Browsing Category

ସ୍ପେଶାଲ୍ ରିପୋର୍ଟ

କୁମ୍ଭରେ କେଉଁ ରାଜା ଲଗାତାର ୭୫ଦିନ ପର୍ଯ୍ୟନ୍ତ ଦାନ କରିଥିଲେ ? ଜାଣନ୍ତୁ ସେହି ମହାନ ରାଜାଙ୍କ ବିଷୟରେ. . .

ଉତ୍ତର ପ୍ରଦେଶ ସଙ୍ଗମ ନଗରୀ ପ୍ରୟାଗରାଜରେ କୁମ୍ଭ ମେଳା ଚାଲୁଛି । ଏହି ମହାପର୍ବରେ କୋଟି କୋଟି ସଂଖ୍ୟାରେ ଶ୍ରଦ୍ଧାଳୁ ପ୍ରତିଦିନ ପହଂଚୁଛନ୍ତି । ବିଶେଷ କରି ସାହି ସ୍ନାନ ଦିନ ଲକ୍ଷ ଲକ୍ଷ ଲୋକ ତ୍ରିବେଣୀ ସଙ୍ଗମରେ ବୁଡ ପକାନ୍ତି । କୁମ୍ଭ ମେଳା କେବେଠାରୁ ଆରମ୍ଭ ହୋଇଛି ଏହି କଥା ବହୁତ କମ୍…
Read More...

PUBG ସମେତ ଏହି ମୋବାଇଲ ଗେମ୍ ଗୁଡିକୁ ଘାତକ ବୋଲି କହିଲେ ଶିଶୁ ଅଧିକାର ସଂରକ୍ଷଣ ଆୟୋଗ, ସ୍କୁଲ ଗୁଡିକୁ ଜାରି କଲେ…

ଧୀରେ ଧୀରେ ସ୍ମାର୍ଟଫୋନର ବ୍ୟବହାର ବଢ଼ି ବଢ଼ି ଚାଲିଛି । ଛୋଟ ପିଲାମାନଙ୍କଠାରୁ ଆରମ୍ଭ କରି ଯୁବକ-ଯୁବତୀମାନଙ୍କ ପର୍ଯ୍ୟନ୍ତ ସମସ୍ତେ ସ୍ମାର୍ଟଫୋନ ବ୍ୟବହାର କରୁଛନ୍ତି । ଛୋଟ ପିଲାମାନେ ସ୍ମାର୍ଟଫୋନକୁ ଗେମ୍ ଖେଳିବାରେ ଅଧିକ ବ୍ୟବହାର କରୁଛନ୍ତି । ଅଧିକ ଗେମ୍ ଖେଳିବା ଦ୍ୱାରା ପିଲାମାନଙ୍କ…
Read More...

ଟ୍ରମ୍ପ ସରନେମ୍ ପାଇଁ ସ୍କୁଲରେ କରିଥିଲେ ହଇରାଣ : ଏବେ ବାର୍ଷିକ ଭାଷଣକୁ ଆମନ୍ତ୍ରଣ କଲେ ଡୋନାଲ୍ଡ ଟ୍ରମ୍ପ

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କଂଗ୍ରେସରେ ନିଜର ଦ୍ୱିତୀୟ ‘ଷ୍ଟେଟ୍ ଅଫ୍ ଦ ୟୁନିୟନ୍’ ସମ୍ବୋଧନ ପାଇଁ ଷଷ୍ଠ ଶ୍ରେଣୀର ଛାତ୍ର ଜୋଶୁଆ ଟ୍ରମ୍ପଙ୍କୁ ମଧ୍ୟ ଆମନ୍ତ୍ରଣ କରିଛନ୍ତି । ଜୋଶୁଆ ଟ୍ରମ୍ପ ରାଷ୍ଟ୍ରପତିଙ୍କ ପରିବାରର କୌଣସି ସଦସ୍ୟ ନୁହେଁ । ସେ ଡେଲାଭେୟରର ୱିଲମିଙ୍ଗଟନର…
Read More...

