Browsing Category

ଦେଶ ବିଦେଶ

ଆସିନି ମହାନିର୍ଣ୍ଣୟ, ଛୁଟୁଛି ଅଭିନନ୍ଦନର ସୁଅ ! ଟ୍ରେଣ୍ଡିଂ ରିପୋର୍ଟରେ ବିଜେପିର ସଫଳତା ପରେ ମୋଦିଙ୍କୁ ଅଭିନନ୍ଦନ…

କନକ ବ୍ୟୁରୋ : ଆସିନି ଫଳାଫଳ, କିନ୍ତୁ ଛୁଟିଲାଣି ଅଭିନନ୍ଦନର ସୁଅ । ଟ୍ରେଣ୍ଡିଂ ରିପୋର୍ଟରେ ବିଜେପିର ସଫଳତା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ଆସିଲାଣି ସଫଳତାର ବାର୍ତ୍ତା । ଇସ୍ରାଇଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଟ୍ୱିଟ୍ କରି ମୋଦିଙ୍କୁ ଅଭିନନ୍ଦନ…
Read More...

ଆମେଠିରେ ଆଗରେ ବିଜେପି । ରାହୁଲ ଗାନ୍ଧିଙ୍କୁ ପଛରେ ପକାଇ ୧୨ ହଜାରରୁ ଅଧିକ ଭୋଟ୍ ଆଗରେ ସ୍ମୃତି ଇରାନୀ ।

କନକ ବ୍ୟୁରୋ : ବଦଳିବକି ଇତିହାସ, ଭାଙ୍ଗିବ କି କଂଗ୍ରେସ ଗଡ ? ରୋଚକ ସ୍ଥିତିରେ ପହଞ୍ଚିଛି ଆମେଠି ଲୋକସଭା ଆସନର ନିର୍ବାଚନ ଫଳାଫଳ । ଟ୍ରେଣ୍ଡିଂ ରିପୋର୍ଟ ଅନୁଯାୟୀ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ପଛରେ ପକାଇ ଆଗକୁ ବଢି ଚାଲିଛନ୍ତି ବିଜେପି ନେତ୍ରୀ ସ୍ମୃତି ଇରାନୀ । ଅପରାହ୍ନ ୨ଟା…
Read More...

ଅନନ୍ତନାଗ ଲୋକସଭା ଆସନରେ ମେହେବୁବା ମୁଫତିଙ୍କୁ ଲିଗାପାରେ ଶକ୍ତ ଝଟକା । ତୃତୀୟ ନମ୍ବରକୁ ଖସିଲା ପିଡିପି

କନକ ବ୍ୟୁରୋ: ଅନନ୍ତନାଗରେ ମେହେବୁବା ମୁଫତିଙ୍କୁ ଲାଗିପାରେ ଝଟକା । ଜାମ୍ମୁ-କାଶ୍ମୀର ଅନନ୍ତନାଗ ଲୋକସଭା ଆସନରେ ଭୋଟ ଗଣତି ଜାରି ରହିଥିବା ବେଳେ ଦେଖିବାକୁ ମିଳିଛି କଡା ଟକ୍କର । ଟ୍ରେଣ୍ଟି ରିପୋର୍ଟ ଅନୁଯାଇ ତୃତୀୟ ନମ୍ବରକୁ ଖସିଛନ୍ତି ମେହବୁବା ମୁଫତି । ଅନନ୍ତନାଗ ଲୋକସଭା ଆସନରେ…
Read More...

