Browsing Category

ଦେଶ ବିଦେଶ

ବାରାଣସୀରୁ ବିଜୟ ମୁକୁଟ ପିନ୍ଧିଲେ ମୋଦି । ୪ ଲକ୍ଷରୁ ଅଧିକ ଭୋଟରେ ଜିତିଲେ ପ୍ରଧାନମନ୍ତ୍ରୀ ।

କନକ ବ୍ୟୁରୋ : ଚମକିଲେ ଚୌକିଦାର । ପୁଣି ଥରେ ବାରାଣସୀ ଆସନରୁ ବଡ ବିଜୟ ଲାଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପାଖାପାଖି ୪ ଲକ୍ଷରୁ ଅଧିକ ଭୋଟରେ ଜିତି ମୋଦି ବିଜୟ ମୁକୁଟ ପିନ୍ଧିଥିବା ଜଣାପଡିଛି । ୨୦୧୪ ନିର୍ବାଚନର ମୋଦି ଲହର ୨୦୧୯ରେ ମୋଦି ସୁନାମିରେ ପରିଣତ ହୋଇଛି ।…
Read More...

କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବେ କି ରାହୁଲ ? ମା’ ସୋନିଆଙ୍କ ସହ ଆଲୋଚନା କରିଥିବା ସୂଚନା ।

କନକ ବ୍ୟୁରୋ : ୨୦୧୯ ଲୋକସଭା ନିର୍ବାଚନର ଫଳାଫଳ ନୂଆ ସରକାରର ଚିତ୍ର ସ୍ପଷ୍ଟ କରିସାରିଛି । ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପୁଣି ଥରେ ଦେଶରେ ସରକାର ଗଢିବାକୁ ଯାଉଛି ବିଜେପି । ଆଉ କଂଗ୍ରେସକୁ ଲାଗିଛି ବଡ ଝଟକା । ଏପରିକି କଂଗ୍ରେସର ପରାଜୟକୁ ମଧ୍ୟ ସ୍ୱୀକାର କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ…
Read More...

ବିଜୟ ମୁକୁଟ ପିନ୍ଧିଲେ ସ୍ମୃତି ଇରାନୀ । ଅଭିନନ୍ଦନ ଜଣାଇଲେ ରାହୁଲ

କନକ ବ୍ୟୁରୋ: ବିଜୟ ମୁକୁଟ ପିନ୍ଧିଲେ ବିଜେପି ପ୍ରାର୍ଥୀ ସ୍ମୃତି ଇରାନୀ । ଉତ୍ତର ପ୍ରଦେଶ ଆମେଠି ଲୋକସଭା ଆସନ ଉପରେ ସମସ୍ତଙ୍କ ନଜର ଥିବାବେଳେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ପଛରେ ପକାଇ ଜିତ୍ ହାସଲ କରିଛନ୍ତି ସ୍ମୃତି ଇରାନୀ । ଆମେଠି ଆସନରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ…
Read More...

ମୋଦିଙ୍କୁ ପାକ୍ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ । ଟ୍ୱିଟ କରି ମୋଦିଙ୍କୁ ଶୁଭେଚ୍ଛା ଜଣାଇଲେ ଇମରାନ ଖାନ୍

କନକ ବ୍ୟୁରୋ: ମୋଦିଙ୍କୁ ଅଭିନନ୍ଦନ ଜଣାଇଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ୍ । ଫଳାଫଳ ନଆସିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି । ଇସ୍ରାଇଲ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅଭିନନ୍ଦନ ଜଣାଇବା ପରେ ଏବେ ପାକ୍ ପ୍ରଧାନମନ୍ତ୍ରୀ…
Read More...

ୱାଏନାଡରେ ରାଜ କରିବେ ରାହୁଲ ! ୧୨ ଲକ୍ଷରୁ ଅଧିକ ଭୋଟରେ ବିରାଟ ବିଜୟ ଆଡକୁ ଆଗଉଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ…

କନକ ବ୍ୟୁରୋ : ୱାଏନାଡ ଲୋକସଭା ଆସନରୁ ବିଶାଳ ବିଜୟ ଆଡକୁ ଅଗ୍ରସର ହେଉଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ପାଖାପାଖି ୧୨ ଲକ୍ଷରୁ ଅଧିକ ଭୋଟ୍ ବ୍ୟବଧାନରେ ବିରୋଧୀଙ୍କୁ ମାତ୍ ଦେଇ ବିଜୟ ଆଡକୁ ଆଗଉଛନ୍ତି ରାହୁଲ ଗାନ୍ଧି । ବର୍ତ୍ତମାନ ସୁଦ୍ଧା ରାହୁଲ ୧୨ ଲକ୍ଷ ୭୬ ହଜାର ୯୭୫ ଖଣ୍ଡ…
Read More...

ଜନାଦେଶ ୨୦୧୯: ୨ ଲକ୍ଷରୁ ଉଦ୍ଧ୍ୱର୍ ଭୋଟରେ ଆଗୁଆ ନାଗପୁର ବିଜେପି ଲୋକସଭା ପ୍ରାର୍ଥୀ ନିତିନ ଗଡକରୀ ।

କନକ ବ୍ୟୁରୋ: ଚାଲିଛି ଭୋଟ ଗଣତି । ଆଗରେ ରହିଛନ୍ତି ମହାରାଷ୍ଟ୍ର ନାଗପୁର ଲୋକସଭା ଆସନରୁ ଲଢିଥିବା ବିଜେପି ପ୍ରାର୍ଥୀ ନିତିନ ଗଡକରୀ । ୩୪୧ ଆସନରେ ବିଜେପି ଆଗରେ ଥିବା ବେଳେ ନାଗପୁର ଲୋକସଭା ଆସନରେ ନିତିନ ଗଡକରୀ ୨ ଲକ୍ଷ ୮୩ ହଜାର ୩୩୨ ଭୋଟରେ ଆଗୁଆ ଅଛନ୍ତି । ପ୍ରଥମ ଚରଣରୁ…
Read More...