ଭାରତୀୟ ସେନାରେ ଦେଖାଗଲା ଅର୍ଥର ଅଭାବ ! ଟଙ୍କା ଅଭାବରୁ ଯବାନଙ୍କ ଭତ୍ତାକୁ ରୋକିଲେ ଅଧିକାରୀ । 

ଦେଶର ସୁରକ୍ଷା ପାଇଁ ସୀମାରେ ଦିନରାତି କାର୍ଯ୍ୟରତ ଯବାନଙ୍କ ସକାଶେ ସରକାର କେତେ ଧ୍ୟାନ ଦେଉଛନ୍ତି ତାହା ଏହି ଲେଖରୁ ଆପଣ ଜାଣିପାରିବେ । ସେନା ପାଖରେ ଯବାନଙ୍କୁ ଦରମା ଦେବା ପାଇଁ ବି ପାଖରେ ଟଙ୍କା ନାହିଁ । ଏକ ଗଣମାଧ୍ୟମ ଅନୁସାରେ, ଭାରତୀୟ ସେନା ପାଖରେ ଫଣ୍ଡ କମ୍ ରହିଛି । ଯେଉଁଥିରେ…
Read More...

ବିବାହରେ ଅଭିନବ ପ୍ରୟାସ : କନ୍ୟାଦାନରେ ନବଦମ୍ପତିଙ୍କୁ ହେଲମେଟ୍ ଦେଇ ସଡକ ସୁରକ୍ଷାର ଦେଲେ ବାର୍ତ୍ତା

ମେହସାଣାର ୧୨ଟି ଗାଁର ପଟିଦାର ସମାଜ ସାମୁହିକ ବିବାହ ଆୟୋଜନ କରିଥିଲେ । ଏହି ବିବାହ ସମାରୋହରେ ସମାଜ ଦ୍ୱାରା ସଡକ ସୁରକ୍ଷାର ବାର୍ତ୍ତା ଦେଇ ଏକ ନୂଆ ପ୍ରୟାସ କରାଯାଇଛି । ଯେଉଁଥିରେ ୧୨ଟି ଗାଁର ନବଦମ୍ପତିଙ୍କୁ କନ୍ୟାଦାନରେ ହେଲମେଟ୍ ବଣ୍ଟାଯାଇଛି ଓ ଘର ବାହାରେ ଦୁଇ ଚକିଆ ବାହନ ନେଇକି…
Read More...

ଦେଶରେ ପ୍ରଥମ ମହିଳା ସହିଦଙ୍କ ବିଷୟରେ ଜାଣନ୍ତୁ କିଛି କଥା . . .

ଦେଶ ଏବଂ ଦେଶବାସୀଙ୍କ ହୀତ ପାଇଁ ଅହରହ ଶତ୍ରୁଦେଶ ସହ ଲଢେଇ କରୁଥିବା ଭାରତର ବୀର ଯବାନଙ୍କ ବଳିଦାନ ଯେତେ ବି ପ୍ରଶଂସା କଲେ ମଧ୍ୟ କମ୍ ପଡିବ । କେତେବେଳେ ଡହଡହ ଖରାରେ ସୀମାରେ ରହି ତ ଆଉ କେତେବେଳେ ବରଫ ଅଞ୍ଚଳରେ ରହି ଯବାନମାନେ ଦେଶସେବା କରିଥାନ୍ତି । ଦେଶ ପାଇଁ ବେଳେବେଳେ ଏହି ଯବାନ୍ ଙ୍କ…
Read More...

ଗ୍ରାହକଙ୍କ ପକେଟ ମୁତାବକ ମିଳିବ ଏଲପିଜି ଗ୍ୟାସ୍ ! ମୋଦି ସରକାର ଆଣୁଛନ୍ତି ନୂଆ ବିକଳ୍ପ

ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଦେଶର ଅଧିକାଂଶ ଗରିବଙ୍କ ଘରକୁ ଏଲପିଜି କନେକ୍ସସନ୍ ଦିଆଯାଇଛି । ତଥାପି ଗରିବଙ୍କ ପାଇଁ ଏକ ଏଲପିଜି ସିଲିଣ୍ଡର ପାଇଁ ୮୦୦-୯୦୦ ଟଙ୍କା ଦେବା ମଧ୍ୟ ବଡ଼ ସମସ୍ୟା ହୋଇଯାଉଛି । ଏହି ସମସ୍ୟାର ସମାଧାନ ପାଇଁ ସରକାର ବିଭିନ୍ନ ଏଜେନ୍ସି ସହ ଆଲୋଚନା କରିଛନ୍ତି ।…
Read More...