ପଞ୍ଜାବରେ କଂଗ୍ରେସର ବଲ୍ଲେ ବଲ୍ଲେ ! ବିଜେପିକୁ ପଛରେ ପକାଇ ୧୦ଟି ଲୋକସଭା ଆସନରେ ଆଗୁଆ ରହିଛି କଂଗ୍ରେସ ।

କନକ ବ୍ୟୁରୋ : ପଞ୍ଜାବରେ କଂଗ୍ରେସର ବଲ୍ଲେ ବଲ୍ଲେ । ୨୦୧୯ ନିର୍ବାଚନର ଆଜି ଆସିବ ଫଳାଫଳ, ଚାଲିଛି ଭୋଟଗଣତି । ଟ୍ରେଣ୍ଡିଂ ରିପୋର୍ଟ ଅନୁଯାୟୀ, ସାରା ଦେଶରେ ବିଜେପି ଆଗୁଆ ରହିଥିବା ବେଳେ, ପଞ୍ଜାବରେ କିନ୍ତୁ କମାଲ୍ ଦେଖାଉଛି କଂଗ୍ରେସ । ପଞ୍ଜାବର ମୋଟ୍ ୧୩ଟି ଲୋକସଭା ଆସନରୁ ୧୦ଟି ଲୋକସଭା…
Read More...

ପଶ୍ଚିମବଙ୍ଗରେ କିଏ ଗଢିବ ସରକାର ? ମମତାଙ୍କୁ ଲାଗିବ କି ଝଟକା ? ଆଗରେ ରହିଛି ବିଜେପି

କନକ ବ୍ୟୁରୋ: ଖୁବ ଶିଘ୍ର ପଶ୍ଚିମବଙ୍ଗରେ ଶେଷ ହେବାକୁ ଯାଉଛି ଭୋଟ ଗଣତି । କାହା ମୁଣ୍ଡରେ ହାତି ସୁନା କଳସ ଢାଳିବ, କାହା ହାତକୁ ଯିବ କ୍ଷମତାର ଡୋରି ତାହା ସ୍ପଷ୍ଟ ହୋଇଯିବ । ବର୍ତମାନ ସୁଦ୍ଧା ଟ୍ରେଣ୍ଡିଂ ରିପୋର୍ଟ ଅନୁଯାୟୀ ପଶ୍ଚିମବଙ୍ଗରେ ବିଜେପି ଆଗରେ ରହିଥିଲେ ବି ମୋଦି ଏବଂ ଦିଦିଙ୍କ…
Read More...

ରାଜସ୍ଥାନରେ ରାଜ କରିବ କି ବିଜେପି ? ଟ୍ରେଣ୍ଡିଂ ରିପୋର୍ଟ ଅନୁଯାୟୀ, ରାଜସ୍ଥାନର ସମସ୍ତ ଆସନରେ ଆଗରେ ରହିଛି ଭାରତୀୟ…

କନକ ବ୍ୟୁରୋ : ୧୯ କୁରୁକ୍ଷେତ୍ରର ଚାଲିଛି ମହାନିର୍ଣ୍ଣୟ । ଦିନ ୧.୫୫ ମିନିଟ୍ ସୁଦ୍ଧା ଟ୍ରେଣ୍ଡିଂ ରିପୋର୍ଟ ଅନୁଯାୟୀ, ରାଜସ୍ଥାନରେ ଆଗୁଆ ରହିଛି ଭାରତୀୟ ଜନତା ପାର୍ଟି । ରାଜସ୍ଥାନର ସମସ୍ତ ୨୫ଟି ଲୋକସଭା ଆସନରେ ବିଜେପି ବର୍ତ୍ତମାନ ସୁଦ୍ଧା ଆଗରେ ରହିଛି । ରାଜସ୍ଥାନ ବିଧାନସଭା…
Read More...

ନିର୍ବାଚନ ଫଳାଫଳ ଦେଖି ମତଗଣନା କେନ୍ଦ୍ରରେ କଂଗ୍ରେସ ନେତାଙ୍କ ହୃଦଘାତ ! ଡାକ୍ତରଖାନାରେ ମୃତ୍ୟୁ

ମଧ୍ୟପ୍ରଦେଶ ସିହୋରର ମତଗଣନା କେନ୍ଦ୍ରରେ ସିହୋର ଜିଲ୍ଲା କଂଗ୍ରେସ ଅଧ୍ୟକ୍ଷ ରତନ୍ ସିଂହ ଠାକୁରଙ୍କ ହାର୍ଟ ଆଟାକ୍ ରେ ମୃତ୍ୟୁ ହୋଇଯାଇଛି । ସୁଚନାନୁସାରେ ରତନ୍ ସିଂହ ଠାକୁର ମତଗଣନା କେନ୍ଦ୍ରରେ ନିଜ ସମର୍ଥକଙ୍କ ସହ ଭୋଟ୍ ଗଣତି ଦେଖିବାକୁ ପହଂଚିଥିଲେ କିନ୍ତୁ ଅଚାନକ ସେ ଚେତାଶୂନ୍ୟ ହୋଇଗଲେ…
Read More...

