Browsing Category

ଦେଶ ବିଦେଶ

ଅବୈଧ ନାଗରିକ ମାମଲାରେ ଆମେରିକାର କଡା ଆଭିମୁଖ୍ୟ : ଏବେ ଆମେରିକା ଲଗାଇପାରେ ପାକିସ୍ତାନୀଙ୍କ ଭିଜା ଉପରେ ବ୍ୟାନ୍

ଅବୈଧ ନାଗରିକ ମାମଲାରେ କଡା ଆଭିମୁଖ୍ୟ ରଖୁଥିବା ଆମେରିକା ଏବେ ଏହି ଦିଗରେ ପାକିସ୍ତାନକୁ କଡା ଶିକ୍ଷା ଦେଇପାରେ । ଭିଜା ଅବଧି ଶେଷ ହେବା ପରେ ମଧ୍ୟ ଆମେରିକାରେ ରହୁଥିବା ନିଜ ନାଗରିକଙ୍କୁ ନେବାକୁ ପାକିସ୍ତାନ ମନା କରିଦେଇଛି । ଯାହାପରେ ପାକିସ୍ତାନର ଏହି କାମରେ ଆମେରିକା ତାକୁ ଚେତାବନୀ…
Read More...

ଅରବିନ୍ଦ କେଜରିୱାଲଙ୍କ ହିନ୍ଦୁ –ମୁସଲିମ୍ ବୟାନ ଉପରେ ଚାଲିଲା ବିବାଦ ! ନିର୍ବାଚନ ଆୟୋଗଙ୍କ ପାଖରେ ଅଭିଯୋଗ କଲା…

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ ନିଜର ଗୋଟିଏ ବୟାନକୁ ନେଇ ଏବେ ବିବାଦ ଘେରକୁ ଚାଲିଆସିଛନ୍ତି । କଂଗ୍ରେସ ସହ ଗଠବନ୍ଧନ କରିବାରେ ଅସଫଳ ରହିଥବା ଅରବିନ୍ଦ କେଜରିୱାଲ୍ ପାର୍ଟିର ଘୋଷଣାପତ୍ର ଜାରି କରି କହିଥିଲେ କୌଣସି ହିନ୍ଦୁ କଂଗ୍ରେସକୁ ଭୋଟ୍ ଦେବାକୁ ଯାଉନାହାନ୍ତି । କେବଳ…
Read More...

ସର୍ଭର ଠିକ୍ ହେବା ନେଇ ଦାବି କଲା ଏୟାର ଇଣ୍ଡିଆ : ୫ ଘଂଟା ଧରି ଠପ୍ ହୋଇଯାଇଥିଲା ସେବା

ଭାରତୀୟ ଏୟାରଲାଇନ୍ କମ୍ପାନୀ ଏୟାର ଇଣ୍ଡିଆର ସର୍ଭର ୫ ଘଂଟାରୁ ଅଧିକ ସମୟ ଧରି ଠପ୍ ହେବା ପରେ ଏହାକୁ ଠିକ୍ କରାଯାଇଛି । କମ୍ପାନୀର ସିଏମଡି ଅଶ୍ୱିନୀ ଲୋହାନୀ ଏହା ଦାବି କରିଛନ୍ତି । ସର୍ଭର ସକାଳ ୩ଟା ୩୦ରୁ ଠପ୍ ହୋଇଯାଇଥିଲା । ଏବେ ବି ସୁବିଧା ସୂଚାରୁରୂପେ ହୋଇପାରିନାହିଁ । ଯାତ୍ରୀଙ୍କୁ…
Read More...

ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୃଢ଼ୋକ୍ତି : ଲୋକସଭା ନିର୍ବାଚନରେ କଂଗ୍ରେସ ଖାତାକୁ ଯିବ ୫୦ରୁ କମ୍ ସିଟ୍

କନକ ବ୍ୟୁରୋ : ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ଖାତାକୁ ଯିବ ମାତ୍ର ୫୦ଟି ସିଟ୍ । ଏକଥା ଆମେ ନୁହେଁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ମୁମ୍ବାଇରେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ସହ ଗତକାଲି ଏକ ରାଲିରେ ଉଦବୋଧନ ଦେବା ସମୟରେ ଏପରି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।…
Read More...

ଶ୍ରୀଲଙ୍କା ଇଷ୍ଟର ବ୍ଲାଷ୍ଟ ପରେ ସନ୍ଦିଗ୍ଧଙ୍କ ଠିକଣାରେ ଚଢାଉ କଲା ପୋଲିସ୍ ! ୬ ଜଣ ଛୋଟ ପିଲାଙ୍କ ସମେତ ୧୫ ଜଣ…

ଶ୍ରୀଲଙ୍କାରେ ଇଷ୍ଟର ପର୍ବ ଦିନ ହୋଇଥିବା ସିରିଏଲ୍ ବୋମା ବିସ୍ଫୋରଣ ପରେ ଆତଙ୍କବାଦୀ ଘଟଣା ଚାଲୁରହିଛି । ପୋଲିସ ଏବଂ ସୁରକ୍ଷାବଳ ମଧ୍ୟ ଏହାର ଜବାବ୍ ଦେଉଛନ୍ତି । ଶନିବାର ସୁରକ୍ଷାବଳ ପୂର୍ବ ଅଞ୍ଚଳରେ ଆତଙ୍କବାଦୀ ସଂଗଠନ ଇସଲାମିକ୍ ଷ୍ଟେଟ୍ (ଆଇଏସଆଇଏସ) ସହ ଜଡିତ ଥିବା ଅନେକ ଠିକଣାରେ ଚଢାଉ…
Read More...

