ ୨ ପୁଅଙ୍କୁ ବିଷ ଦେଇ ଫାଶିରେ ଝୁଲିପଡିଲେ ସ୍ୱାମୀ, ସ୍ତ୍ରୀ

କନକ ବ୍ୟୁରୋ: ଭୋପାଳରେ ଋଣ ନେଲା ପୁରା ପରିବାରର ଜୀବନ । ଋଣ ବୋଝ ସହିନପାରି ଅକାଳରେ ଚାଲିଗଲା ୪ ଜୀବନ । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି ।  ସୂଚନା ମୁତାବକ, ଭୋପାଳ ରାତିବଡି ଥାନା କ୍ଷେତ୍ର ନିଲବଡ ଅଞ୍ଚଳରେ ରହୁଥିବା ଚନ୍ଦ୍ରପ୍ରକାଶ ପାଣ୍ଡେ ଏକ ଘରୋଇ…
Read More...

ଉଛୁଳୁଛି ଯମୁନା ନଦୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଘର ପର୍ଯ୍ୟନ୍ତ ପହଞ୍ଚିଲା ବନ୍ୟା ପାଣି । ଶାହାଙ୍କୁ ଚିଠି ଲେଖିଲେ…

କନକ ବ୍ୟୁରୋ : ଦିଲ୍ଲୀରେ ବର୍ଷା ବିତ୍ପାତ । ପ୍ରବଳ ବର୍ଷା କାରଣରୁ ଏବେ ଜଳମଗ୍ନ ଦିଲ୍ଲୀର ଅଧିକାଂଶ ଅଞ୍ଚଳ । ଯେଉଁଥିପାଇଁ ସାଧାରଣ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହା ଭିତରେ ଯମୁନା ନଦୀରେ ଜଳସ୍ତର ବଢିବା ଦିଲ୍ଲୀବାସୀଙ୍କ ଚିନ୍ତା ବଢାଇ ଦେଇଛି । କେଉଁଠି ଜନବସତିରେ…
Read More...

ହିମାଚଳପ୍ରଦେଶରେ ବନ୍ୟା : ଫସି ରହିଛନ୍ତି ହଜାର ହଜାର ଲୋକ; ଆକାଶମାର୍ଗରୁ ସ୍ଥିତି ପରିଖିଲେ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ :  ହିମାଚଳପ୍ରଦେଶ ସ୍ଥିତି ମଧ୍ୟ ବେହାଲ ହୋଇଛି । ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ଆକାଶମାର୍ଗରୁ ସ୍ଥିତି ପରିଖିବା ସହ ବିଭିନ୍ନ ସ୍ଥାନକୁ ଯାଇ ସମୀକ୍ଷା କରିଛନ୍ତି । ହିମାଚଳପ୍ରଦେଶର ବିଭିନ୍ନ ସ୍ଥାନରେ ୧୦ ହଜାର ପର୍ଯ୍ୟଟକ ଫସି ରହିଥିବା ଜଣାପଡ଼ିଛି । ଚନ୍ଦ୍ରତାଳରେ…
Read More...