Browsing Category

ଦେଶ ବିଦେଶ

କର୍ଣ୍ଣାଟକକୁ ମରୁଡି ପ୍ୟାକେଜ ଦେବା ପ୍ରସ୍ତୁତିରେ କେନ୍ଦ୍ର ସରକାର : ୨୩ ମେ’ ପର୍ଯ୍ୟନ୍ତ କରିବାକୁ ପଡିବ ଅପେକ୍ଷା

ମରୁଡିର ସାମନା କରୁଥିବା କର୍ଣ୍ଣାଟକକୁ ପ୍ୟାକେଜ ମଂଜୁରୀ ପାଇଁ କେନ୍ଦ୍ରରେ ନୂଆ ସରକାର ଆସିବାକୁ ଅପେକ୍ଷା କରିବାକୁ ପଡିବ । ସୂତ୍ରରୁ ଏହା ଜଣାପଡିଛି । କେନ୍ଦ୍ର ସରକାରଙ୍କ ଏକ ଦଳ ମରୁଡି କାରଣରୁ ରବି ଫସଲକୁ ହୋଇଥିବା କ୍ଷତିର ଆକଳନ କରିସାରିଛି ଏବଂ କେନ୍ଦ୍ର କୃଷି ମନ୍ତ୍ରାଳୟକୁ ଏହାର…
Read More...

ଉଗ୍ର ହେଲା ଇରାନ-ଆମେରିକା ବିବାଦ । ପରିଣାମ ଭୋଗିଲା ସାଉଦି ଆରବ, ଆକ୍ରମଣରେ ଉଡିଲା ଦୁଇଟି ତେଲ ଟ୍ୟାଙ୍କର ।

ଆମେରିକା-ଇରାନ ମଧ୍ୟରେ ତିକ୍ତତା ବଢୁଥିବା ବେଳେ ଏହାର ପରିଣାମ ଅନ୍ୟ ଭୋଗୁଛନ୍ତି ଅନ୍ୟ ଦେଶ । ଦୁଇ ଦେଶ ମଧ୍ୟରେ ସର୍ମ୍ପକ ଏଭଳି ସ୍ତରରେ ପହଞ୍ଚିଛି ଯେ, କୌଣସି ମୁହୂର୍ତ୍ତରେ ଉଭୟ ଉଭୟଙ୍କ ଉପରେ ଆକ୍ରମଣ କରିପାରନ୍ତି । ୨ ଦେଶ ମଧ୍ୟରେ ବଢୁଥିବା ତିକ୍ତତାର ପରିଣାମ ଏବେ ସାଉଦି ଆରବକୁ…
Read More...

ପାକିସ୍ତାନକୁ ଘାରିଛି ଭାରତ ଭୟ । ଏୟାରଷ୍ଟ୍ରାଇକକୁ ବିତିଲାଣି ୨ ମାସ, କିନ୍ତୁ ଏବେବି ୩୦୦ ଟ୍ୟାଙ୍କକୁ ଆଲର୍ଟ ମୋଡରେ…

କନକ ବ୍ୟୁରୋ : ପୁଲୱାମା ଆତଙ୍କବାଦୀ ଆକ୍ରମଣର ବଦଲା ନେବା ପାଇଁ ପାକିସ୍ତାନ ବାଲାକୋଟ୍ ଆତଙ୍କୀ ଶିବିରରେ ଭାରତ କରିଥିବା ଏୟାରଷ୍ଟ୍ରାଇକକୁ ଇତି ମଧ୍ୟରେ ବିତିଗଲାଣି ୨ ମାସ । ହେଲେ, ପାକିସ୍ତାନୀ ସେନା ମନରୁ ଏବେ ବି ଭୟ ଦୂର ହୋଇନାହିଁ । କାଳେ ପୁଣି ଥରେ ଭାରତ ପକ୍ଷରୁ ପାକିସ୍ତାନ ବିରୋଧରେ…
Read More...