ରାଜନୀତିରେ ‘ଆଭେଞ୍ଜର୍ସ : ଏଣ୍ଡଗେମ’ ! ସପା ମୁଖ୍ୟ କହିଲେ, ଆରମ୍ଭ ହୋଇଯାଇଛି ବିଜେପିର ଅନ୍ତିମ ଖେଳ

କନକ ବ୍ୟୁରୋ : ମେ ୨୩ରେ ଆସିବ ୨୦୧୯ ମହାସମରର ଫଳାଫଳ । ଜାତୀୟ ଦଳ ଗୁଡ଼ିକ ଠାରୁ ଆରମ୍ଭ କରି ଆଚଳିକ ଦଳ ଗୁଡ଼ିକ ବିଜୟ ବାନା ଉଡ଼ାଇବା ପାଇଁ ଜୋରସୋରରେ ଉଦ୍ୟମ ଜାରି ରଖିଛନ୍ତି । ଜୋରସୋରରେ ପ୍ରଚାର ସହ ଚାଲିଛି ଆରୋପ ପ୍ରତ୍ୟାରୋପର ପର୍ବ । ବିଜେପି ତଥା ମୋଦି ସରକାରଙ୍କୁ ଗାଦିଚ୍ୟୁତ କରିବା…
Read More...

ଏୟାର ଇଣ୍ଡିଆର ସର୍ଭର ଡାଉନ୍ ! ଭାରତ ସମେତ ବିଦେଶରେ ମଧ୍ୟ ଏୟାରପୋର୍ଟରେ ଫସିଛନ୍ତି ଶହ ଶହ ଯାତ୍ରୀ ।

ଏୟାର ଇଣ୍ଡିଆର ସର୍ଭର ଡାଉନ୍ ହେବା କାରଣରୁ ଭାରତ ସହ ବିଦେଶରେ ମଧ୍ୟ ଏୟାର ଇଣ୍ଡିଆର ବିମାନ ପ୍ରଭାବିତ ହୋଇଛି । ସର୍ଭର ଡାଉନ୍ ହେବା କାରଣରୁ ଶନିବାର ଯାତ୍ରୀଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡିଛି । ଏୟାର ଇଣ୍ଡିଆର ଘରୋଇ ବିମାନ ସହ ଅନ୍ତରାଷ୍ଟ୍ରୀୟ ବିମାନର ଉଡାନ୍ ମଧ୍ୟ ପ୍ରଭାବିତ…
Read More...

ଯଦି ମୁଁ ମଧ୍ୟ କୌଣସି ଭୁଲ୍ କରୁଛି ତେବେ ଏଭଳି ଦୃଢ ମନ୍ତବ୍ୟ ରଖନ୍ତୁ ଯେଉଁଥିରେ ମୋ ଘରେ ମଧ୍ୟ ଚଢାଉ ହେବ :…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଅନେକ ପ୍ରଶ୍ନର ଉତ୍ତର ରଖିଥିଲେ । ଛାପେମାରୀର ଏକ ପ୍ରଶ୍ନରେ ପ୍ରଧାନମନ୍ତ୍ରୀ କହିଥିଲେ ଯଦି ସେ ବି କୌଣସି ଭୁଲ୍ କରନ୍ତି ତେବେ ଏଭଳି ଭାବେ କଥା ରହିବା ଦରକାର ଯେଉଁଥିରେ ତାଙ୍କ ଘରେ ମଧ୍ୟ ଚଢାଉ ହେବ ।…
Read More...

ଅଜୟ ରାୟଙ୍କୁ କଂଗ୍ରେସ ପ୍ରାର୍ଥୀ କରିବା ପରେ ଅରୁଣ ଜେଟଲୀଙ୍କ କଡା ଟିପ୍ପଣୀ : କହିଲେ,ପରାଜୟ ଭୟରେ ମଇଦାନ ଛାଡିଦେଲେ…

କନକ ବ୍ୟୁରୋ : ବାରଣାସୀରେ ମୋଦିଙ୍କ ବିରୋଧରେ କାହିଁକି ୱାକଆଉଟ୍ କଲେ ପ୍ରିୟଙ୍କା ଗାନ୍ଧି । କଂଗ୍ରେସର ବିଦେଶ ବ୍ୟାପାର ମୁଖ୍ୟ ସାମ ପିଟ୍ରୋଡା ଏହାକୁ ପ୍ରିୟଙ୍କାଙ୍କ ବ୍ୟକ୍ତିଗତ ନିଷ୍ପତି କହୁଥିବାବେଳେ ଅନେକ ଥିଓରୀ ଉପରେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି । ଚର୍ଚ୍ଚା ଏଇଥିପାଇଁ ଯେ,…
Read More...

ମୋଦିଙ୍କୁ ମାଟିରେ ପ୍ରସ୍ତୁତ ହୋଇଥିବା ମିଠେଇ ଖାଇବାକୁ ଦେବ ପଶ୍ଚିମବଙ୍ଗ , ଭାଙ୍ଗିଯିବ ଦାନ୍ତ : ମମତା ବାନାର୍ଜୀ

ସେମିତିରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାଁ ଶୁଣିଲେ ରକ୍ତଚାଉଳ ଚୋବାଉଛନ୍ତି କିନ୍ତୁ ବର୍ତ୍ତମାନ ତାଙ୍କ କ୍ରୋଧର ଜ୍ୱାଳା ଆଉ ଟିକେ ବଢିଯାଇଛି । ଯାହାର କାରଣ ହେଉଛି ମୋଦିଙ୍କ ଏକ ବୟାନ । ନିକଟରେ ଅଭିନେତା ଅକ୍ଷୟ କୁମାରଙ୍କୁ ଏକ…
Read More...