କନକ ବ୍ୟୁରୋ: ସୋର ପୋଲିସକୁ ବଡ଼ ସଫଳତା, ଦୁଇଟି ବିସ୍ଫୋରକ ଗୋଦାମ ଉପରେ ଚଢାଉ କରାଯାଇ ବିପୁଳ ପରିମାଣରେ ବିସ୍ଫୋରକ ସାମଗ୍ରୀ ଜବତ । ଖଞ୍ଜାମାହାଲ ୫୮ ନମ୍ବର ଖାଦାନରେ ଖଣି ବ୍ଲାଷ୍ଟିଂ ପାଇଁ ମହଜୁଦ ଥିବା ବିସ୍ଫୋରକକୁ ଜବତ କରାଯିବା ସହ ୩ଜଣଙ୍କୁ ଅଟକ ରଖି ପଚରା ଉଚରା କରାଯାଉଛି । ବାଗୁଡି ଅଂଚଳରେ ଖଣି ମାଫିଆ ମାନେ ଏହି ବିସ୍ଫୋରକ ବ୍ୟବହାର କରି ବେଆଇନ ଭାବେ ଖଣି ଖନନ କରୁଥିବା ବେଳେ ଏହା ଉପରେ ଆକ୍ସନ ନେଉଛି ପୋଲିସ ।
ସୋରରେ ବିସ୍ଫୋରକ ଗୋଦାମ ଉପରେ ଚଢଉ । ବିପୁଳ ପରିମାଣରେ ବିସ୍ଫୋରକ ଜବତ ।
/kanak/media/post_attachments/wp-content/uploads/2024/05/Screen-Shot-2024-05-27-at-9.16.37-AM.png)