ବର୍ଷା-ଅନୁଭବ: ହେବନି ବିବାହ ବିଚ୍ଛେଦ! ମାମଲାକୁ ଖାରଜ କଲେ ଫ୍ୟାମିଲ କୋର୍ଟ

10,174

କନକ ବ୍ୟୁରୋ: ସାଂସଦ ଅନୁଭବ ଓ ବର୍ଷା ବିବାହ ବିଚ୍ଛେଦ ମାମଲା । ମାମଲାକୁ ଆଗ୍ରାହ୍ୟ କଲେ ପରିବାର ଅଦାଲତ । ବିଚ୍ଛେଦ ମାମଲାକୁ କୋର୍ଟ ଖାରଜ କରିଥିବା ସୂଚନା । ୩ ମାସ ମଧ୍ୟରେ ମାମଲା ସାରିବାକୁ କହିଥିଲେ ହାଇକୋର୍ଟ । ପାରିବାରିକ ବିବାଦ ମାମଲାରେ ହାଇକୋର୍ଟହ୍କ ଦ୍ୱାରସ୍ଥ ହୋଇଥିଲେ ଅନୁଭବ । ଫ୍ୟାମିଲ କୋର୍ଟରେ ଶୁଣାଣି ବିଳମ୍ବ ହେଉଥିବା ଅନୁଭବ ଦର୍ଶାଇଥିଲେ । ୨୦୨୦ରେ ଛାଡପତ୍ର ମାମଲା କରିଥିଲେ ସାଂସଦ ଅନୁଭବ ମହାନ୍ତି ।