ବିଜୟ ମୁକୁଟ ପିନ୍ଧିଲେ ବିଜେପି ଚାଣକ୍ୟ ! ୫ ଲକ୍ଷରୁ ଅଧିକ ଭୋଟରେ ବିରୋଧୀଙ୍କୁ ଚିତ୍ କରି ଗାନ୍ଧିନଗର ଗାଦି ସମ୍ଭାଳିଲେ…

କନକ ବ୍ୟୁରୋ : ବିଜୟ ମୁକୁଟ ପିନ୍ଧିଲେ ବିଜେପି ଚାଣକ୍ୟ ଅମିତ ଶାହା । ୫ ଲକ୍ଷରୁ ଅଧିକ ଭୋଟ୍ ବ୍ୟବଧାନରେ ବିରୋଧୀଙ୍କୁ ଚିତ୍ କରି ଗାନ୍ଧିନଗର ଆସନରୁ ବିଜୟ ହୋଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ପ୍ରଥମଥର ପାଇଁ ଗାନ୍ଧିନଗର ଆସନରୁ ନିର୍ବାଚନ ଲଢି ଗାଦି ସମ୍ଭାଳିଲେ ଅମିତ ।…
Read More...

ଗାନ୍ଧିନଗରର ଗାଦି ସମ୍ଭାଳିବ ଗେରୁଆ ଦଳ । ୫ ଲକ୍ଷରୁ ଅଧିକ ଭୋଟ୍ ସହ ବିଶାଳ ବିଜୟ ଅଭିମୁଖେ ଅମିତ ଶାହା । 

କନକ ବ୍ୟୁରୋ : ବିଜେପି ଭୀଷ୍ମ ପିତାମହ ଲାଲକୃଷ୍ଣ ଆଡଭାନୀଙ୍କ ରେକର୍ଡ ଭାଙ୍ଗିଲେ ବିଜେପି ଚାଣକ୍ୟ ଅମିତ୍ ଶାହା । ପ୍ରଥମ ଥର ପାଇଁ ଗାନ୍ଧିନଗରରୁ ନିର୍ବାଚନ ଲଢି ଗାଦି ସମ୍ଭାଳିବାକୁ ଯାଉଛନ୍ତି ବିଜେପି ସଭାପତି । ବର୍ତ୍ତମାନର ଟ୍ରେଣ୍ଡ ମୁତାବକ, ଗାନ୍ଧିନଗରକୁ ଗେରୁଆ ରଙ୍ଗରେ ରଙ୍ଗୀନ କରି ୫…
Read More...

ବିରୋଧୀଙ୍କୁ ଚିତ୍ କଲେ ଚୌକିଦାର ! ବାରାଣାସୀରେ ୪ ଲକ୍ଷ ଭୋଟରେ ଆଗୁଆ ମୋଦି ।

କନକ ବ୍ୟୁରୋ : ୨୦୧୯ କୁରୁକ୍ଷେତ୍ରର ଆଜି ହେଉଛି ମହାନିର୍ଣ୍ଣୟ । ବର୍ତ୍ତମାନର ଟ୍ରେଣ୍ଡିଂ ରିପୋର୍ଟ ଅନୁଯାୟୀ, ୩୩୯ ଲୋକସଭା ଆସନ ସହ ଆଗକୁ ବଢୁଛି ବିଜେପି । କୁହାଯାଉଛି, ୨୦୧୪ ଭଳି ପୁଣି ଥରେ କାମ କରିଛି ମୋଦି ମ୍ୟାଜିକ । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଚିରାଚରିତ ଆସନ…
Read More...

କୁରୁକ୍ଷେତ୍ରରେ କଳାକାରଙ୍କ କମାଲ । ଜନାଦେଶ ୨୦୧୯, ଏହି ସବୁ ସେଲିବ୍ରିଟି ରହିଛନ୍ତି ଆଗରେ

କନକ ବ୍ୟୁରୋ: ଚଳିତ ଲୋକସଭା ଏବଂ ବିଧାନସଭା ନିର୍ବାଚନରେ କେତେକ ବଲିଉଡ୍‌, ଓଲିଉଡ୍‌, ଭୋଜପୁରୀ ଏବଂ ଅନ୍ୟାନ୍ୟ ଆଞ୍ଚଳିକ କଳାକାରମାନେ ବିଭିନ୍ନ ଦଳରୁ ପ୍ରାର୍ଥୀ ହୋଇଥିଲେ । ଆସନ୍ତୁ ଜାଣିବା ପ୍ରଥମେ ସେମାନଙ୍କ ମଧ୍ୟରୁ କେଉଁମାନେ ଭୋଟ ଗଣତି ଟ୍ରେଣ୍ଡରେ ଆଗରେ ଅଛନ୍ତି । କେନ୍ଦ୍ରମନ୍ତ୍ରୀ…
Read More...