PUBG ପାଇଁ ଜୀବନ ଗଲା ! ପବଜି ଖେଳିନପାରିବାରୁ ପଙ୍ଖାରେ ଝୁଲି ଜୀବନ ହାରିଲେ ତରୁଣ 

PUBG ର ନାଁ ତ ଶୁଣିଥିବେ । ଏହି ଗେମ୍ ବର୍ଷ ୨୦୧୮ରେ ଏତେ ଲୋକପ୍ର୍ରିୟତା ହାସଲ କରିଛି କି ଅନ୍ୟ ଗେମ୍ ବି ଏତେ ହୋଇନଥିବ । ଭାରତ ସମେତ ସାରା ଦୁନିଆରେ ଏହି ଗେମର ଲୋକପ୍ର୍ରିୟତା ଦିନକୁ ଦିନ ବହୁତ ଦ୍ରୁତ ଗତିରେ ବଢ଼ି ବଢ଼ି ଚାଲିଛି । ଯେଉଁ ପ୍ରକାରର ଏହି ଗେମର ଲୋକପ୍ରିୟତା ବଢ଼ି ବଢ଼ି ଚାଲିଛି,…
Read More...

ଏବେ ବୁଢା ବାପାମା’ଙ୍କୁ ଘରୁ ତଡିପାରିବେନି ଉଦ୍ଧତ ସନ୍ତାନ ! ତଡିଲେ ୬ ମାସ ପାଇଁ ଜେଲ୍ ସାଙ୍ଗକୁ ଦେବେ ମୋଟାଅଙ୍କର…

ଏବେ ବୁଢା ବାପାମା’ଙ୍କୁ ଘରୁ ତଡୁଥିବା ପିଲାମାନଙ୍କ ଉପରେ କେନ୍ଦ୍ର ସରକାର କଠୋର ଆଇନ୍ କାନୁନ୍ ଲାଗୁ କରିବାକୁ ଯାଉଛନ୍ତି । ଯଦି କେହି ବାପାମା’ଙ୍କୁ ଏଳୁଟିଆ ଛାଡି ଚାଲିଯାଉଛନ୍ତି ତେବେ ଉକ୍ତ ବ୍ୟକ୍ତିଙ୍କୁ ୬ ମାସ ପର୍ଯ୍ୟନ୍ତ ଜେଲଦଣ୍ଡ ଭୋଗିବାକୁ ପଡିବ । ପୂର୍ବରୁ କେବଳ ତିନିମାସ…
Read More...

ପ୍ରଧାନମନ୍ତ୍ରୀ କିଷାନ ଯୋଜନା: ସରକାରଙ୍କ ପକ୍ଷରୁ ଜାରି ହେଲା ଗାଇଡଲାଇନ୍, ଏହି ଦସ୍ତାବିଜ ନଥିଲେ ଚାଷୀଙ୍କୁ ମିଳିବନି…

ଫେବୃଆରୀ ପହିଲାରେ ଉପସ୍ଥାପନା ହୋଇଥିବା କାମଚଳା ତଥା ଅନ୍ତରୀଣ ବଜେଟରେ ରହିଥିଲା ଚାଷୀଙ୍କ ପାଇଁ ଖୁସି ଖବର । ପ୍ରଧାନମନ୍ତ୍ରୀ କିସାନ ଯୋଜନାରେ ୨ ହେକ୍ଟରରୁ କମ ଜମି ଥିବା ଚାଷୀଙ୍କୁ ବାର୍ଷିକ ୬ ହଜାର ଟଙ୍କା ଦିଆଯିବା ନେଇ ଘୋଷଣା କରାଯାଇଛି । ଚାଷୀଙ୍କୁ ଖୁସି କରିବା ପାଇଁ ସରକାର ଘୋଷଣା…
Read More...