Browsing Category

ନ୍ୟୁଜ୍

ବର୍ଷା-ଅନୁଭବ: ହେବନି ବିବାହ ବିଚ୍ଛେଦ! ମାମଲାକୁ ଖାରଜ କଲେ ଫ୍ୟାମିଲ କୋର୍ଟ

କନକ ବ୍ୟୁରୋ: ସାଂସଦ ଅନୁଭବ ଓ ବର୍ଷା ବିବାହ ବିଚ୍ଛେଦ ମାମଲା । ମାମଲାକୁ ଆଗ୍ରାହ୍ୟ କଲେ ପରିବାର ଅଦାଲତ । ବିଚ୍ଛେଦ ମାମଲାକୁ କୋର୍ଟ ଖାରଜ କରିଥିବା ସୂଚନା । ୩ ମାସ ମଧ୍ୟରେ ମାମଲା ସାରିବାକୁ କହିଥିଲେ ହାଇକୋର୍ଟ । ପାରିବାରିକ ବିବାଦ ମାମଲାରେ ହାଇକୋର୍ଟହ୍କ ଦ୍ୱାରସ୍ଥ ହୋଇଥିଲେ ଅନୁଭବ ।…
Read More...

ଜଳପଥ ଓ ଉପକୂଳର ସୁରକ୍ଷା ପାଇଁ ସମରାଭ୍ୟାସ । ସାଗର କବଚ-ଟୁ ଜରିଆରେ ସମୁଦ୍ରରେ ଦମ୍ ଦେଖାଇଲା ଭାରତୀୟ ସେନା

କନକ ବ୍ୟୁରୋ : ଉପକୂଳ ଓ ଜଳପଥରେ କଡ଼ା ପ୍ରହରା । ସେନାର ସମରାଭ୍ୟାସ– ସାଗର କବଚ–ଟୁ । ୨୬-୧୧ ମୁମ୍ବାଇ ଆକ୍ରମଣ ପରେ ଜଳପଥରେ ଉପକୂଳର ସୁରକ୍ଷା ବ୍ୟବସ୍ଥାକୁ କଡାକଡା କରାଯାଇଛି । ଜଳପଥ ଉପରେ ନଜର ରଖିବା ପାଇଁ ପ୍ରତି ବର୍ଷ ଦୁଇ ଥର ସମରାଭ୍ୟାସ କରାଯାଉଛି । ସମୁଦ୍ରରେ ଶତ୍ରୁକୁ ଚିହ୍ନଟ,…
Read More...

ରହସ୍ୟ ଘେରରେ ଆସିଷ୍ଟାଂଟ କଲେକ୍ଟର ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ । ହତ୍ୟା ଅଭିଯୋଗ ଆଣିଲେ ପରିବାର

କନକ ବ୍ୟୁରୋ : ରହସ୍ୟ ଘେରରେ ଆସିଷ୍ଟାଂଟ କଲେକ୍ଟର ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ମାମଲା । ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅବସ୍ଥାପିତ ସୁସ୍ମିତାଙ୍କର କାହିଁକି ଏବଂ କେଉଁ ପରିସ୍ଥିତିରେ ମୃତ୍ୟୁ ଘଟିଲା ସେନେଇ ଦ୍ୱନ୍ଦ୍ୱ ଜାରି ରହିଛି । ଗତ ୧୬ ତାରିଖରେ ରାଜଗାଙ୍ଗପୁର…
Read More...

ଫାଇଭ-ଟିରେ ରୂପାନ୍ତରିତ ସ୍ମାର୍ଟ ସ୍କୁଲର ସାଙ୍ଘାତିକ ଅବସ୍ଥା । କୋଇଡା ସୀମାନ୍ତବର୍ତି ବିଦ୍ୟାଳୟରେ ନାହିଁ ବିଦ୍ୟୁତ୍…

କନକ ବ୍ୟୁରୋ : ସୁନ୍ଦରଗଡ ଜିଲ୍ଲା କୋଇଡା ବ୍ଲକ୍ ଶେଷ ସୀମାରେ ରହିଛି ଝାରବେଡା ବନଶ୍ରୀ ଉଚ୍ଚ ବିଦ୍ୟାଳୟ । ୫ ଟି ଅଧୀନରେ ଏହି ବିଦ୍ୟାଳୟ ପ୍ରଥମ ପର୍ୟ୍ୟାୟରେ ପାଖାପାଖି କୋଟିଏ ଟଙ୍କା ବରାଦ ହୋଇ ରୁପାନ୍ତିକରଣ କରାଯାଇଛି । ହେଲେ ବର୍ଷେ ନ ପୁରୁଣୁ ବିଦ୍ୟାଳୟ ଅବସ୍ଥା ସମ୍ପୁର୍ଣ୍ଣ ବେହାଲ୍…
Read More...

ଗାଁକୁ ଭରସା ପୁରୁଣା ଗଛ, ମୋହନା ବ୍ଲକ ବୁରନଦୀରେ କାଠଗଣ୍ଡି ଉପରେ ବିପଦସଂକୁଳ ଯିବା ଆସିବା କରୁଛନ୍ତି ଗ୍ରାମବାସୀ

କନକ ବ୍ୟୁରୋ : ନଦୀ ଉପରେ ଗମନାଗମନ ମାଧ୍ୟମ ସାଜିଛି କାଠ ପୋଲ । ରାସ୍ତା ମଝିରେ ପଡୁଛି ନଦୀ । ଗ୍ରାମବାସୀ ନଦୀରେ କାଠ ଗଣ୍ଡି ପକାଇ ପୋଲ ତିଆରି କରିଛନ୍ତି । କାଠକୁ ଭରସା କରି ଗାଁର ଲୋକେ ବିପଦସଙ୍କୁଳ ଅବସ୍ଥାରେ ଯିବାଆସିବା କରୁଛନ୍ତି । ବର୍ଷା ଦିନ ଆସିଲେ ବୁରନଦୀ ଲୋକଙ୍କ ପାଇଁ ପାଲଟି…
Read More...