ପଶ୍ଚିମବଙ୍ଗରୁ ମମତାଙ୍କୁ ଶାହଙ୍କ ଚ୍ୟାଲେଂଜ : କହିଲେ, ସାହସ ଥିଲେ କୋଲକାତାରୁ ଗିରଫ କରିଦେଖାନ୍ତୁ ଦିଦି, ଯାଦବପୁରରେ…

କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ଲୋକସଭା ନିର୍ବାଚନ ସମୟରେ ବିଜେପି ଓ ଟିଏମସି ମଧ୍ୟରେ ଟଣାଓଟରା ଲାଗିରହିଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ପୁଣି ଥରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କୁ ଟାର୍ଗେଟ କରିଛନ୍ତି । ଯାଦବପୁରରେ ଶାହାଙ୍କ ନିର୍ବାଚନୀ ରାଲିକୁ ରଦ୍ଦ…
Read More...

କମଲ୍ ହାସନଙ୍କ ବୟାନ୍ ଉପରେ ପ୍ରତିକ୍ରିୟା ରଖିଲେ ବିବେକ ଓବରଏ ! କହିଲେ ଦୟାକରି ଦେଶକୁ ବାଣ୍ଟନ୍ତୁ ନାହିଁ । 

ଲୋକପ୍ରିୟ ଅଭିନେତା ତଥା ତାମିଲନାଡୁ ପାର୍ଟି ଏମଏନଏମ୍ ର ସଂସ୍ଥାପକ କମଲ୍ ହାସନ୍ ନାଥୁରାମ୍ ଗଡସେଙ୍କୁ ସ୍ୱାଧିନତା ଭାରତର ପ୍ରଥମ ହିନ୍ଦୁ ଆତଙ୍କବାଦୀ ବୋଲି କହିଛନ୍ତି । ତାଙ୍କର ଏହି ବୟାନରେ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ବଲିଉଡ୍ ଅଭିନେତା ବିବେକ ଓବରଏ କମଲଙ୍କ ବୟାନ୍ ଉପରେ…
Read More...

କାର୍ଯ୍ୟକୁ ଫେରିଲେ ୱିଙ୍ଗ କମାଣ୍ଡର ଅଭିନନ୍ଦନ: ରାଜସ୍ଥାନର ସୁରତଗଡ ଏୟାରବେସରେ କାର୍ଯ୍ୟରେ ଯୋଗଦାନ,ଫେବ୍ରୁୟାରୀ ୨୭ରେ…

କନକ ବ୍ୟୁରୋ : ପାକିସ୍ତାନ୍ ଏଫ୍-୧୬କୁ ଧ୍ୱଂସ କରିଥିବା ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତମାନ ପୁଣି ନିଜ କାର୍ଯ୍ୟରେ ଯୋଗଦେଇଛନ୍ତି । ରାଜସ୍ଥାନ ସୁରତଗଡ ସ୍ଥିତ ଏୟାରବେସରୁ ସେ ଡ୍ୟୁଟି ଆରମ୍ଭ କରିଛନ୍ତି । ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଶନିବାର ଦିନ ସେ ନିଜ କାର୍ଯ୍ୟରେ ଯୋଗଦେଇଛନ୍ତି…
Read More...

ଶ୍ରୀଲଙ୍କାର ଚିଲା ସହରରେ କର୍ଫ୍ୟୁ : ଇଷ୍ଟର ରବିବାରରେ ବୋମା ବିସ୍ଫୋରଣ ପରେ ଦେଶରେ ବଢୁଛି ସାମ୍ପ୍ରଦାୟିକ ହିଂସା

କନକ ବ୍ୟୁରୋ : ଶ୍ରୀଲଙ୍କାରେ ଇଷ୍ଟର ରବିବାର ଅବସରରେ ହୋଇଥିବା ବୋମା ବିସ୍ଫୋରଣ ପରେ ଦେଶରେ ସାମ୍ପ୍ରଦାୟିକ ହିଂସା ଦେଖା ଦେବାରେ ଲାଗିଛି । ଶ୍ରୀଲଙ୍କାର ପଶ୍ଚିମାଂଚଳରେ ଥିବା ଚିଲା ସହରରେ ପୁଣି ଥରେ ହିଂସା ଦେଖାଦେଇଛି । ଅଳ୍ପସଂଖ୍ୟକଙ୍କ ଦୋକାନ ଉପରେ ପୁଣି ଥରେ କିଛି ଲୋକ ଆକ୍ରମଣ…
Read More...