ଟ୍ରେଣ୍ଡିଂ ରିପୋର୍ଟରେ ମୋଦିଙ୍କ ସଫଳତା ଦେଖି ଭାବବିହ୍ୱଳ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ! ହାତଯୋଡି…

କନକ ବ୍ୟୁରୋ: ଟ୍ରେଣ୍ଡିଂ ରିପୋର୍ଟରେ ମୋଦିଙ୍କ ସଫଳତା ଦେଖି ଭାବବିହ୍ୱଳ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ । ଦେଶରେ ଲୋକସଭା ଆସନ ପାଇଁ ଭୋଟ ଗଣତି ଚାଲିଥିବାବେଳେ ବିଜେପି ଆଗରେ ରହିଛି । ଏକଜିଟ ପୋଲ ରିପୋର୍ଟ ଜାହା ଆକଳନ କରିଥିଲା ସେହି ଆଧାରରେ ବିଜେପି ଆଗୁଆ ରହିଛି ।…
Read More...

ମଧ୍ୟପ୍ରଦେଶରେ ବଢୁଛି ବିଜେପିର ଅଙ୍କ । ଟ୍ରେଣ୍ଟି ରିପୋର୍ଟ ଅନୁଯାୟୀ, ୨୯ ରୁ ୨୮ ଆସନରେ କଂଗ୍ରେସକୁ ପଛରେ ପକାଇ ଆଗରେ…

କନକ ବ୍ୟୁରୋ : ମଧ୍ୟପ୍ରଦେଶରେ କଂଗ୍ରେସକୁ ଲାଗିବ କି ବଡ ଝଟକା ? ଟ୍ରେଣ୍ଡିଂ ରିପୋର୍ଟ ଅନୁଯାୟୀ, ମଧ୍ୟପ୍ରଦେଶର ୨୯ଟି ଲୋକସଭା ଆସନରୁ ୨୮ଟି ଆସନରେ ବର୍ତ୍ତମାନ ସୁଦ୍ଧା ଆଗରେ ରହିଛି ଭାରତୀୟ ଜନତା ପାର୍ଟି । କଂଗ୍ରେସ ମାତ୍ର ଗୋଟିଏ ଆସନରେ ଆଗରେ ରହିଛି । ମଧ୍ୟପ୍ରଦେଶ ବିଧାନସଭା…
Read More...

ରାଏବରେଲିରେ ପୁଣି ରାଜ୍ କରିବ କି କଂଗ୍ରେସ । ବିଜେପିକୁ ପଛରେ ପକାଇ ଆଗକୁ ବଢିଚାଲିଛନ୍ତି ସୋନିଆ ଗାନ୍ଧି ।

କନକ ବ୍ୟୁରୋ : ୧୯ କୁରୁକ୍ଷେତ୍ରରେ କିଏ ପିନ୍ଧିବ ବିଜୟ ମୁକୁଟ, ସେନେଇ ଚାଲିଛି ମତଗଣନା । କଂଗ୍ରେସର ଗଡ କୁହାଯାଉଥିବା ଉତ୍ତରପ୍ରଦେଶର ରାଏବରେଲିର ଲୋକସଭା ଆସନରେ ଦିନ ୧୨ଟା ୫୦ ସୁଦ୍ଧା ଆଗରେ ରହିଛନ୍ତି ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି । ବର୍ତ୍ତମାନର ଟ୍ରେଣ୍ଡ ଅନୁଯାୟୀ, ବିଜେପି…
Read More...