ସାମାନ୍ୟ ବଚସାକୁ ନେଇ ହତ୍ୟାକାଣ୍ଡ । ଦୁଇ ଗାଁର ଦୁଇ ପରିବାର ମଧ୍ୟରେ ମରଣାନ୍ତକ ଆକ୍ରମଣ, ଜଣେ ମୃତ, ୨ ଆହତ

କନକ ବ୍ୟୁରୋ : ଝିମିଟି ଖେଳରୁ ମହାଭାରତ ଭଳି ସାମାନ୍ୟ ବଚସାକୁ ନେଇ ହତ୍ୟାକାଣ୍ଡ । ଦୁଇ ଗାଁର ଦୁଇ ପରିବାର ମଧ୍ୟରେ ଲାଗି ରହିଥିବା ବିବାଦ ହତ୍ୟାକାଣ୍ଡର ରୁପ ନେଇଛି । ଗାଡି ଲାଇଟ୍ ପଡିବାରୁ ଆରମ୍ଭ ହୋଇଥିବା ଗଣ୍ଡଗୋଳରେ ମୁଣ୍ଡ ଗଡିଛି । ୪ ଜଣଙ୍କ ଉପରେ ଗୋଟିଏ ପରିବାରର ମରଣାନ୍ତକ ଆକ୍ରମଣ…
Read More...

ମହମ୍ମଦ ସାମିଙ୍କ ଘାତକ ବୋଲିଂ: ୨୭୬ରେ ଅଷ୍ଟ୍ରେଲିଆ ଅଲଆଉଟ, ଭାରତକୁ ୨୭୭ ଟାର୍ଗେଟ

କନକ ବ୍ୟୁରୋ: ଆଜି ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ ମ୍ୟାଚ । ଆଜିର ମ୍ୟାଚରେ ଦମଦାର ବୋଲିଂ କରିଛନ୍ତି ଭାରତୀୟ ବୋଲର । ଫଳରେ ଅଷ୍ଟ୍ରେଲିଆ ଦଳ ୨୭୬ ରନରେ ଅଲଆଉଟ ହୋଇଯାଇଛି । ଏବେ ଭାରତ ଆଗରେ ୨୭୭ ରନର ଟାର୍ଗେଟ ରହିଛି । ଏହି ମ୍ୟାଚ ଜିତିବାକୁ ହେଲେ ଭାରତକୁ ଏହି ବିଜୟ ଲକ୍ଷ୍ୟ ପୂରଣ…
Read More...

ବିଧାନସଭାରେ ଉପସ୍ଥାପନ ହେଲା ଅତିରିକ୍ତ ବଜେଟ: ୨୮ ହଜାର ୨୦୦ କୋଟି ଟଙ୍କାର ଅତିରିକ୍ତ ବଜେଟ ଉପସ୍ଥାପନ କଲେ…

କନକ ବ୍ୟୁରୋ: ବିଧାନସଭାରେ ଉପସ୍ଥାପନ ହେଲା ୨୦୨୩-୨୪ ପାଇଁ ଅତିରିକ୍ତ ବଜେଟ । ୨୮ ହଜାର ୨୦୦ କୋଟି ଟଙ୍କାର ଅତିରିକ୍ତ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ବିକ୍ରମ ଆରୁଖ । ମିଶନଶକ୍ତି ପାଇଁ ୭୮୩ କୋଟି ଟଙ୍କାର ବ୍ୟୟ ବରାଦ । ମେଟ୍ରୋ ପାଇଁ ୨୧୦ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ସେହିପରି…
Read More...

ବଢିଲା ଏନଡିଏର ଶକ୍ତି । ମେଣ୍ଟରେ ସାମିଲ ହେଲା ଦେବେଗୌଡାଙ୍କ ଦଳ ଜେଡିଏସ୍

କନକ ବ୍ୟୁରୋ : ଆଗାମୀ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ନେତୃ୍ତ୍ୱାଧୀନ ଏନଡିଏ ତାର ଶକ୍ତି ବୃଦ୍ଧି କରିବାରେ ଲାଗିଛି । କଂଗ୍ରେସକୁ ଚ୍ୟାଲେଞ୍ଜ ଦେବାକୁ ଏନଡିଏ ତରଫରୁ ଗୁରୁବାର ଦିନ ଜନତା ଦଳ ସେକୁଲାର ବା ଜେଡିଏସକୁ ମେଣ୍ଟରେ ସାମିଲ କରିଛି । ଦିଲ୍ଲୀରେ ଜେଡିଏସ ନେତା ଏଚ ଡି…
Read More...

ରହସ୍ୟ ଘେରରେ ଆସିଷ୍ଟାଂଟ କଲେକ୍ଟର ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ: ହାତରେ ନାହିଁ ହୀରା ମୁଦି, ପାଦରୁ ପାଉଁଜି ବି ଗାଏବ

କନକ ବ୍ୟୁରୋ: ରହସ୍ୟ ଘେରରେ ଆସିଷ୍ଟାଂଟ କଲେକ୍ଟର ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ମାମଲା । ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅବସ୍ଥାପିତ ସୁସ୍ମିତାଙ୍କର କାହିଁକି ଏବଂ କେଉଁ ପରିସ୍ଥିତିରେ ମୃତ୍ୟୁ ଘଟିଲା ସେନେଇ ଦ୍ୱନ୍ଦ୍ୱ ଜାରି ରହିଛି । ଗତ ୧୬ ତାରିଖରେ ରାଜଗାଙ୍ଗପୁର…
Read More...