କଂଗ୍ରେସ ନେତା ସାମ୍ ପିତ୍ରୋଦାଙ୍କ ବୟାନ୍ ‘ହେଲା ତ ହେଲା’ କୁ ନେଇ ଜନତାଙ୍କୁ ମୋଦି ଗଣାଇଲେ କଂଗ୍ରେସର ଦୁର୍ନୀତି !…

ମଧ୍ୟପ୍ରଦେଶର ରତଲାମ୍ ରେ ଏକ ନିର୍ବାଚନୀ ରାଲିକୁ ସଂବୋଧିତ କରିବାକୁ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ନେତା ସାମ୍ ପିତ୍ରୋଦାଙ୍କ ୮୪ ଦଙ୍ଗାକୁ ନେଇ ଦେଇଥିବା ବିବାଦୀୟ ବୟାନ୍ ‘ହେଲା ତ ହେଲା’ ଜରିଆରେ କଂଗ୍ରେସ ଉପରେ ପଲଟା ଆକ୍ରମଣ କରିଛନ୍ତି । ଏହି ସମୟରେ ମୋଦି କଂଗ୍ରେସ…
Read More...

ରମଜାନ ପାଇଁ ଭୋଟଦାନ ସମୟରେ ହେବନି ପରିବର୍ତ୍ତନ : ଭୋଟଦାନ ସକାଳ ୫ଟାରୁ କରିବାର ଦାବିକୁ ସୁପ୍ରିମକୋର୍ଟ କଲେ ଖାରଜ

କନକ ବ୍ୟୁରୋ : ରମଜାନ ପାଇଁ ଭୋଟଦାନ ସକାଳ ୫ଟାରୁ କରିବାର ଦାବିକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ନିର୍ବାଚନ ଆୟୋଗ ମଧ୍ୟ ଏହି ଦାବିକୁ ଅବ୍ୟବହାରିକ କହି ଖାରଜ କରିଦେଇଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି କି, ସମୟ ନିର୍ଦ୍ଧାରଣ କରିବା ନିର୍ବାଚନ ଆୟୋଗର ଅଧିକାର । ସକାଳ ୭ଟାରୁ…
Read More...

ଆସନ୍ତା ଆଇପିଏଲ ସିଜିନରେ ଖେଳିବେ କି ନାହିଁ ଧୋନି? ଜାଣନ୍ତୁ ଇସାରା ଇସାରାରେ କଣ ଉତ୍ତର ଦେଲେ କ୍ୟାପଟେନ୍ କୁଲ ।

ସରିଛି ଆଇପିଏଲର ୧୨ ତମ ସଂସ୍କରଣ, ଚତୁର୍ଥ ଥର ପାଇଁ ଚାମ୍ପିୟନ ହୋଇଛି ମୁମ୍ବାଇ ଇଣ୍ଡିଆନ୍ସ । ସସପେନ୍ସ ଭରା ମୁକାବିଲାରେ ୧ ରନରେ ବାଜି ମାରିବା ସହ ଆଇପିଏଲ ଟ୍ରଫି ହାତେଇଛି ମୁମ୍ବାଇ ଇଣ୍ଡିଆନ୍ସ । ପୁଣି ଥରେ ଫଟାଫଟ କ୍ରିକେଟର ମଜା ନେବାକୁ ଦର୍ଶକଙ୍କୁ ଗୋଟିଏ ବର୍ଷ ଅପେକ୍ଷା କରିବାକୁ…
Read More...